ranveer singh
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଚର୍ଚ୍ଚାରେ ରଣବୀର
Published On
By Ipsita
ରଣବୀର ସିଂ ବର୍ତ୍ତମାନ ନିଜ ଫିଲ୍ମ ଧୁରନ୍ଧର ପାଇଁ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ଫିଲ୍ମଟି ରିଲିଜ୍ ହେବା ଦିନରୁ ହିଁ ଦର୍ଶକଙ୍କୁ ଆକର୍ଷିତ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହା ବକ୍ସ ଅଫିସରେ ୧୮୦ କୋଟିରୁ ଅଧିକ ଆୟ କରିସାରିଛି, ଯାହା ଆଗକୁ ଜାରି ମଧ୍ୟ ରହିଛି । ବର୍ତ୍ତମାନ ରିଲିଜ... ୧୧୯ କୋଟିରେ ଦୀପିକାଙ୍କ ପାଇଁ ରଣବିର୍ କିଣିଲେ ଆପାର୍ଟମେଣ୍ଟ
Published On
By Samaya Live
ମୁମ୍ବାଇ:ଜୁଲାଇ ୧୧: ରଣବୀର ସିଂ ଏବଂ ଦୀପିକା ପାଦୁକୋନ ବଲିଉଡର ସବୁଠୁ ଲୋକପ୍ରିୟ ଯୋଡି । ଅଧିକାଂଶ ବଲିଉଡ ସେଲିବ୍ରେଟିଙ୍କ ପରି ସେମାନେ ମଧ୍ୟ ବିଳାସପୂର୍ଣ୍ଣ ଲାଇଫ୍ ଷ୍ଟାଇଲ୍ ବିତାନ୍ତି । ତେବେ ଏହି ଦମ୍ପତି ମୁମ୍ବାଇର ବାନ୍ଦ୍ରାଠାରେ ଅବସ୍ଥିତ ଏକ ସୁନ୍ଦର ରେଜିଡେନ୍ଶିଆଲ୍ ଟାୱାର ସାଗର ରେଶମ୍ରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ରିପୋର୍ଟ ଅନୁଯାୟୀ, ଅଭିନେତା ଏହି ଘରକୁ ୧୧୯ କୋଟିରେ କିଣିଛନ୍ତି । ଏହି ଘର ଦେଶର ଅନ୍ୟ ଆପାର୍ଟମେଣ୍ଟ ତୁଳନାରେ […]
ଖୁବ ଶିଘ୍ର ହେବ କୁଛକୁଛ୍ ହୋତାହେର ରିମେକ୍
Published On
By Samaya Live
ମୁମ୍ବାଇ: ଜୁଲାଇ ୦୯: ବଲିଉଡରେ ଏବେ ଚାଲିଛି ରିମେକର ସିଜିନ୍ । ବିଗତ ଦିନର ଫିଲ୍ମକୁ ଏବେ ରିମେକ୍ କରାଯାଉଛି । ଏହିକ୍ରମରେ ୧୯୯୮ରେ ଆସିଥିବା କୁଛ କୁଛ୍ ହୋତା ହେଁରେ ରିମେକ୍ ଆସିବାକୁ ଯାଉଛି । ଯାହାର କାଷ୍ଟିଂ କିଛି ଏପରି ହେବ ବୋଲି ନିଜେ ସୂଚନା ଦେଇଛନ୍ତି କରଣ ଜୋହର । ୧୯୯୮ରେ ଆସିଥିବା ହିଟ୍ ଫିଲ୍ମ କୁଛ କୁଛ୍ ହୋତା ହେଁକୁ ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଥିଲେ କରଣ ଜୋହର । ଯେଉଁଥିରେ […]
ବଡ ପରଦାରେ ପୁଣି ଧମାଲ ମଚେଇବ ଶକ୍ତିମାନ
Published On
By Samaya Live
ମୁମ୍ବାଇ: ଜୁଲାଇ ୦୭: ପିଲାଠୁ ବଡ ଯାଏଁ ସମସ୍ତଙ୍କ ପସନ୍ଦର ଶୋ ଶକ୍ତିମାନ । ସବୁଠାରୁ ପପୁଲାର ଟିଭି ଶୋ ଶକ୍ତିମାନ । ପପୁଲାର ଅଭିନେତା ମୁକେଶ ଖାନ୍ନା ଏହି ଚରିତ୍ରରେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ ଜିତିଥିଲେ । ତେବେ ଏହି ଶୋର ଲୋକପ୍ରିୟତାକୁ ନେଇ ଅନେକ ସମୟରୁ ଏହାକୁ ବଡ଼ ପରଦାକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । ଆଉ ଜଣାପଡିଛି ଯେ ମାର୍ବଲ ସିନେମୈଟିକ ୟୁନିଭର୍ସରେ ଏହା ସାମିଲ ହେବ । ଆଉ […]
ରିଲିଜ ହେବ ଜୟେଶଭାଇ ଜୋରଦାର
Published On
By Samaya Live
ମୁମ୍ବାଇ: ମାର୍ଚ୍ଚ ୦୪: ତାଙ୍କ ନା ହେଉଛି ଜୟେଶଭାଇ, ଆଉ ତାଙ୍କ କାମ ହେଉଛି ଜୋରଦାର।ଏଭଳି କିଛି ନିଆରା ଢ଼ଙ୍ଗରେ ନିଜ ଆଗାମୀ ଫିଲ୍ମର ଇଣ୍ଟରଡ୍ରକ୍ସନ କରାଇଛନ୍ତି ବଲିଉଡର ଅଭିନେତା ରଣବୀର ସିଂ। ବହୁପ୍ରତିକ୍ଷିତ ଫିଲ୍ମ ଜୟେଶଭାଇ ଜେରଦାରର ରିଲିଜ ତାରିଖ ଘୋଷଣା ମଧ୍ୟ କରିଛନ୍ତି। ଏହି ଫିଲ୍ମରେ ସେ ଜଣେ ଗୁଜୁରାଟୀ ବ୍ୟକ୍ତି ଚରିତ୍ରରେ ନଜର ଆସିବେ। ତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ ଶାଲିନୀ ପାଣ୍ଡେ। ତେବେ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅନ୍ୟ ଭୂମିକାରେ […]
ଫିଲ୍ମ ୮୩କୁ ନେଇ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୨୨: ୧୯୮୩ କ୍ରିକେଟ ୱାଲïକପ୍ ମ୍ୟାଚର ଐତିହ।ସିକ ବିଜୟ ଉପରେ କବୀର ଖ।ନ୍ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଯ।ହ।ର ନ।ଁ ରହିଛି ୮୩। ଏହ। ଡିସେମ୍ବର ୨୪ ତ।ରିଖରେ ପରଦ।କୁ ଆସିବ। ଏହ।କୁ ନେଇ ଦର୍ଶକଙ୍କ ମନରେ ଖୁବ୍ ଉତ୍ସ।ହ ବଢି ଯ।ଇଛି । ହେଲେ ଏହି ଫିଲ୍ମର ରିଲିଜ୍କୁ ନେଇ ଦିଲ୍ଲୀ ସରକ।ର ଏକ ବଡ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍ […]
ବିବ।ଦ ଘେରରେ ରଣଭୀର ସିଂଙ୍କ ଫିଲ୍ମ ଦ ୮୩
Published On
By Samaya Live
ମୁମ୍ବାଇ: ଡିସେମ୍ବର ୧୦: ରଣଭୀର ସିଂଙ୍କ ଆଗ।ମୀ ଫିଲ୍ମ ଦ ୮୩ ବିବ।ଦ ଘେରରେ। ୟୁଏଇର ଫ।ଇନ।ନ୍ସ କମ୍ପ।ନୀ ଫିଲ୍ମ ନିର୍ମ।ତ।ଙ୍କ ବିରୋଧରେ ଅନ୍ଧେରି ମେଟ୍ରୋପଲିଟ।ନ ମ।ଜିଷ୍ଟ୍ରେଟଙ୍କ କୋର୍ଟରେ ଠକେଇ ଅଭିଯୋଗ କରିଛନ୍ତି। ଫ୍ୟୁଚର ରିସୋର୍ସ ଏଫଜେଡଇ ଫିଲ୍ମ ଉତ୍ପ।ଦନ ପ୍ରକ୍ରିୟ।ରେ ଷଡଯନ୍ତ୍ର କରି ଠକେଇ କରିଥିବ। ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ, ଫ୍ୟୁଚର ରିସୋର୍ସ ଏଫଜେଡଇ ଅଭିଯୋଗ କରିଛି ଯେ ଭିବ୍ରି ମିଡିଆର ନିର୍ଦ୍ଦେଶକ ସେମ।ନଙ୍କୁ ମିଥ୍ୟ। ପ୍ରତିଶୃତି ଦେଇଛନ୍ତି ଏବଂ ସେମ।ନଙ୍କୁ ୧୫୯ କୋଟି […]

