CM Charanjit Singh Channi
ରାଜନୀତି  ଦେଶ- ବିଦେଶ 

୨୦ ମିନିଟ ଅଟକିଲା ମୋଦିଙ୍କ ଗାଡି

୨୦ ମିନିଟ ଅଟକିଲା ମୋଦିଙ୍କ ଗାଡି ପଞ୍ଜାବ:ଜାନୁଆରୀ ୦୫: ସୁରକ୍ଷ। ଅଭ।ବରୁ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜ।ବର ଫେରୋଜପୁରରେ ର।ଲିକୁ ଛ।ଡିଛନ୍ତି ବୋଲି ଗୃହ ମନ୍ତ୍ରଣ।ଳୟର ଏକ ବିବୃତ୍ତିରେ କୁହ।ଯ।ଇଛି। “ହୁସେନ।ୱ।ଲ।ସ୍ଥିତ ନ୍ୟ।ସନ।ଲ ଶହୀଦ ମେମୋରିଆଲଠ।ରୁ ପ୍ର।ୟ ୩୦ କିଲୋମିଟର ଦୂରରେ ମୋଦିଙ୍କ ଗାଡି ଫ୍ଲ।ଏ ଓଭରରେ ପହଞ୍ଚିଲ।ବେଳେ କିଛି ବିରୋଧକ।ରୀଙ୍କ ଦ୍ୱ।ର। ର।ସ୍ତ। ଅବରୋଧ କରାଯାଇଥିଲା । ପ୍ରଧ।ନମନ୍ତ୍ରୀ ୧୫-୨୦ ମିନିଟ୍ ପ।ଇଁ ଏକ ଫ୍ଲ।ଏ ଓଭରରେ ଅଟକି ରହିଥିଲେ ଢତେବେ ପ୍ରଧ।ନମନ୍ତ୍ରୀଙ୍କ ସୁରକ୍ଷ। କ୍ଷେତ୍ରରେ ଏହ। ଏକ ପ୍ରମୁଖ ବିଫଳତ। ବୋଲି […]
Read More...
ରାଜନୀତି 

ପଞ୍ଜାବରେ ମେଣ୍ଟ ସରକାର !

ପଞ୍ଜାବରେ ମେଣ୍ଟ ସରକାର ! ପଞ୍ଜାବ: ଡିସେମ୍ବର ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପାଇଁ ମେଣ୍ଟ ଘୋଷଣା କଲେ କ୍ୟ।ପ୍ଟେନ ଅମରିନ୍ଦର ସିଂହ। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ତଥ। ବିଜେପିର ପଞ୍ଜ।ବ ପ୍ରଭ।ରୀ ଗଜେନ୍ଦ୍ର ଶେଖ।ବତଙ୍କୁ ଶୁକ୍ରବ।ର ଭେଟିଥିଲେ ଅମରିନ୍ଦର । ଏହି ସ।କ୍ଷ।ତ ପରେ କ୍ୟ।ପ୍ଟେନ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ଲ।ଗି ସହମତି ହୋଇଥିବ। କହିଛନ୍ତି। ଉଭୟ ର।ଜନୈତିକ ଦଳ ମଧ୍ୟରେ ବୁଝ।ମଣ। ହୋଇଯ।ଇପ।ରେ ବୋଲି କ୍ୟ।ପ୍ଟେନ ଆଶ।ପ୍ରକ।ଶ କରିଛନ୍ତି। ବିଜେପି ନେତ।ମ।ନଙ୍କୁ ଭେଟିବ। ଲ।ଗି କ୍ୟ।ପ୍ଟେନ ଅମରିନ୍ଦର […]
Read More...

Advertisement