odisha politics
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଏଥର ମୋ ପୁଅ ଲଢ଼ିବ ନିର୍ବାଚନ : ସୁର ରାଉତରାୟ
Published On
By Samaya Live
ଭୁବନେଶ୍ୱର : ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ । ମୋତେ ୮୦ ବର୍ଷ ହେଲାଣି। ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ I’ସର୍ବଦା ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରେସ ମିଟ କରି ଏହି ସୂଚନା ଦେଇଛନ୍ତି I ଦୀର୍ଘ ଦିନ ହେବ ସୁର ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା […]
ପଦ୍ମପୁର ଉପନିର୍ବାନ: ବିଜେଡି ପ୍ରାର୍ଥିନୀ ହେଲେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା
Published On
By Samaya Live
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥି ଭାବେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଚୟନ କରିଛି । ସେ ୧୬ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି । ବର୍ଷା ଇତିହାସରେ ସ୍ନାତକୋତ୍ତର କରିବା ପରେ ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି । ତେବେ ରାଜନୀତି କ୍ଷେତ୍ରରେ ସେ ପ୍ରଥମ ଥର ପାଦ ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ଟିକେଟ ମିଳିବା ପରେ ତାଙ୍କ ଉପରେ […]
ଧାମନଗର ଉପନିର୍ବାଚନ: ଶେଷରେ ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କଲେ
Published On
By Samaya Live
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ନିଜ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଶେଷରେ ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅବନ୍ତୀ ଆଜି ସକାଳୁ ନିଜ ବାସଭବନରୁ ପୂଜାର୍ଚ୍ଚନା କରି ଦଳୀୟ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ ଭଦ୍ରକର ନେହେରୁ ଷ୍ଟାଡିୟମ୍ ଆସିଥିଲେ । ସେଠାରେ ସେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଭଦ୍ରକ ସହର […]
ଧାମନଗର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ରାଜେନ୍ଦ୍ର ଦାସ
Published On
By Samaya Live
ଭଦ୍ରକ: ଧାମନଗର ଉପନିର୍ବାଚନ ମଇଦାନରେ ଏଥର ତିନି ପ୍ରମୁଖ ଦଳଙ୍କୁ ଟକର ଦେବାକୁ ଆସୁଛନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ସେ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ସେ ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଶୋଭାଯାତ୍ରା କରି ଭଦ୍ରକ ବ୍ଲକ ପରିସରରେ ପହଞ୍ଚଥିଲେ ଓ ତାଙ୍କର ପାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ, ସୋସିଆଲ୍ ମିଡିଆରେ ରାଜେନ୍ଦ୍ର ଦାସ ଓରଫ୍ ରାଜୁଙ୍କୁ ନେଇ ଜୋର୍ଦାର […]
ଧାମନଗର ଉପନିର୍ବାଚନ: କଂଗ୍ରେସ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ବାବା ହରେକୃଷ୍ଣ ସେଠୀ
Published On
By Samaya Live
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟରେ ତିନି ପ୍ରମୁଖ ଦଳ ଜୋର୍ଦାର ଲାଗିପଡ଼ିଛନ୍ତି । ନିର୍ବାଚନରେ ଲଢ଼ିବା ଲାଗି ଗତକାଲି କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ନିଜ ପ୍ରାର୍ଥୀ ଭାବେ ଚୟନ କରିଥିଲା । ଆଜି ବାବା ହରେକୃଷ୍ଣ ସେଠୀ ଏକ ଶୋଭାଯାତ୍ରା କରି ଭଦ୍ରକ ବ୍ଲକ ପରିସରରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଜୟଦେବ ଜେନା, ଜଗନ୍ନାଥ […]
ଆସନ୍ତା ଧାମନଗର ଉପନିର୍ବାଚରେ ବିଜେପିରୁ ଲଢ଼ିବେ ସୂର୍ଯ୍ୟବଂଶୀ
Published On
By Samaya Live
ଭଦ୍ରକ : ଆଗକୁ ଆସୁଥିବା ଧାମନଗର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଅଡ଼ୁଆ ତୁଟିନ ଥିଲା ବେଳେ ବିଜେପି ତାର ଆଗୁଆ ପାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ବରିଷ୍ଠ ନେତା ତଥା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ତରଫରୁ ପାର୍ଥୀ ଟିକେଟ ପାଇଛନ୍ତି । ତେବେ ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବେ […]
ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Published On
By Samaya Live
ପୁରୀ: ଜୁନ ୦୪: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ ବାବଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରାଯିବା ସହ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ସର୍ବସମ୍ମତି କ୍ରମେ ସବୁକିଛି କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ହଜାର ବର୍ଷର ଶ୍ରୀମନ୍ଦିର ଐତିହ୍ୟ କିଭଳି ସୁରକ୍ଷିତ […]
ଶ୍ରୀମନ୍ଦିର ଅଭିମୂଖେ ଭୁବନେଶ୍ୱର ସାଂସଦ
Published On
By Samaya Live
ପୁରୀ: ଅପ୍ରେଲ ୨୭: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ବିବାଦ ନେଇ ପୁରୀ ଗସ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍ କରିଛନ୍ତି । ଏହା ପୂର୍ବରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପୁରୀ ଗସ୍ତ କଥା ଜଣାଇଥିଲେ ।ତେବେ ଏହି ଗସ୍ତର କାରଣ ମଧ୍ୟ ରହିଛି । ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ରାଲିରେ ଅପରାଜିତା ସାମିଲ ହୋଇଛନ୍ତି । କିନ୍ତୁ ପୁରୀ ପ୍ରଶାସନ ଏହି ରାଲିକୁ […]
ପିସିସି ସଭାପତିଙ୍କ ଜୋରଦାର ଆଲୋଚନା
Published On
By Samaya Live
ଭୁବନେଶ୍ବର: ଅପ୍ରେଲ ୨୬: ପିସିସି ପରିବର୍ତ୍ତନ ନେଇ ଭୁବନେଶ୍ୱରରେ ଆରମ୍ଭ ହେଲା ବୈଠକ। ପ୍ରଭାରୀ ଚେଲ୍ଲା କୁମାର ବିଧାୟକମାନଙ୍କ ସହ କରୁଛନ୍ତି ଜୋରସୋର ଆଲୋଚନା। ବୈଠକରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ବ୍ୟତୀତ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି। ନେତା ନରସିଂହ ମିଶ୍ରଙ୍କ ସହ ଏନେଇ ଆଲୋଚନା ଚାଲିଥିଲା।ଏହାପରେ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା […]
ଜେଲରେ ଥାଇ ନିର୍ବାଚନ ଜିତିଲେ ୱାର୍ଡ ସଭ୍ୟ
Published On
By Samaya Live
କଣ୍ଟାମାଳ : ନିର୍ବାଚନ ସମୟରେ ପ୍ରତିପକ୍ଷ ପ୍ରାର୍ଥୀମାନଙ୍କ ରଣନୀତିକୁ ମାତଦେଇ ଭୋଟର୍ଙ୍କୁ ନିଜର କରିବା ପାଇଁ ପ୍ରାର୍ଥୀମାନେ ଦିନରାତି କଠିନ ପରିଶ୍ରମ କରି ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥାନ୍ତି । ଏହି ସମୟରେ ପ୍ରାର୍ଥୀମାନଙ୍କ ନିଦ ହଜିଯାଉଥିବା ବେଳେ ଜେଲ ଭିତରେ ଥାଇ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଥିବା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ଗ୍ରାମର ୧୨ନମ୍ବର୍ ୱାର୍ଡରେ । ସୂଚନା ନୁସାରେ, ସଦ୍ୟସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ […]
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସରକାରୀ କର୍ମଚାରୀଙ୍କୁ ମାଡ ଘଟଣାରେ ବିକ୍ଷୋଭ
Published On
By Samaya Live
ମୟୂରଭଞ୍ଜ: ଜାନୁଆରୀ ୨୪: ମନ୍ତ୍ରୀଙ୍କ ସରକାରୀ ଅଧିକାରୀଙ୍କୁ ମାଡ ମରା ଘଟଣା। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କ ପ୍ରତିବାଦ। ଆଜିଠୁ ୩ ଦିନ ଜିଲ୍ଲ।ର ସରକ।ରୀ କର୍ମଚ।ରୀ କଳ। ବ୍ୟ।ଜ୍ ପିନ୍ଧି ପ୍ରତିବ।ଦ କରିବେ ବୋଲି କହିଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନ।ର।ୟଣ ମହ।ନ୍ତି । ସେପଟେ ଘଟଣ।କୁ ତୀବ୍ର ବିରୋଧ କରି ମନ୍ତ୍ରୀଙ୍କ ବହିଷ୍କ।ର ଦ।ବି କରିଛନ୍ତି ର।ଜସ୍ୱ ମନ୍ତ୍ରୀ ସୁଦ।ମ ମାରାଣ୍ଡି। ମନ୍ତ୍ରୀ କର୍ମଚ।ରୀଙ୍କୁ ଡରେଇ, ବେଆଇନ କ।ମ କରିବ।କୁ ବିଶ୍ୱେଶ୍ୱର […]
ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ
Published On
By Samaya Live
ଭୁବନେଶ୍ୱର: ଜାନୁଆରୀ ୨୧: ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ। ଶେଷ ଦିନ ପାଇଁ ଅଧିକ ଭିଡ ନିୟନ୍ତ୍ରଣ ଓ ନାମାଙ୍କନ ବେଳେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପ।ଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବ।ଚନ କମିଶନ। ଗତ ୧୭ ତ।ରିଖରୁ ନ।ମ।ଙ୍କନ ପତ୍ର ଦ।ଖଲ ଆରମ୍ଭ ହୋଇଥିବ। ବେଳେ ପ୍ର।ର୍ଥୀଙ୍କ ସହ ସମର୍ଥକମ।ନେ ପ୍ର।ର୍ଥିପତ୍ର ଦ।ଖଲ କେନ୍ଦ୍ରରେ ଅଯଥ। ଭିଡ଼ କରୁଥିବ। ଅଭିଯୋଗ ପରେ ଏପରି ନିର୍ଦ୍ଦେଶ ଦେଇଥିଲେ […]

