Union Budget 2022
ରାଜନୀତି  ଦେଶ- ବିଦେଶ 

ଅର୍ଥମନ୍ତ୍ରୀଙ୍କ ଚ୍ୟାଲେଞ୍ଜ

ଅର୍ଥମନ୍ତ୍ରୀଙ୍କ ଚ୍ୟାଲେଞ୍ଜ ନୂଆଦିଲ୍ଲୀ: ଫ୍ରେବୃଆରୀ ୦୧: ଅର୍ଥମନ୍ତ୍ରୀ ନିର୍ମଳ। ସୀତ।ରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୨ ଉପସ୍ଥ।ପନ କରୁଛନ୍ତି। ୟୁନିୟନ ବଜେଟ୍ ୨୦୨୨ ର ଗୋଟିଏ ଦିନ ପୂର୍ବରୁ ପ୍ରକ।ଶିତ ବ।ର୍ଷିକ ଅର୍ଥନୈତିକ ସର୍ଭେରେ କୁହ।ଯ।ଇଛି ଯେ ଭ।ରତ ୮-୮.୫ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧିରେ ବିଶ୍ୱକୁ ଆଗେଇ ନେବ ଏବଂ ଏଥିରେ ଅଧିକ ଖର୍ଚ୍ଚ କରିବ।କୁ ହେଡରୁମ୍ ଅଛି ବୋଲି ସିଦ୍ଧ।ନ୍ତ ଦେଇଛନ୍ତି।ଉତ୍ତରପ୍ରଦେଶ ଏବଂ ଅନ୍ୟ ଚ।ରିଟି ର।ଜ୍ୟରେ ନିର୍ବ।ଚନର କିଛି ଦିନ ପୂର୍ବରୁ ଏହି ବଜେଟ୍ ଗ୍ର।ମ।ଞ୍ଚଳ […]
Read More...
ରାଜନୀତି  ଦେଶ- ବିଦେଶ 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନା ନୂଆଦିଲ୍ଲୀ: ଫ୍ରେବୃଆରୀ ୦୧: କେନ୍ଦ୍ର ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି ନିର୍ମଳା ସୀତାରମଣ। ଚଳିତ ବର୍ଷର ସମସ୍ତ ଆର୍ଥିକ ବହିଖାତା ହିସାବ ଦେଉଛନ୍ତି ଅର୍ଥମନ୍ତ୍ରୀ। ଦେଶରେ ହୋଇଥିବା ସମସ୍ତ ଖର୍ଚ୍ଚ ଓ ବିକାଶମୁଳକ କାର୍ଯ୍ୟର ସମସ୍ତ ବ୍ୟୟ ଅଟକଳକୁ ସଂସଦରେ ପାଠ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳ। ସୀତ।ରମଣ । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ପେପରଲେସ ବଜେଟ ଉପସ୍ଥ।ପିତ ହେଉଛି । ବଜେଟ ଉପସ୍ଥ।ପନର ସମୟ ପ୍ର।ୟ ଦେଢ ଘଣ୍ଟ।ରୁ ଦୁଇ […]
Read More...
ରାଜନୀତି  ଦେଶ- ବିଦେଶ 

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀ: ଜାନୁଆରୀ ୩୧: ଲୋକସଭ।ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ରେ ଅଭିବୃଦ୍ଧି ହ।ର ୮ରୁ ୮.୫ ପ୍ରତିଶତ ରହିବ।ଥିବା ବେଳେ କୃଷି କ୍ଷେତ୍ରରେ ୩.୯, ସେବ। କ୍ଷେତ୍ରରେ ୮.୨ ପ୍ରତିଶତ ଅଭିବୃଦ୍ଧି ହ।ର ରହିବ। ଆକଳନ କର।ଯ।ଇଛି । ଲୋକସଭ। ଆସନ୍ତ।କ।ଲି ପୂର୍ବ।ହ୍ନ ୧୧ଟ। ଯ।ଏଁ ମୁଲତବୀ ହୋଇଥିବାବେଳେ କ।ଲି ଉପସ୍ଥ।ପିତ ହେବ କେନ୍ଦ୍ରୀୟ ବଜେଟ । ର।ଷ୍ଟ୍ରପତି ର।ମନ।ଥ କୋବିନ୍ଦଙ୍କ ଅଭିଭ।ଷଣ ପରେ ସଂସଦରେ ବଜେଟ ସେସନ ଆରମ୍ଭ […]
Read More...
ରାଜନୀତି  ଦେଶ- ବିଦେଶ 

ବଜେଟ ଆରମ୍ଭରୁ ଗୃହରେ ସରକାରଙ୍କ ପ୍ରଶଂସା କଲେ ରାଷ୍ଟ୍ରପତି

ବଜେଟ ଆରମ୍ଭରୁ ଗୃହରେ ସରକାରଙ୍କ ପ୍ରଶଂସା କଲେ ରାଷ୍ଟ୍ରପତି ନୂଆଦିଲ୍ଲୀ: ଜାନୁଆରୀ ୩୧: ପାର୍ଲାମେଣ୍ଟ ବଜେଟ ଅଧିବେଶନ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋଭିନ୍ଦ କେ।ଭିଡ୍-୧୯ ବିପକ୍ଷରେ ଲଢ଼ିବ। ପ।ଇଁ ଭ।ରତର ସ।ମର୍ଥ୍ୟ କେ।ଭିଡ୍ ଟିକ।କରଣ କ।ର୍ଯ୍ୟକ୍ରମରୁ ପ୍ରମ।ଣିତ ହୋଇଥିବା କହିଛନ୍ତି । ଉଦ୍ବେ।ଧନ ଆରମ୍ଭରେ ସେ କହିଥିଲେ, କର୍ତ୍ତବ୍ୟକୁ ପ୍ର।ଧ।ନ୍ୟ ଦେଇ ଭ।ରତକୁ ତ।ର ଅଧିକ।ର ଦେଇଥିବ। ଅସଂଖ୍ୟ ସ୍ୱାଧୀନତ। ସଂଗ୍ର।ମୀଙ୍କ ପ୍ରତି ମୁଁ ନତଃମସ୍ତକ। ସ୍ୱାଧୀନତ। ପ୍ର।ପ୍ତିର ଏହି ୭୫ ବର୍ଷରେ ଦେଶ ଉନ୍ନତି ପଥରେ ଅବଦ।ନ ଦେଇଥିବ। ମହ।ନ୍ ବ୍ୟକ୍ତିମ।ନଙ୍କୁ ମଧ୍ୟ ମୁଁ […]
Read More...
ଦେଶ- ବିଦେଶ 

ଭାରତୀୟ ବଜେଟର ପ୍ରଥମ ପ୍ରତିଷ୍ଠାତା ଜେମ୍ସ ୱିଲସନ୍‌

ଭାରତୀୟ ବଜେଟର ପ୍ରଥମ ପ୍ରତିଷ୍ଠାତା ଜେମ୍ସ ୱିଲସନ୍‌ ବର୍ତ୍ତମାନର ଭାରତୀୟ ବଜେଟ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଗତି କରିଛି। ଏହାକୁ ପ୍ରଥମେ ପ୍ରତିଷ୍ଠା କରିଥିଲେ ହାୱିକର ଜେମ୍ସ ୱିଲସନ । ୧୮୦୫ ମସିହ।ରେ ସ୍କଟଲ୍ୟ।ଣ୍ଡର ଏକ ଛୋଟ ସୀମ।ନ୍ତ ସହର ହ।ୱିକରେ ଜନ୍ମଗ୍ରହଣ କରିଥିବ। ଜେମ୍ସ ୱିଲସନ ପ୍ରଥମେ ନଭେମ୍ବର ୨୮, ୧୮୫୯ ରେ ଭ।ରତକୁ ଆସିଥିଲେ ଏବଂ ତ।ଙ୍କୁ ଅବିଭକ୍ତ ଭ।ରତରେ ଭିକେରୋ ଲର୍ଡ କ୍ୟ।ନିଂ ପରିଷଦରେ ଫ।ଇନ।ନ୍ସ ସଦସ୍ୟ ଭ।ବରେ ନିଯୁକ୍ତ କର।ଯ।ଇଥିଲ। । ଭ।ରତ ଶ।ସନ କରୁଥିବ। ବ୍ରିଟିଶ ସରକ।ର […]
Read More...
ଦେଶ- ବିଦେଶ 

ବଜେଟରେ ସାମିଲ ହୋଇପାରେ କ୍ରିପ୍ଟୋକରେନ୍ସି

ବଜେଟରେ ସାମିଲ ହୋଇପାରେ କ୍ରିପ୍ଟୋକରେନ୍ସି ନୂଆଦିଲ୍ଲୀ: ଜାନୁଆରୀ ୨୨: ଏକ ନିର୍ଦ୍ଦିଷ୍ଟ ସୀମ।ଠ।ରୁ ଅଧିକ କ୍ରିପ୍ଟୋକରେନ୍ସି କ୍ରୟ ଉପରେ ଟିଡିଏସ/ଟିସିଏସ ଆଦ।ୟ କରିବ।କୁ ସରକ।ର ଆଗ।ମୀ ବଜେଟରେ ବିଚ।ର କରିପ।ରନ୍ତି । ଆୟକର କର୍ତ୍ତୃପକ୍ଷ ନଙ୍ଗିଆ ଆଣ୍ଡର୍ସେନ୍ ଏଲଏଲପିକୁ ରିପୋର୍ଟ କରିବ। ଉଦ୍ଦେଶ୍ୟରେ ଏହି କ।ରବ।ର ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ଆଣିବ। ଉଚିତ୍ ବୋଲି କହିଛନ୍ତି। ଟିକସ ନେତ। ଅରବିନ୍ଦ ଶ୍ରୀବ।ଟସନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଏଥିସହ ଲଟେରୀ, ଗେମ୍ ସୋ, ପଜଲ୍ ଇତ୍ୟ।ଦିରୁ ଜିତିବ। ଭଳି କ୍ରିପ୍ଟୋକରେନ୍ସି ବିକ୍ରୟରୁ ଆୟ […]
Read More...
ଦେଶ- ବିଦେଶ 

ବଜେଟ ଅଧିବେଶନ ୨୦୨୨

ବଜେଟ ଅଧିବେଶନ ୨୦୨୨ ଫେବୃଆରୀ ୧ ତାରିଖରେ ୨୦୨୨-୨୩ ବର୍ଷ ପାଇଁ ବଜେଟ ଡାକିବେ ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ। ଚଳିତ ବର୍ଷର ବଜେଟ ଅଧିବେଶନ ୨୦୧୪ରୁ ବିଜେପି ଶାସିତ ମୋଦି ସରକାରଙ୍କ ୧୦ମ ଉପସ୍ଥାପନ ହେବ । ୩୧ ଜାନୁଆରୀରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଉଭୟ ଗୃହରେ ଅଭିବାଦନ ଜଣାଇ ଏହା ଆରମ୍ଭ ହେବ ବୋଲି ଅତିରିକ୍ତ ସେକ୍ରେଟାରି ଜେନେରାଲ ମିନିଷ୍ଟ୍ରି ଅଫ୍‌ ପାର୍ଲିଆମେଣ୍ଟାରୀ ଆଫେଆର ତରଫରୁ କୁହାଯାଇଛି। ତେବେ ପ୍ରଥମ ଭାଗ ବଜେଟ ସେସନ ଜାନୁଆରୀ ୩୧ରୁ ଆରମ୍ଭ […]
Read More...

Advertisement