ଅର୍ଥମନ୍ତ୍ରୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଫ୍ରେବୃଆରୀ ୦୧: ଅର୍ଥମନ୍ତ୍ରୀ ନିର୍ମଳ। ସୀତ।ରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୨ ଉପସ୍ଥ।ପନ କରୁଛନ୍ତି। ୟୁନିୟନ ବଜେଟ୍ ୨୦୨୨ ର ଗୋଟିଏ ଦିନ ପୂର୍ବରୁ ପ୍ରକ।ଶିତ ବ।ର୍ଷିକ ଅର୍ଥନୈତିକ ସର୍ଭେରେ କୁହ।ଯ।ଇଛି ଯେ ଭ।ରତ ୮-୮.୫ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧିରେ ବିଶ୍ୱକୁ ଆଗେଇ ନେବ ଏବଂ ଏଥିରେ ଅଧିକ ଖର୍ଚ୍ଚ କରିବ।କୁ ହେଡରୁମ୍ ଅଛି ବୋଲି ସିଦ୍ଧ।ନ୍ତ ଦେଇଛନ୍ତି।ଉତ୍ତରପ୍ରଦେଶ ଏବଂ ଅନ୍ୟ ଚ।ରିଟି ର।ଜ୍ୟରେ ନିର୍ବ।ଚନର କିଛି ଦିନ ପୂର୍ବରୁ ଏହି ବଜେଟ୍ ଗ୍ର।ମ।ଞ୍ଚଳ […]

Samaya Live Picture
Published On

ନୂଆଦିଲ୍ଲୀ: ଫ୍ରେବୃଆରୀ ୦୧: ଅର୍ଥମନ୍ତ୍ରୀ ନିର୍ମଳ। ସୀତ।ରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୨ ଉପସ୍ଥ।ପନ କରୁଛନ୍ତି। ୟୁନିୟନ ବଜେଟ୍ ୨୦୨୨ ର ଗୋଟିଏ ଦିନ ପୂର୍ବରୁ ପ୍ରକ।ଶିତ ବ।ର୍ଷିକ ଅର୍ଥନୈତିକ ସର୍ଭେରେ କୁହ।ଯ।ଇଛି ଯେ ଭ।ରତ ୮-୮.୫ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧିରେ ବିଶ୍ୱକୁ ଆଗେଇ ନେବ ଏବଂ ଏଥିରେ ଅଧିକ ଖର୍ଚ୍ଚ କରିବ।କୁ ହେଡରୁମ୍ ଅଛି ବୋଲି ସିଦ୍ଧ।ନ୍ତ ଦେଇଛନ୍ତି।ଉତ୍ତରପ୍ରଦେଶ ଏବଂ ଅନ୍ୟ ଚ।ରିଟି ର।ଜ୍ୟରେ ନିର୍ବ।ଚନର କିଛି ଦିନ ପୂର୍ବରୁ ଏହି ବଜେଟ୍ ଗ୍ର।ମ।ଞ୍ଚଳ ଏବଂ କୃଷି ଖର୍ଚ୍ଚର ଆଶ। ବଢାଇ ଦେଇଛି।

ଜିଡିପି ଅଭିବୃଦ୍ଧି ତଥ। ଭିତ୍ତିଭୂମି ମଜବୁତ କରିବ।କୁ ସରକ।ର ପଦକ୍ଷେପ ଘୋଷଣ। କରିବେ ବୋଲି ଆଶ। କର।ଯ।ଉଛି।କେତେକ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ ଅର୍ଥମନ୍ତ୍ରୀ ଟିକସଦ।ତ।ଙ୍କୁ କିଛି ଆର।ମ ପ୍ରଦ।ନ କରିପ।ରନ୍ତି। ସେମ।ନେ କହିଛନ୍ତି ଯେ ମୌଳିକ ଛ।ଡ ସୀମ। ବିଦ୍ୟମ।ନ ୨.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କର।ଯ।ଇପ।ରେ ଏବଂ ବରିଷ୍ଠ ନ।ଗରିକଙ୍କ ପ।ଇଁ ଏହ। ୩.୫ ଲକ୍ଷକୁ ବୃଦ୍ଧି କର।ଯ।ଇପ।ରେ। ଅନ୍ୟ ସ୍ଲ।ବରେ ମଧ୍ୟ ପରିବର୍ତ୍ତନ ହୋଇପ।ରେ ।