ରିଲିଜ ହେବ ଜୟେଶଭାଇ ଜୋରଦାର
ମୁମ୍ବାଇ: ମାର୍ଚ୍ଚ ୦୪: ତାଙ୍କ ନା ହେଉଛି ଜୟେଶଭାଇ, ଆଉ ତାଙ୍କ କାମ ହେଉଛି ଜୋରଦାର।ଏଭଳି କିଛି ନିଆରା ଢ଼ଙ୍ଗରେ ନିଜ ଆଗାମୀ ଫିଲ୍ମର ଇଣ୍ଟରଡ୍ରକ୍ସନ କରାଇଛନ୍ତି ବଲିଉଡର ଅଭିନେତା ରଣବୀର ସିଂ। ବହୁପ୍ରତିକ୍ଷିତ ଫିଲ୍ମ ଜୟେଶଭାଇ ଜେରଦାରର ରିଲିଜ ତାରିଖ ଘୋଷଣା ମଧ୍ୟ କରିଛନ୍ତି। ଏହି ଫିଲ୍ମରେ ସେ ଜଣେ ଗୁଜୁରାଟୀ ବ୍ୟକ୍ତି ଚରିତ୍ରରେ ନଜର ଆସିବେ। ତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ ଶାଲିନୀ ପାଣ୍ଡେ। ତେବେ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅନ୍ୟ ଭୂମିକାରେ […]
ମୁମ୍ବାଇ: ମାର୍ଚ୍ଚ ୦୪: ତାଙ୍କ ନା ହେଉଛି ଜୟେଶଭାଇ, ଆଉ ତାଙ୍କ କାମ ହେଉଛି ଜୋରଦାର।ଏଭଳି କିଛି ନିଆରା ଢ଼ଙ୍ଗରେ ନିଜ ଆଗାମୀ ଫିଲ୍ମର ଇଣ୍ଟରଡ୍ରକ୍ସନ କରାଇଛନ୍ତି ବଲିଉଡର ଅଭିନେତା ରଣବୀର ସିଂ। ବହୁପ୍ରତିକ୍ଷିତ ଫିଲ୍ମ ଜୟେଶଭାଇ ଜେରଦାରର ରିଲିଜ ତାରିଖ ଘୋଷଣା ମଧ୍ୟ କରିଛନ୍ତି। ଏହି ଫିଲ୍ମରେ ସେ ଜଣେ ଗୁଜୁରାଟୀ ବ୍ୟକ୍ତି ଚରିତ୍ରରେ ନଜର ଆସିବେ। ତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ ଶାଲିନୀ ପାଣ୍ଡେ। ତେବେ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅନ୍ୟ ଭୂମିକାରେ ରତ୍ନା ପାଠକ ଓ ବୋମନ ଇରାନୀ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ମେ ୧୩ ତାରିଖରେ ଦେଖିବାକୁ ମିଳିବ ।




