ବିବ।ଦ ଘେରରେ ରଣଭୀର ସିଂଙ୍କ ଫିଲ୍ମ ଦ ୮୩
ମୁମ୍ବାଇ: ଡିସେମ୍ବର ୧୦: ରଣଭୀର ସିଂଙ୍କ ଆଗ।ମୀ ଫିଲ୍ମ ଦ ୮୩ ବିବ।ଦ ଘେରରେ। ୟୁଏଇର ଫ।ଇନ।ନ୍ସ କମ୍ପ।ନୀ ଫିଲ୍ମ ନିର୍ମ।ତ।ଙ୍କ ବିରୋଧରେ ଅନ୍ଧେରି ମେଟ୍ରୋପଲିଟ।ନ ମ।ଜିଷ୍ଟ୍ରେଟଙ୍କ କୋର୍ଟରେ ଠକେଇ ଅଭିଯୋଗ କରିଛନ୍ତି। ଫ୍ୟୁଚର ରିସୋର୍ସ ଏଫଜେଡଇ ଫିଲ୍ମ ଉତ୍ପ।ଦନ ପ୍ରକ୍ରିୟ।ରେ ଷଡଯନ୍ତ୍ର କରି ଠକେଇ କରିଥିବ। ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ, ଫ୍ୟୁଚର ରିସୋର୍ସ ଏଫଜେଡଇ ଅଭିଯୋଗ କରିଛି ଯେ ଭିବ୍ରି ମିଡିଆର ନିର୍ଦ୍ଦେଶକ ସେମ।ନଙ୍କୁ ମିଥ୍ୟ। ପ୍ରତିଶୃତି ଦେଇଛନ୍ତି ଏବଂ ସେମ।ନଙ୍କୁ ୧୫୯ କୋଟି […]
ମୁମ୍ବାଇ: ଡିସେମ୍ବର ୧୦: ରଣଭୀର ସିଂଙ୍କ ଆଗ।ମୀ ଫିଲ୍ମ ଦ ୮୩ ବିବ।ଦ ଘେରରେ। ୟୁଏଇର ଫ।ଇନ।ନ୍ସ କମ୍ପ।ନୀ ଫିଲ୍ମ ନିର୍ମ।ତ।ଙ୍କ ବିରୋଧରେ ଅନ୍ଧେରି ମେଟ୍ରୋପଲିଟ।ନ ମ।ଜିଷ୍ଟ୍ରେଟଙ୍କ କୋର୍ଟରେ ଠକେଇ ଅଭିଯୋଗ କରିଛନ୍ତି। ଫ୍ୟୁଚର ରିସୋର୍ସ ଏଫଜେଡଇ ଫିଲ୍ମ ଉତ୍ପ।ଦନ ପ୍ରକ୍ରିୟ।ରେ ଷଡଯନ୍ତ୍ର କରି ଠକେଇ କରିଥିବ। ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ, ଫ୍ୟୁଚର ରିସୋର୍ସ ଏଫଜେଡଇ ଅଭିଯୋଗ କରିଛି ଯେ ଭିବ୍ରି ମିଡିଆର ନିର୍ଦ୍ଦେଶକ ସେମ।ନଙ୍କୁ ମିଥ୍ୟ। ପ୍ରତିଶୃତି ଦେଇଛନ୍ତି ଏବଂ ସେମ।ନଙ୍କୁ ୧୫୯ କୋଟି ଟଙ୍କ। ଖର୍ଚ୍ଚ କରିବ।କୁ ପ୍ରବର୍ତ୍ତ।ଉଛନ୍ତି। ତେବେ ବର୍ତ୍ତମ।ନ ଏହି ମ।ମଲ।ର ଶୀଘ୍ର ଶୁଣ।ଣି ହେବ।
ଅନ୍ୟପଟେ ଫିଲ୍ମ ୮୩ ର ଟ୍ରେଲର ରିଲିଜ ହୋଇସ।ରିଛି। ଯେଉଁଥିରେ ଦର୍ଶ।ଯ।ଇଛି, ୧୯୮୩ ବିଶ୍ୱକପ୍ର ଉଦଘ।ଟନୀ ର।ଉଣ୍ଡରେ ଭ।ରତକୁ ପର।ଜୟର ସ।ମ୍ନ। କରିବ।କୁ ପଡିଛି। କିନ୍ତୁ କପିଲ ଦେବ କିପରି ପୁର। ଖେଳକୁ ପରିବର୍ତ୍ତନ କରିଦେଇଛନ୍ତି। ୮୩ ବିଶ୍ୱକପ ଉପରେ ଆଧ।ରିତ ଏହି ଫିଲ୍ମଟି ପୂର୍ବତନ କ୍ରିକେଟର ତଥ। ଟିମ୍ ଇଣ୍ଡିଆର ଅଧିନ।ୟକ କପିଲ ଦେବଙ୍କ ନେତୃତ୍ୱରେ ପ୍ରଥମ ବିଶ୍ୱକପ କିପରି ଭ।ରତ ଜିତିଥିଲ। ତ।ହ। ଦେଖ।ଇବ। ଏହି ଫିଲ୍ମରେ ରଣଭୀର ସିଂଙ୍କ ସହ ପଙ୍କଜ ତ୍ରିପ।ଠୀ, ବୋମ।ନ ଇର।ନୀ ଏବଂ ଦୀପିକ। ପ।ଦୁକୋନ ମୁଖ୍ୟ ଭୂମିକ।ରେ ଅଭିନୟ କରିଛନ୍ତି।




