bhawanipatna news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଛାତ୍ର ଇନ୍ଦ୍ର ମେଘୱାଲ ହତ୍ୟାକାରିକୁ ଫାସୀ ଦଣ୍ଡାଦେଶ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର
Published On
By Samaya Live
ଭବାନୀପାଟଣା : ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ କଳାହାଣ୍ଡି ପକ୍ଷରୁ ଡ.ବି.ଆର ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କର ନେତୃତ୍ୱରେ ରାଜସ୍ଥାନର ଛାତ୍ର ଇନ୍ଦ୍ର ମେଘୱାଲଙ୍କ ଅଭିଯୁକ୍ତକୁ ଫାସୀ ଦଣ୍ଡାଦେଶ ଦାବିନେଇ ରାଷ୍ଟ୍ରପତି ଭାରତ ସରକାରଙ୍କୁ ଜିଲ୍ଲାପାଳ କଳାହାଣ୍ଡିଙ୍କର ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଏହି ସ୍ମାରକ ପତ୍ରରେ ଏହି ଘଟଣାର ଅଭିଯୁକ୍ତକୁ ଫାଶୀ ଦଣ୍ଡଦେଶ ନିବେଦନ ସହିତ ସ୍ୱାଧୀନତା ପରେ ଭାରତବର୍ଷରେ ହେଉଥିବା ଦଳିତ, ଅତ୍ୟାଚାର ଓ ଦଳିତ […]
ଇନ୍ଦ୍ରାବତୀ କେନାଲ ମରାମତି ଯୋଗୁଁ ଚାଷ କାର୍ଯ୍ୟରେ ବାଧା : ଖରିଫରେ ପ୍ରଭାବ ପଡିବା ସମ୍ଭାବନା
Published On
By Samaya Live
ଭବାନୀପାଟଣା : ଚାଷ ପାଇଁ ଜଳସେଚନର ଅଭାବ କାରଣରୁ କଳାହାଣ୍ଡି ଜିଲ୍ଲାରେ ମରୁଡି ପରିସ୍ଥିତିର ଆଶଙ୍କା ସୃଷ୍ଟି ହେଲାଣି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ମରାମତି ଓ ନୂତନ କାମ ଚାଲିଥିବାରୁ ରବିରେ ୨୯ ହଜାର ହେକଫର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ଆଗାମୀ ଖରିଫ ଚାଷ ମଧ୍ୟ ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ଥିବା ଯୋଗୁଁ ଚାଷୀ ବର୍ତ୍ତମାନ ଠାରୁ ଚିନ୍ତାରେ ପଡିଛି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାମ ଚାଲିଥିବାରୁ […]
ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ , ୫ ଅଭିଯୁକ୍ତ ଗିରଫ
Published On
By Samaya Live
ଭବାନୀପାଟଣା/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ଅଭିଯୋଗରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୋଲିସ । ପୋଲିସ ସୂଚନା ଅନୁସାରେ, ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକା ଗାଧୋଉଥିବାବେଳେ ତାଙ୍କ ଘର ନିକଟରେ ଘରଭଡ଼ା ନେଇ ରହୁଥିବା ଗଞ୍ଜାମ ଜିଲ୍ଲା ଖଜୁରୀପଦର ଗାଁର ରଞ୍ଜିତ ଜାନୀ, ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ନିକଟସ୍ଥ ଦଣ୍ଡିସାହିର କୈଳାସ କୌଶଲ୍ୟା, ଅମ୍ବାଦଳାର ନିରାକାର ନିରଞ୍ଜନ […]
ଭବାବୀପାଟଣାରେ ଶିକ୍ଷକ ନିଯୁକ୍ତିରେ ଅନୀୟମିତତା ଅଭିଯୋଗ
Published On
By Samaya Live
ଭବାନୀପାଟଣା : ଚଳିତ ବର୍ଷ ୨୦୨୨ ଚୁକ୍ତି ଭିତିକ ଶିକ୍ଷକ ନିଯୁକ୍ତି ଅନୀୟମିତତା ଓ ଦୁର୍ନୀତି ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଉଚ୍ଚ ମାଧ୍ୟମିକ ଆଶାୟୀ ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ସହିତ ଏକ ୭ ଦଫଅ ଦାବୀ ସମ୍ବଳିତ ଦାବୀପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଦାବୀଗୁଡିକ ମଧ୍ୟରେ ଚଳିତବର୍ଷ ଠିକା ହାଇସ୍କୁଲ ଶିକ୍ଷକ (ଆଇ.ଏ.ଟି) ରେ ହୋଇଥିବା କର୍ପୋରେସନ୍ ପାଇଁ […]
ଜିଲ୍ଲା କାରାଗାରର ୩୦୦ ଅନ୍ତେବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ପ୍ରୟାସ
Published On
By Samaya Live
ଭବାନୀପାଟଣା : ମଣିଷ ସବୁବେଳେ ନିଜ ସ୍ୱାର୍ଥ ପାଇଁ କାମକରେ । ଅନ୍ୟକୁ ତଳେ ପକାଇ ନିଜେ ବଡ଼ ହେବାର ସ୍ୱପ୍ନ ଦେଖେ । କି;ୁ ମାଟିଲଗ୍ନା ସାହିତ୍ୟ ପରିବାର ନିଜେ ବଞ୍ଚି ଅନ୍ୟମାନଙ୍କୁ ବଞ୍ଚିବା ପାଇଁ ରାସ୍ତା ଦେଖାଏ । ମଣିଷର ଭୁଲକୁ ସୁଧାରିବା ପାଇଁ ପ୍ରେରଣା ଯୋଗାଏ । ଏବଂ ମଣିଷ ଜୀବନର ସାର୍ଥକତା ବିଷୟରେ ଅନଭିଜ୍ଞ ଲୋକଙ୍କୁ କରେ ସଚେତନତା । ଗତକାଲି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମାଟିଲଗ୍ନା’ ତରଫରୁ କଳାହାଣ୍ଡି […]
ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ୍ ଚଳାଚଳ ଆରମ୍ଭ ନକଲେ ଆନ୍ଦୋଳନ
Published On
By Samaya Live
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜୁନାଗଡ ରୋଡରୁ ବିଶାଖାପାଟଣା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ୍ ସଂଯୋଗ ଏବେ ମରୀଚିକା ପାଲଟିଛି । ରେଳ ବୋର୍ଡ ପକ୍ଷରୁ ଏହାର ଫିଜିବିଲିଟି ରିପୋର୍ଟ ନିମନ୍ତେ ଚିଠି କରାଯାଇଥିଲା । କି;ୁ ବିଭାଗ ପକ୍ଷରୁ ଫିଜିବିଲିଟି ନଥିବା ଦର୍ଶାଇବା ପରେ ଜନସାଧାରଣଙ୍କୁ ନିରାଶ ହେବାକୁ ପଡିଛି । ଏନେଇ କଳାହାଣ୍ଡି ସିଟିଜେନ୍ ଫୋରମ୍ ପକ୍ଷରୁ ଏକ ବୈଠକରେ ରେଳ ବିଭାଗ ପକ୍ଷରୁ ଜୁନାଗଡ-ବିଶାଖାପାଟଣା ଦୈନିକ ଟ୍ରେନ୍ ଚଳାଚଳ ଆରମ୍ଭ ନକଲେ ଆନ୍ଦୋଳନ କରାଯିବ […]
ଚିତ୍ରକଳା ପାଇଁ ଡା. ଦୀନବନ୍ଧୁ ସାହୁଙ୍କୁ ରାଜା ରବି ବର୍ମା ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପୁରସ୍କାର
Published On
By Samaya Live
ଭବାନୀପାଟଣା : ନିକଟ ଅତୀତରେ କରୋନାର ଘଡିସନ୍ଧି ମୂହୁର୍ତ୍ତରେ ଗୌହାଟୀସ୍ଥିତ ଲଳିତ କଳା କେନ୍ଦ୍ର, ଆସାମ ଦ୍ୱାରା ଏକ ଆଭାସୀ ଆର୍ନ୍ତଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଏବଂ କୃତି ପୁରସ୍କାର ଆବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀରେ ଦେଶ ବିଦେଶରୁ ୪୭୩ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଭାରତ, ଶ୍ରୀଲଙ୍କା, ପର୍ତ୍ତୁଗାଲ, ସାଉଥ ଆଫ୍ରିକା, ଥାଇଲାଣ୍ଡ, କୁଏତ୍, ୟୁଏଇ, ମାଲେସିଆ, ଇଜିପ୍ଟ, ନେଦରଲାଣ୍ଡ, କୋରିଆ, ବାଂଲାଦେଶ, ନେପାଳ, ପ୍ୟାରିସ, ୟୁଏସ୍ଏ ଆଦି ବିଭିନ୍ନ […]
ନିର୍ବାଚନ ଚିହ୍ନ ବଦଳାଇବାକୁ ବାଧ୍ୟ କରୁଛନ୍ତି ପିଇଓ
Published On
By Samaya Live
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ବୋ ପୂର୍ବରୁ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ବଦଳି କରିବାକୁ ବାଧ୍ୟ କରାଯାଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଧର୍ମଗଡ ବ୍ଲକ ରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ପ୍ରାର୍ଥୀ ତଥା ପ୍ରାର୍ଥୀ ଙ୍କ ସମର୍ଥକ ମାନେ ପୂର୍ବରୁ ବିଡ଼ିଓଙ୍କୁ ଘେରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଜିଲ୍ଲାପାଳଙ୍କ […]
ଜିଲ୍ଲାରେ ଯୁବତୀ ଚାଲାଣ ରୋକିବା ସଂପର୍କରେ ପ୍ରଶିକ୍ଷଣ ଶିବିର
Published On
By Samaya Live
ଭବାନୀପାଟଣା : ପରିବାରରେ ଅଭାବ ଅନାଟନ, ସ୍ୱଳ୍ପଶିକ୍ଷା ତଥା ସଚେତନତା ଅଭାବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କେତେକ ଯୁବତୀ ଓ ନାବାଳିକା ବାହାର ରାଜ୍ୟ ଏମିତିକି ବିଦେଶକୁ ଚାଲାଣ ହେଉଥିବାର ନଜର ରହିଛି । ବାହାର ରାଜ୍ୟରେ ଅଧିକ ପଇସାରେ ଚାକିରି କରିବା, ବିବାହର ପ୍ରଲୋଭନ ଦେଖାଇ ପରିବାରର ସରଳ ପିତା ମାତାଙ୍କୁ ପ୍ରଭାବିତ କରି ଘରର ନିରିହା ଝିଅମାନଙ୍କୁ ନେଇ ଅନ୍ୟ ରାଜ୍ୟରେ ବିକ୍ରି କରିବା ଭଳି ବହୁ ଅଭିଯୋଗ ବିଭିନ୍ନ ଥାନାରେ ମଧ୍ୟ ପଞ୍ଜିକୃତ […]

