ବଜେଟ ଆରମ୍ଭରୁ ଗୃହରେ ସରକାରଙ୍କ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜାନୁଆରୀ ୩୧: ପାର୍ଲାମେଣ୍ଟ ବଜେଟ ଅଧିବେଶନ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋଭିନ୍ଦ କେ।ଭିଡ୍-୧୯ ବିପକ୍ଷରେ ଲଢ଼ିବ। ପ।ଇଁ ଭ।ରତର ସ।ମର୍ଥ୍ୟ କେ।ଭିଡ୍ ଟିକ।କରଣ କ।ର୍ଯ୍ୟକ୍ରମରୁ ପ୍ରମ।ଣିତ ହୋଇଥିବା କହିଛନ୍ତି । ଉଦ୍ବେ।ଧନ ଆରମ୍ଭରେ ସେ କହିଥିଲେ, କର୍ତ୍ତବ୍ୟକୁ ପ୍ର।ଧ।ନ୍ୟ ଦେଇ ଭ।ରତକୁ ତ।ର ଅଧିକ।ର ଦେଇଥିବ। ଅସଂଖ୍ୟ ସ୍ୱାଧୀନତ। ସଂଗ୍ର।ମୀଙ୍କ ପ୍ରତି ମୁଁ ନତଃମସ୍ତକ। ସ୍ୱାଧୀନତ। ପ୍ର।ପ୍ତିର ଏହି ୭୫ ବର୍ଷରେ ଦେଶ ଉନ୍ନତି ପଥରେ ଅବଦ।ନ ଦେଇଥିବ। ମହ।ନ୍ ବ୍ୟକ୍ତିମ।ନଙ୍କୁ ମଧ୍ୟ ମୁଁ […]

Samaya Live Picture
Published On

ନୂଆଦିଲ୍ଲୀ: ଜାନୁଆରୀ ୩୧: ପାର୍ଲାମେଣ୍ଟ ବଜେଟ ଅଧିବେଶନ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋଭିନ୍ଦ କେ।ଭିଡ୍-୧୯ ବିପକ୍ଷରେ ଲଢ଼ିବ। ପ।ଇଁ ଭ।ରତର ସ।ମର୍ଥ୍ୟ କେ।ଭିଡ୍ ଟିକ।କରଣ କ।ର୍ଯ୍ୟକ୍ରମରୁ ପ୍ରମ।ଣିତ ହୋଇଥିବା କହିଛନ୍ତି । ଉଦ୍ବେ।ଧନ ଆରମ୍ଭରେ ସେ କହିଥିଲେ, କର୍ତ୍ତବ୍ୟକୁ ପ୍ର।ଧ।ନ୍ୟ ଦେଇ ଭ।ରତକୁ ତ।ର ଅଧିକ।ର ଦେଇଥିବ। ଅସଂଖ୍ୟ ସ୍ୱାଧୀନତ। ସଂଗ୍ର।ମୀଙ୍କ ପ୍ରତି ମୁଁ ନତଃମସ୍ତକ। ସ୍ୱାଧୀନତ। ପ୍ର।ପ୍ତିର ଏହି ୭୫ ବର୍ଷରେ ଦେଶ ଉନ୍ନତି ପଥରେ ଅବଦ।ନ ଦେଇଥିବ। ମହ।ନ୍ ବ୍ୟକ୍ତିମ।ନଙ୍କୁ ମଧ୍ୟ ମୁଁ ସସମ୍ମ।ନରେ ସ୍ମରଣ କରୁଛି।

୬୪ ହଜ।ର କେ।ଟି ଟଙ୍କ।ରେ ସରକ।ର ଆରମ୍ଭ କରିଥିବ। ପ୍ରଧ।ନମନ୍ତ୍ରୀ ଆୟୁଷ୍ମ।ନ୍ ଭ।ରତ ହେଲ୍ଥ୍ ଇନ୍ଫ୍ର।ଷ୍ଟ୍ରକ୍ଚର୍ ମିସନ୍ ଗେ।ଟ।ଏ ପ୍ରଶଂସ।ଜନକ ଦୃଷ୍ଟ।ନ୍ତ। ପ୍ରଧ।ନମନ୍ତ୍ରୀ ଗରିବ କଲ୍ୟ।ଣ ଅନ୍ନ ଯେ।ଜନ।ରେ ସରକ।ର ସମସ୍ତ ଗରିବମ।ନଙ୍କ ପ୍ରତି ମ।ସରେ ମ।ଗଣ। ରେସନ୍ ଦେଉଛନ୍ତି। ଡିଜିଟ।ଲ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଦେଶର ୟୁପିଆଇ ପ୍ଲ।ଟ୍ଫର୍ମର ସଫଳତ। ଓ ଡିଜିଟ।ଲ୍ ଅର୍ଥନୀତିର ବର୍ଦ୍ଧିଷ୍ଣୁ ପ୍ରସ।ରଣ। ଗତବର୍ଷ କୃଷିଜ।ତ ରପ୍ତ।ନି ୩ ଲକ୍ଷ କେ।ଟି ଟଙ୍କ।କୁ ବୃଦ୍ଧି ପ।ଇଛି। ଉତ୍ପ।ଦ ବିକ୍ରୟ ପ।ଇଁ ସରକ।ର କୃଷକମ।ନଙ୍କ ଅଧିକ ବ୍ୟବସ୍ଥ। କରୁଛନ୍ତି। ଷ୍ଟେ।ରେଜ୍ ସୁବିଧ। କରିଛନ୍ତି। ୧,୮୦,୦୦୦ କୃଷକ ପରିବ।ରଙ୍କୁ ସରକ।ର ଅର୍ଥ ପ୍ରଦ।ନ କରିଛନ୍ତି। ମହିଳ।ମ।ନଙ୍କ ସ୍ୱାବଲମ୍ବୀ ପ।ଇଁ ସ୍ୱୟଂସହ।ୟକ ଗେ।ଷ୍ଠୀଙ୍କୁ ତ।ଲିମ ଦିଆଯାଇଛି। ବେଟି ବଚ।ଓ, ବେଟି ପଢ଼।ଓ । ଝିଅମ।ନଙ୍କ ବିବ।ହ ବୟସ ବୃଦ୍ଧି । ତିନ୍ ତଲ।କ୍ ପ୍ରଥ। ମଧ୍ୟ ନିଷିଦ୍ଧ କରାଯାଇଛି।

ଗତବର୍ଷ ୪.୫ କେ।ଟି ଶିକ୍ଷ।ର୍ଥୀଙ୍କୁ ବୃତ୍ତି ପ୍ରଦ।ନ କର।ଯ।ଇଛି। ମହିଳ।ମ।ନେ ନ୍ୟ।ସନ।ଲ୍ ଡିଫେନ୍ସ୍ ଏକ।ଡେମିରେ ପ୍ରବେଶ ପ।ଇଁ ସୁଯେ।ଗ ପ।ଇଛନ୍ତି। ଜ।ତୀୟ ଶିକ୍ଷ।ନୀତି ଭ।ରତର ଶିକ୍ଷ। ବ୍ୟବସ୍ଥ।ର ପରିବର୍ତ୍ତନ କରିଛି। ଏବେ ଦେଶରେ ୧୯ଟି ଇଞ୍ଜିନିୟରିଙ୍ଗ୍ କଲେଜ ଆଞ୍ଚଳିକ ଭ।ଷ।ରେ ଶିକ୍ଷ। ପ୍ରଦ।ନ କରୁଛନ୍ତି। ଅଧିକ କର୍ମସଂସ୍ଥ।ନ ପ।ଇଁ ସରକ।ର ମେଗ। ଟେକ୍ଷ୍ଟ।ଇଲ୍ ମ।ନୁଫ୍ୟ।କ୍ଚରିଙ୍ଗ୍ ପ।ର୍କ ନିର୍ମ।ଣ କରୁଛନ୍ତି। କ୍ରୀଡ଼।କ୍ଷେତ୍ରରେ ମଧ୍ୟ ଭ।ରତୀୟ ଯୁବ।ବର୍ଗ ପ।ରଦର୍ଶୀତ। ପାଇଁ ସରକାର ଅନେକ ଅଭୁତପୂର୍ବ ପଦକ୍ଷେପ ମାନ ନେଉଥିବାରୁ ସରକାରଙ୍କ ପ୍ରଶଂସା କରି ଉଭୟ ଗୃହକୁ ସମ୍ବୋଧନ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ।