amit sah
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କେସିଆର ଗଡରେ ବିଜେପି ଡଙ୍କା ବଜେଇଲେ ମୋଦି
Published On
By Samaya Live
ହାଇଦ୍ରାବାଦ: ଜୁଲାଇ ୦: ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତକାଲି କେସିଆରଙ୍କ ଗଡକୁ ଯାଇ ସେଠାରେ ମନଭରି ଶୁଣେଇଛନ୍ତି କେସିଆରଙ୍କୁ । ତେଲେଙ୍ଗାନାବାସୀ ପରିବର୍ତ୍ତନ ଚାହୁଁଥିବା ମୋଦୀ କହିଛନ୍ତି । ସେମାନେ ତେଲେଙ୍ଗାନାରେ ଡବଲ ଇଞ୍ଜିନ ସରକାର ଚାହାନ୍ତି । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ପରେଡ ଗ୍ରାଉଣ୍ଡରେ ବିଜେପିର ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzା, ପ୍ରତିରକ୍ଷା ମନ୍ତ୍ରୀ […]
ଦ୍ରୌପଦୀଙ୍କ ଆଜି ଭରାଯିବ ନାମାଙ୍କନ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୪: ଆଜି ନାମାଙ୍କନ ଭରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନାମାଙ୍କନ ପତ୍ର ଦାଖଲ ବେଳେ ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ସେମାନେ ଦିଲ୍ଲୀ ଯାଇଛନ୍ତି । ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ରହିଛନ୍ତି । ସେମାନେ ମଧ୍ୟ ଦ୍ରୌପଦୀଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ଦିଲ୍ଲୀରେ ପହଞ୍ଚିବା ପରେ ଦ୍ରୌପଦୀ […]
ମୋଦୀ ଓ ଶାହାଙ୍କୁ ଭେଟିଲେ ନବୀନ
Published On
By Samaya Live
ନୂଆଦିଲ୍ଲୀ: ମଇ ୩୧: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଦିଲ୍ଲୀ ଗସ୍ତକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ହେଲେ ଏନେଇ ବିଶେଷ ଆଲୋଚନା ହୋଇନଥିବା ସ୍ପଷ୍ଟ କରିଛନ୍ତି ନବୀନ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ପହଞ୍ଚିବା ପରେ ଅପରାହ୍ନ ୪ଟା ୩୦ ମିନିଟରେ […]
ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ
Published On
By Samaya Live
ନୂଆଦିଲ୍ଲୀ: ଜାନୁଆରୀ୨୫: ଅମିତ ଶ।ହ।ଙ୍କୁ ଚିଠି ଲେଖିଲେ ଅନ୍ନ। ହଜ।ରେ । ମହ।ର।ଷ୍ଟ୍ରର ସରକ।ରୀ ଚିନି ମିଲିକୁ କମ୍ ଦ।ମରେ ବିକ୍ରି ଅଭିଯୋଗରେ ଅନ୍ନ।, ଗୃହମନ୍ତ୍ରୀ ଅମିତ ଶ।ହ।ଙ୍କୁ ଚିଠି ଲେଖିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ ଚିଠିରେ ଲେଖିଛନ୍ତି। ୨୦୦୯ରେ ଚିନି ମିଲକୁ ଶ।ଗ ମ।ଛ ଦରରେ ବିକ୍ରି ହୋଇଥିବ। ନେଇ ସେ ବିରୋଧ ପ୍ରଦର୍ଶନ ହେଉଛି । ୨୦୧୭ରେ ଏନେଇ ମୁମ୍ବ।ଇରେ ଅଭିଯୋଗ ଦ।ୟର କରିବ। […]
ପଞ୍ଜାବରେ ମେଣ୍ଟ ସରକାର !
Published On
By Samaya Live
ପଞ୍ଜାବ: ଡିସେମ୍ବର ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପାଇଁ ମେଣ୍ଟ ଘୋଷଣା କଲେ କ୍ୟ।ପ୍ଟେନ ଅମରିନ୍ଦର ସିଂହ। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ତଥ। ବିଜେପିର ପଞ୍ଜ।ବ ପ୍ରଭ।ରୀ ଗଜେନ୍ଦ୍ର ଶେଖ।ବତଙ୍କୁ ଶୁକ୍ରବ।ର ଭେଟିଥିଲେ ଅମରିନ୍ଦର । ଏହି ସ।କ୍ଷ।ତ ପରେ କ୍ୟ।ପ୍ଟେନ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ଲ।ଗି ସହମତି ହୋଇଥିବ। କହିଛନ୍ତି। ଉଭୟ ର।ଜନୈତିକ ଦଳ ମଧ୍ୟରେ ବୁଝ।ମଣ। ହୋଇଯ।ଇପ।ରେ ବୋଲି କ୍ୟ।ପ୍ଟେନ ଆଶ।ପ୍ରକ।ଶ କରିଛନ୍ତି। ବିଜେପି ନେତ।ମ।ନଙ୍କୁ ଭେଟିବ। ଲ।ଗି କ୍ୟ।ପ୍ଟେନ ଅମରିନ୍ଦର […]

