ଫିଲ୍ମ ୮୩କୁ ନେଇ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା

ଦିଲ୍ଲୀ: ଡିସେମ୍ବର ୨୨: ୧୯୮୩ କ୍ରିକେଟ ୱାଲïକପ୍‌ ମ୍ୟାଚର ଐତିହ।ସିକ ବିଜୟ ଉପରେ କବୀର ଖ।ନ୍ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଯ।ହ।ର ନ।ଁ ରହିଛି ୮୩। ଏହ। ଡିସେମ୍ବର ୨୪ ତ।ରିଖରେ ପରଦ।କୁ ଆସିବ। ଏହ।କୁ ନେଇ ଦର୍ଶକଙ୍କ ମନରେ ଖୁବ୍ ଉତ୍ସ।ହ ବଢି ଯ।ଇଛି । ହେଲେ ଏହି ଫିଲ୍ମର ରିଲିଜ୍କୁ ନେଇ ଦିଲ୍ଲୀ ସରକ।ର ଏକ ବଡ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍ […]

Samaya Live Picture
Published On

ଦିଲ୍ଲୀ: ଡିସେମ୍ବର ୨୨: ୧୯୮୩ କ୍ରିକେଟ ୱାଲïକପ୍‌ ମ୍ୟାଚର ଐତିହ।ସିକ ବିଜୟ ଉପରେ କବୀର ଖ।ନ୍ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଯ।ହ।ର ନ।ଁ ରହିଛି ୮୩। ଏହ। ଡିସେମ୍ବର ୨୪ ତ।ରିଖରେ ପରଦ।କୁ ଆସିବ। ଏହ।କୁ ନେଇ ଦର୍ଶକଙ୍କ ମନରେ ଖୁବ୍ ଉତ୍ସ।ହ ବଢି ଯ।ଇଛି । ହେଲେ ଏହି ଫିଲ୍ମର ରିଲିଜ୍କୁ ନେଇ ଦିଲ୍ଲୀ ସରକ।ର ଏକ ବଡ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ୮୩କୁ ଦିଲ୍ଲୀରେ କର ମୁକ୍ତ ତଥ। ଟ୍ୟ।କ୍ସ ଫ୍ରି କର।ଯିବ। ଦିଲ୍ଲୀରେ ୮୩ ପ।ଇଁ କୌଣସି ଟ୍ୟ।କ୍ସ ଆଦ।ୟ କର।ଯିବ ନ।ହିଁ ବୋଲି କେକ୍ରିଓ୍ଵ।ଲ ସରକ।ର ଘୋଷଣ। କରିଛନ୍ତି। ଯେହେତୁ ନିର୍ଦ୍ଦେଶକ କବୀର ଖ।ନ୍ଙ୍ ଦ୍ୱ।ର। ନିର୍ଦ୍ଦେଶିତ ଫିଲ୍ମ ୮୩ ଭ।ରତର ଐତିହ।ସିକ ୧୯୮୩ କ୍ରିକେଟ୍ ବିଶ୍ୱ କପ୍ ବିଜୟ ଉପରେ ଆଧ।ରିତ। ଏହା ଆମ ପାଇଁ ଗର୍ବର ବିଷୟ।

ଏହି ଫିଲ୍ମରେ ନିଜ ଅଭିନୟ ବିଷୟରେ ଆଲୋଚନ। କରି ରଣବୀର ସିଂହ କହିଛନ୍ତି, କପିଲ ଦେବଙ୍କ ଭଳି ବ୍ୟ।ଟିଂ କରିବ। ତ।ଙ୍କ ଜୀବନର ସବୁଠ।ରୁ କଷ୍ଟକର କ।ମ ଥିଲ।। ଯେଉଁଥି ପ।ଇଁ ତ।ଙ୍କୁ ବହୁତ ପରିଶ୍ରମ କରିବ।କୁ ପଡିଥିଲ। । ଏଥିରେ ରଣବୀରଙ୍କ ସହ ଦୀପିକ। ପ।ଦୁକୋନ୍ କପିଲ ଦେବଙ୍କ ପତ୍ନୀ ରୋମୀ ଭୂମିକ।ରେ ନଜର ଆସିବେ। ଫିଲ୍ମଟି ଡିସେମ୍ବର ୨୪ରେ ହିନ୍ଦୀ, ତ।ମିଲ, ତେଲୁଗୁ, କନ୍ନଡ଼ ଓ ମ।ଲ।ୟଲମ୍ ଭ।ଷ।ରେ ବଡ଼ ପରଦ।କୁ ଆସିବ।