udhab thakre
ରାଜନୀତି 

ପୁଣି ଫେରିବେ ଦେବେନ୍ଦ୍ର ଫଡନାଭିସ୍‌

ପୁଣି ଫେରିବେ ଦେବେନ୍ଦ୍ର ଫଡନାଭିସ୍‌ ମୁମ୍ବାଇ: ଜୁନ ୩୦: ଉଦ୍ଧବ ଠାକରେଙ୍କ ଇସ୍ତଫା ସହିତ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବାର ପଥ ପରିଷ୍କାର ହୋଇଛି । ଏବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କାଲି ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ବିଧାନ ପରିଷଦର […]
Read More...
ରାଜନୀତି 

ଉଦ୍ଧବ୍‌ ଠାକରେଙ୍କ ଇସ୍ତଫାରେ ଉତ୍ସବ ମନେଇଲେ ବିଜେପି କର୍ମୀ

ଉଦ୍ଧବ୍‌ ଠାକରେଙ୍କ ଇସ୍ତଫାରେ ଉତ୍ସବ ମନେଇଲେ ବିଜେପି କର୍ମୀ ମହାରାଷ୍ଟ୍ର: ଜୁନ ୩୦: ମହାରାଷ୍ଟ୍ର ରାଜନୀତିର ନୂଆ ନାଟକ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଫ୍ଲୋର୍‌ ଟେଷ୍ଟ୍‌ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍‌ ଲାଇଭରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ । […]
Read More...
ରାଜନୀତି 

ଆସନ୍ତା କାଲି ଫ୍ଲୋର୍‌ ଟେଷ୍ଟରେ ଉଦ୍ଧବଙ୍କ ଭାଗ୍ୟ ପରୀକ୍ଷା

ଆସନ୍ତା କାଲି ଫ୍ଲୋର୍‌ ଟେଷ୍ଟରେ ଉଦ୍ଧବଙ୍କ ଭାଗ୍ୟ ପରୀକ୍ଷା ଆଶଙ୍କା ଭିତରେ ଉଦ୍ଧବ ସରକାର । ନୂଆ ସରକାର ଗଠନ କରିବେ ଫଡ୍ନାଭିସ୍‌ ! ଏପରି କିଛି ଅନିଶ୍ଚିତତାକୁ ନେଇ ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ । କାରଣ ଆସନ୍ତାକାଲି ହୋଇପାରେ ଫ୍ଲୋର୍‌ ଟେଷ୍ଟ୍‌ । ଉଦ୍ଧବ ସରକାର କାଲି ସଂଖ୍ୟା ଗରିଷ୍ଠତାର ପ୍ରାମଣ ଦେଇପାରନ୍ତି । ଏନେଇ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିର୍ଦ୍ଦେଶ […]
Read More...
ରାଜନୀତି 

ନିଜ ଗାଦି ଛାଡିବେନି ଠାକରେ

ନିଜ ଗାଦି ଛାଡିବେନି ଠାକରେ ନୂଆଦିଲ୍ଲୀ: ଜୁନ ୨୫: ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେବେନାହିଁ ବରଂ ସେନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବ ବୋଲି ଆଜି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଏବଂ ବିଦ୍ରୋହୀ ସେନା ବିଧାୟକଙ୍କ ଅଫିସ ଭଙ୍ଗାରୁଜା ହେଉଥିବା ରିପୋର୍ଟ ଆସିବା ପରେ ଗଣମାଧ୍ୟମକୁ ରାଉତ କହିଛନ୍ତି, ଏହା ହେଉଛି ଶିବ ସୈନିକମାନଙ୍କ କ୍ରୋଧ । ଥରେ ନିଆଁ ଲାଗିଲେ ଲିଭିବ ନାହିଁ । ଶିବସେନା ଶେଷ […]
Read More...
ରାଜନୀତି 

ନିତିନ ଦେଶମୁଖଙ୍କ ଭୟାନକ ବୟାନ

ନିତିନ ଦେଶମୁଖଙ୍କ ଭୟାନକ ବୟାନ ମହାରାଷ୍ଟ୍ର: ଜୁନ ୨୩: ଶିବସେନା ନେତା ଏକନାଥ ସିନ୍ଦେଙ୍କ ପାଖରୁ ଖସି ଆସିଛନ୍ତି ଦଳୀୟ ବିଧାୟକ ନିତିନ ଦେଶମୁଖ । ଆସିବା ପରେ ଦେଇଛନ୍ତି ବିସ୍ପୋରକ ବୟାନ । ସେ କହିଛନ୍ତି ତାଙ୍କୁ ସୁରଟରେ ଜୋର ଜବରଦସ୍ତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ହାର୍ଟ ଆଟାକ୍‌ ଆସିଛି କହି ମୋତେ ଇନଜେକ୍ସନ ମଧ୍ୟ ଦିଆଯାଇଥିଲା । କି;ୁ ବାସ୍ତବରେ ତାଙ୍କୁ କୌଣସି ପ୍ରକାର ହାର୍ଟ ଆଟାକ୍‌ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ନଥିଲା ବୋଲି […]
Read More...
ରାଜନୀତି  ଦେଶ- ବିଦେଶ 

ଆଶଙ୍କା ମଧ୍ୟରେ ମହାରାଷ୍ଟ୍ର ମେଣ୍ଟ ରାଜନୀତି

ଆଶଙ୍କା ମଧ୍ୟରେ ମହାରାଷ୍ଟ୍ର ମେଣ୍ଟ ରାଜନୀତି ମୁମ୍ବାଇ: ଜୁନ ୨୨: ଆଶା ଆଶଙ୍କାରେ ଟଳମଳ ଉଦ୍ଧବ ସରକାର । ଶିବସେନା, କଂଗ୍ରେସ ଏବଂ ଏନସିପି ମେଣ୍ଟ- ମହାରାଷ୍ଟ୍ର ମହା ବିକାଶ ଅଘାଡି ସରକାର ଉପରେ ସଙ୍କଟ ଘନେଇ ଆସିଛି । ଉଦ୍ଧବ ସରକାରଙ୍କ ମନ୍ତ୍ରୀ ଏକନାଥ ସିନ୍ଦେ ୪୦ରୁ ଅଧିକ ବିଧାୟକଙ୍କୁ ନେଇ ସୁରତ ଚାଲିଯାଇଛନ୍ତି । ଏହାରି ଭିତରେ ଏକନାଥ ସିନ୍ଧେଙ୍କ ସହ ସମସ୍ତ ବିଧାୟକ ସୁରଟରୁ ଯାଇ ଗୌହାଟିରେ ପହଞ୍ଚିଛନ୍ତି । ସେପଟେ ଉଦ୍ଧବ ଠାକରେଙ୍କ ସହ ଏକନାଥ ସିନ୍ଦେ ସର୍ତ୍ତ […]
Read More...
ରାଜନୀତି 

ଉଦ୍ଧବ ଠାକରେଙ୍କ ପାଇଁ ବଡ ସଂକଟ

ଉଦ୍ଧବ ଠାକରେଙ୍କ ପାଇଁ ବଡ ସଂକଟ ମହାରାଷ୍ଟ୍ର: ଜୁନ୍‌ ୨୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ନେତୃତ୍ୱରେ ଗଠିତ ମହାବିକାଶ ଅଘାଡ଼ି ସରକାରରେ ଅନାସ୍ଥା ସନ୍ଦେହ କରାଯାଉଛି । ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ଶିବସେନାର ୧୧ଜଣ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନି । ବର୍ତ୍ତମାନ ଉଦ୍ଧବଙ୍କ ପାଇଁ ଘାରିଛି ସଂକଟ । ବର୍ତ୍ତମାନ ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ସୁରଟର ଏକ ୫ ତାରକା ହୋଟେଲରେ ଅଛନ୍ତି ବୋଲି କୁହାଯାଉଛି । ସୂତ୍ର ଅନୁସାରେ ସମସ୍ତ ବିଧାୟକ ସୋମବାର ସନ୍ଧ୍ୟା […]
Read More...

Advertisement