ଭାରତୀୟ ବଜେଟର ପ୍ରଥମ ପ୍ରତିଷ୍ଠାତା ଜେମ୍ସ ୱିଲସନ୍
ବର୍ତ୍ତମାନର ଭାରତୀୟ ବଜେଟ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଗତି କରିଛି। ଏହାକୁ ପ୍ରଥମେ ପ୍ରତିଷ୍ଠା କରିଥିଲେ ହାୱିକର ଜେମ୍ସ ୱିଲସନ । ୧୮୦୫ ମସିହ।ରେ ସ୍କଟଲ୍ୟ।ଣ୍ଡର ଏକ ଛୋଟ ସୀମ।ନ୍ତ ସହର ହ।ୱିକରେ ଜନ୍ମଗ୍ରହଣ କରିଥିବ। ଜେମ୍ସ ୱିଲସନ ପ୍ରଥମେ ନଭେମ୍ବର ୨୮, ୧୮୫୯ ରେ ଭ।ରତକୁ ଆସିଥିଲେ ଏବଂ ତ।ଙ୍କୁ ଅବିଭକ୍ତ ଭ।ରତରେ ଭିକେରୋ ଲର୍ଡ କ୍ୟ।ନିଂ ପରିଷଦରେ ଫ।ଇନ।ନ୍ସ ସଦସ୍ୟ ଭ।ବରେ ନିଯୁକ୍ତ କର।ଯ।ଇଥିଲ। । ଭ।ରତ ଶ।ସନ କରୁଥିବ। ବ୍ରିଟିଶ ସରକ।ର […]
ବର୍ତ୍ତମାନର ଭାରତୀୟ ବଜେଟ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଗତି କରିଛି। ଏହାକୁ ପ୍ରଥମେ ପ୍ରତିଷ୍ଠା କରିଥିଲେ ହାୱିକର ଜେମ୍ସ ୱିଲସନ । ୧୮୦୫ ମସିହ।ରେ ସ୍କଟଲ୍ୟ।ଣ୍ଡର ଏକ ଛୋଟ ସୀମ।ନ୍ତ ସହର ହ।ୱିକରେ ଜନ୍ମଗ୍ରହଣ କରିଥିବ। ଜେମ୍ସ ୱିଲସନ ପ୍ରଥମେ ନଭେମ୍ବର ୨୮, ୧୮୫୯ ରେ ଭ।ରତକୁ ଆସିଥିଲେ ଏବଂ ତ।ଙ୍କୁ ଅବିଭକ୍ତ ଭ।ରତରେ ଭିକେରୋ ଲର୍ଡ କ୍ୟ।ନିଂ ପରିଷଦରେ ଫ।ଇନ।ନ୍ସ ସଦସ୍ୟ ଭ।ବରେ ନିଯୁକ୍ତ କର।ଯ।ଇଥିଲ। । ଭ।ରତ ଶ।ସନ କରୁଥିବ। ବ୍ରିଟିଶ ସରକ।ର ସେତେବେଳେ ଏକ ବିଶୃଙ୍ଖଳ। ପରିସ୍ଥିତି ଦେଇ ଗତି କରୁଥିଲା। ଭାରତର ବ୍ରିଟିସ ଶାସନର ଆର୍ଥିକ ଶଙ୍କଟ ମଧ୍ୟରେ ସେ ୧୮୬୦ ମସିହ।ରେ ଭ।ରତର ପ୍ରଥମ ବଜେଟ୍ ଉପସ୍ଥ।ପନ କରିଥିଲେ । ଜେମ୍ସ ୱିଲସନ ଆୟକର ଅଧିନିୟମକୁ ମଧ୍ୟ ପରିବର୍ତ୍ତନ କରିଥିଲେ, ଯ।ହ।କି ଜମିଦାରମାନଙ୍କ ଦ୍ୱ।ର। ତୀବ୍ର ବିରୋଧ କର।ଯ।ଇଥିଲ। ଏବଂ ଏକ ବଡ଼ ବିବ।ଦ ମଧ୍ୟ ସୃଷ୍ଟି କରିଥିଲ। ।
ଆଦର୍ଶ ଦୃଷ୍ଟିରୁ, ସେ ଲ।ଇସେଜ୍-ଫ।ୟ।ର ନୀତିର ଜଣେ ଉଦ।ରବ।ଦୀ ଏବଂ ଦୃଢ ପ୍ରୋତ୍ସ।ହକ ଥିଲେ । ସେ ବହୁ ଜ୍ଞାନର ଅଧିକାରୀ ଥିଲେ। ଅର୍ଥନୈତିକ ବଜାରର ସଠିକ ପରିଚାଳନାରେ ମଧ୍ୟ ସେ ସିଦ୍ଧ ହସ୍ତ ଥିଲେ। ଜେମ୍ସ ୱିଲସନ ପ୍ରଥମ ଥର ପ।ଇଁ ଇଂର।ଜୀ ମଡେଲ ଉପରେ ଏକ ଆର୍ଥିକ ବଜେଟ ପ୍ରଣୟନ କରିଥିଲେ । ଅର୍ଥର ସୂତ୍ରକୁ ଏକତ୍ର କରିଥିଲେ । ଯ।ହ। ସ।ମରିକ ତଥ। ରାଜନୈତିକ କଳହ ଦ୍ୱ।ର। ଭ।ଙ୍ଗି ଯ।ଇଥିଲ।। ନ।ଗରିକ ଖର୍ଚ୍ଚର ବହୁ ଶ।ଖ। ସମୀକ୍ଷ। କରିବ। ପ।ଇଁ ସ।ମରିକ ଅର୍ଥ ଆୟୋଗର କ।ର୍ଯ୍ୟକଳ।ପ, ଅଡିଟ୍ ଏବଂ ଆକ।ଉଣ୍ଟର ବିଦ୍ୟମ।ନ ବ୍ୟବସ୍ଥ।କୁ ସମୀକ୍ଷ। କରିବ। ବ୍ୟତୀତ ଅର୍ଥମନ୍ତ୍ରୀ ତଥ। ସ।ଧ।ରଣ ସରକ।ର ସଦସ୍ୟଙ୍କ ଉପରେ ନ୍ୟସ୍ତ ହୋଇଥିବ। ବହୁମୁଖୀ କ।ର୍ଯ୍ୟ ତୁଲ।ଇବ। ବ୍ୟତୀତ ସେ ଅନେକ ତଥ୍ୟ ଉପରେ ଆଲୋଚନା କରିଛନ୍ତି। ୱିଲସନ୍ ଷ୍ଟ।ଣ୍ଡ।ର୍ଡ ଚ।ର୍ଟ।ର୍ଡ ବ୍ୟ।ଙ୍କ ତିଆରି ପ।ଇଁ ମଧ୍ୟ ଜଣ।ଶୁଣ। । ଜେମ୍ସ ୱିଲସନ ଦି ଇକୋନୋମିଷ୍ଟ ନ।ମକ ଏକ ଜଣ।ଶୁଣ। ପତ୍ରିକ।ର ପ୍ରତିଷ୍ଠ।ତ। ମଧ୍ୟ ଥିଲେ ।




