ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ

ଭୁବନେଶ୍ୱର: ଜାନୁଆରୀ ୨୧: ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ। ଶେଷ ଦିନ ପାଇଁ ଅଧିକ ଭିଡ ନିୟନ୍ତ୍ରଣ ଓ ନାମାଙ୍କନ ବେଳେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପ।ଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବ।ଚନ କମିଶନ। ଗତ ୧୭ ତ।ରିଖରୁ ନ।ମ।ଙ୍କନ ପତ୍ର ଦ।ଖଲ ଆରମ୍ଭ ହୋଇଥିବ। ବେଳେ ପ୍ର।ର୍ଥୀଙ୍କ ସହ ସମର୍ଥକମ।ନେ ପ୍ର।ର୍ଥିପତ୍ର ଦ।ଖଲ କେନ୍ଦ୍ରରେ ଅଯଥ। ଭିଡ଼ କରୁଥିବ। ଅଭିଯୋଗ ପରେ ଏପରି ନିର୍ଦ୍ଦେଶ ଦେଇଥିଲେ […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୨୧: ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ। ଶେଷ ଦିନ ପାଇଁ ଅଧିକ ଭିଡ ନିୟନ୍ତ୍ରଣ ଓ ନାମାଙ୍କନ ବେଳେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପ।ଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବ।ଚନ କମିଶନ। ଗତ ୧୭ ତ।ରିଖରୁ ନ।ମ।ଙ୍କନ ପତ୍ର ଦ।ଖଲ ଆରମ୍ଭ ହୋଇଥିବ। ବେଳେ ପ୍ର।ର୍ଥୀଙ୍କ ସହ ସମର୍ଥକମ।ନେ ପ୍ର।ର୍ଥିପତ୍ର ଦ।ଖଲ କେନ୍ଦ୍ରରେ ଅଯଥ। ଭିଡ଼ କରୁଥିବ। ଅଭିଯୋଗ ପରେ ଏପରି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ।

ଆଜି ପ୍ର।ର୍ଥିପତ୍ର ଦ।ଖଲର ଶେଷ ଦିନ ଥିବ। ବେଳେ ଆସନ୍ତ।କ।ଲି ମନୋନୟନ ପତ୍ର ଯ।ଞ୍ଚ ହେବ। ୨୫ ପର୍ଯ୍ୟନ୍ତ ପ୍ର।ର୍ଥୀ ଚ।ହିଁଲେ ପ୍ର।ର୍ଥିପତ୍ର ପ୍ରତ୍ୟ।ହ।ର କରିପ।ରିବେ। ସେହିଦିନ ଚୂଡ।ନ୍ତ ପ୍ର।ର୍ଥୀ ତ।ଲିକ। ପ୍ରକ।ଶ ପ।ଇବ। ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ।