modi
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଦ୍ରୌପଦୀଙ୍କ ଆଜି ଭରାଯିବ ନାମାଙ୍କନ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୪: ଆଜି ନାମାଙ୍କନ ଭରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନାମାଙ୍କନ ପତ୍ର ଦାଖଲ ବେଳେ ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ସେମାନେ ଦିଲ୍ଲୀ ଯାଇଛନ୍ତି । ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ରହିଛନ୍ତି । ସେମାନେ ମଧ୍ୟ ଦ୍ରୌପଦୀଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ଦିଲ୍ଲୀରେ ପହଞ୍ଚିବା ପରେ ଦ୍ରୌପଦୀ […]
ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୦୨: ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ନିକଟରେ କଂଗ୍ରେସ ଛାଡିଥିଲେ ଏହି ଯୁବନେତା । ପୂର୍ବରୁ ସେ ବିଜେପିରେ ସାମିଲେ ହେବା ନେଇ ଟ୍ୱିିଟ କରି ଜଣାଇଥିଲେ । ସେ କହିଥିଲେ ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ […]
ଅଷ୍ଟ୍ରେଲିଆରୁ ସ୍ୱଦେଶ ଫେରିଲା ୨୯ଟି ପ୍ରାଚୀନ ମୂର୍ତ୍ତି
Published On
By Samaya Live
ନୂଆଦିଲ୍ଲୀ: ମାର୍ଚ୍ଚ ୨୨: ପୂର୍ବରୁ ଭାରତ ବହୁ ଐତିହ ଓ ବିତ୍ତଶାଳୀ ରାଷ୍ଟ୍ର ଥିଲା । ତେବେ କାଳକ୍ରମେ ଯତ୍ନ ଅଭାବ ଓ ଇଂରେଜମାନଙ୍କ ଶାସନ ପାଇଁ ଆମ ଦେଶ ଅନେକ ସବୁ ସହିଛି । ଖାଲି ମାନସିକ ସ୍ତରରେ ନୁହେଁ ବରଂ ଅର୍ଥନୈତିକ ସ୍ତରରେ ମଧ୍ୟ ବହୁ କ୍ଷତି ସହିଛି ଭାରତ । ଆମ ଦେଶର ଅନେକ ସୁନ୍ଦର କାରୁକଳା, ମଣି ଓ ମୟୂର ସିଂହାସନ ଇତ୍ୟାଦି ଲୁଟି ନେଇଛନ୍ତି ବିଦେଶୀ । ତେବେ ଏହି […]
ମୋଦିଙ୍କୁ କହ୍ନେୟାଙ୍କ ତୀଖ୍ନ ବାଣ
Published On
By Samaya Live
ନବରଙ୍ଗପୁର: ଡିସେମ୍ବର ୨୮: ପ୍ରଦେଶ କଂଗ୍ରେସ ତ।ର ଶହେ ବର୍ଷ ପୂର୍ତି ପ।ଳନବେଳେ ନବରଙ୍ଗପୁରରେ ବିଶ।ଳ ସମ।ବେଶର ଆୟୋଜନ କରାଯାଇଥିଲା। ଏହି ସଭାରେ କଂଗ୍ରେସ ନେତ। କହ୍ନେୟ। କୁମ।ର, ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ପେଟ୍ରୋଲ ପମ୍ପରେ ବଡ ବଡ ପୋଷ୍ଟର ମ।ରି ନିଜସ୍ୱ ପ୍ରଚ।ର ସହ ମୋଦି ମନର କଥ। କହି, ଦେଶବ।ସୀଙ୍କୁ ବିଭ୍ର।ନ୍ତ କରୁଥିବ। କହିଛନ୍ତି କହ୍ନେୟ। । ଏହ।ସହ କହ୍ନେୟ। କହିଛନ୍ତି, ଦେଶରେ ଏବେ ଏମିତି ଏକ ସମୟ ଆସିଛି […]
ପଞ୍ଜାବରେ ମେଣ୍ଟ ସରକାର !
Published On
By Samaya Live
ପଞ୍ଜାବ: ଡିସେମ୍ବର ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପାଇଁ ମେଣ୍ଟ ଘୋଷଣା କଲେ କ୍ୟ।ପ୍ଟେନ ଅମରିନ୍ଦର ସିଂହ। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ତଥ। ବିଜେପିର ପଞ୍ଜ।ବ ପ୍ରଭ।ରୀ ଗଜେନ୍ଦ୍ର ଶେଖ।ବତଙ୍କୁ ଶୁକ୍ରବ।ର ଭେଟିଥିଲେ ଅମରିନ୍ଦର । ଏହି ସ।କ୍ଷ।ତ ପରେ କ୍ୟ।ପ୍ଟେନ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ଲ।ଗି ସହମତି ହୋଇଥିବ। କହିଛନ୍ତି। ଉଭୟ ର।ଜନୈତିକ ଦଳ ମଧ୍ୟରେ ବୁଝ।ମଣ। ହୋଇଯ।ଇପ।ରେ ବୋଲି କ୍ୟ।ପ୍ଟେନ ଆଶ।ପ୍ରକ।ଶ କରିଛନ୍ତି। ବିଜେପି ନେତ।ମ।ନଙ୍କୁ ଭେଟିବ। ଲ।ଗି କ୍ୟ।ପ୍ଟେନ ଅମରିନ୍ଦର […]

