ଓଡିଶା ଚିହ୍ନଟ ହେଲେ ୨୬୪ ଜଣ ନୂଆ କରୋନା ସଂକ୍ରମିତ; ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି
ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ୨୬୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଲେ I ସେଥିମଧ୍ୟରୁ, ସର୍ବାଧିକ ୭୬ ଜଣ ଚିହ୍ନଟ ହେଲେ ଗଂଜାମ ଜିଲ୍ଲାରୁ I ଯାଜପୁର ରୁ ୪୧ ଜଣ ଚିହ୍ନଟ ହେଇଥିବା ବେଳେ , କେନ୍ଦୁଝର ରୁ ୨୫ ଜଣ, ଝାରସୁଗୁଡା ଓ ବରଗଡ ରୁ ୧୮ ଜଣ ଲେଖାଏଁ, ଖୋର୍ଦ୍ଧା ଓ ମୟୁରଭଞ୍ଜ ରୁ ୧୫ ଜଣ ଲେଖାଏଁ, ବାଲେଶ୍ୱର ଓ କଟକ ରୁ ୧୨ ଜଣ ଲେଖାଏଁ, ପୁରୀ […]
ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ୨୬୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଲେ I ସେଥିମଧ୍ୟରୁ, ସର୍ବାଧିକ ୭୬ ଜଣ ଚିହ୍ନଟ ହେଲେ ଗଂଜାମ ଜିଲ୍ଲାରୁ I ଯାଜପୁର ରୁ ୪୧ ଜଣ ଚିହ୍ନଟ ହେଇଥିବା ବେଳେ , କେନ୍ଦୁଝର ରୁ ୨୫ ଜଣ, ଝାରସୁଗୁଡା ଓ ବରଗଡ ରୁ ୧୮ ଜଣ ଲେଖାଏଁ, ଖୋର୍ଦ୍ଧା ଓ ମୟୁରଭଞ୍ଜ ରୁ ୧୫ ଜଣ ଲେଖାଏଁ, ବାଲେଶ୍ୱର ଓ କଟକ ରୁ ୧୨ ଜଣ ଲେଖାଏଁ, ପୁରୀ ରୁ ୭ ଜଣ, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ ରୁ ୪ ଜଣ ଲେଖାଏଁ, ବଲାଙ୍ଗୀର, ନୟାଗଡ ଓ ମାଲକାନଗିରି ରୁ ୨ ଜଣ ଲେଖାଏଁ ଏବଂ ସମ୍ବଲପୁର, କଳାହାଣ୍ଡି, ଗଜପତି, ନୂଆପଡା, କନ୍ଧମାଳ, ଭଦ୍ରକ ଓ କୋରାପୁଟ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୨୬୪ ଜଣ ଙ୍କ ମଧ୍ୟରୁ, ୨୩୪ ଜଣ Quarantine ରେ ଥିଲେ ଏବଂ ୩୦ ଜଣ local contacts I
ଓଡ଼ିଶାରେ ସଂକ୍ରମିତ ସଂଖ୍ୟା ୬୬୧୪ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ ୪୬୦୬ ସୁସ୍ଥ ହେଇସାରିଛନ୍ତି I ୧୯୮୦ ଜଣ ଚିକିତ୍ସାଧୀନ ଅଛନ୍ତି I
COVID-19 REPORT FOR 27th JUNE
New positive Cases: 264
In quarantine: 234
Local contacts: 30(Details of local contacts will be shared by concerned District Administration)
DIstrict Wise Cases
1. Khordha: 15
2. Jharsuguda: 18
3. Koraput: 1
4. Jajpur: 41
5. Keonjhar: 25— I & PR Department, Odisha (@IPR_Odisha) June 28, 2020




