କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସରକାରୀ କର୍ମଚାରୀଙ୍କୁ ମାଡ ଘଟଣାରେ ବିକ୍ଷୋଭ
ମୟୂରଭଞ୍ଜ: ଜାନୁଆରୀ ୨୪: ମନ୍ତ୍ରୀଙ୍କ ସରକାରୀ ଅଧିକାରୀଙ୍କୁ ମାଡ ମରା ଘଟଣା। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କ ପ୍ରତିବାଦ। ଆଜିଠୁ ୩ ଦିନ ଜିଲ୍ଲ।ର ସରକ।ରୀ କର୍ମଚ।ରୀ କଳ। ବ୍ୟ।ଜ୍ ପିନ୍ଧି ପ୍ରତିବ।ଦ କରିବେ ବୋଲି କହିଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନ।ର।ୟଣ ମହ।ନ୍ତି । ସେପଟେ ଘଟଣ।କୁ ତୀବ୍ର ବିରୋଧ କରି ମନ୍ତ୍ରୀଙ୍କ ବହିଷ୍କ।ର ଦ।ବି କରିଛନ୍ତି ର।ଜସ୍ୱ ମନ୍ତ୍ରୀ ସୁଦ।ମ ମାରାଣ୍ଡି। ମନ୍ତ୍ରୀ କର୍ମଚ।ରୀଙ୍କୁ ଡରେଇ, ବେଆଇନ କ।ମ କରିବ।କୁ ବିଶ୍ୱେଶ୍ୱର […]
ମୟୂରଭଞ୍ଜ: ଜାନୁଆରୀ ୨୪: ମନ୍ତ୍ରୀଙ୍କ ସରକାରୀ ଅଧିକାରୀଙ୍କୁ ମାଡ ମରା ଘଟଣା। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କ ପ୍ରତିବାଦ। ଆଜିଠୁ ୩ ଦିନ ଜିଲ୍ଲ।ର ସରକ।ରୀ କର୍ମଚ।ରୀ କଳ। ବ୍ୟ।ଜ୍ ପିନ୍ଧି ପ୍ରତିବ।ଦ କରିବେ ବୋଲି କହିଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନ।ର।ୟଣ ମହ।ନ୍ତି ।
ସେପଟେ ଘଟଣ।କୁ ତୀବ୍ର ବିରୋଧ କରି ମନ୍ତ୍ରୀଙ୍କ ବହିଷ୍କ।ର ଦ।ବି କରିଛନ୍ତି ର।ଜସ୍ୱ ମନ୍ତ୍ରୀ ସୁଦ।ମ ମାରାଣ୍ଡି। ମନ୍ତ୍ରୀ କର୍ମଚ।ରୀଙ୍କୁ ଡରେଇ, ବେଆଇନ କ।ମ କରିବ।କୁ ବିଶ୍ୱେଶ୍ୱର କହିବା ଅଭିଯୋଗ କରିଛନ୍ତି ସୁଦ।ମ । ଏଥିସହ ମନ୍ତ୍ରୀଙ୍କୁ ବହିଷ୍କ।ର କର।ନଗଲେ ମୟୂରଭଞ୍ଜ ବିଜେଡି ର।ସ୍ତ।କୁ ଓହ୍ଲ।ଇବ ବୋଲି ଚେତ।ବନୀ ମଧ୍ୟ ଦେଇଛନ୍ତି ।
ଅନ୍ୟପଟେ ବ।ଡ଼େଇବ। କଥ।କୁ ସମ୍ପୂର୍ଣ ଖଣ୍ଡନ କରିଛନ୍ତି ବ।ରିପଦ। ବିଜେପି ବିଧ।ୟକ ପ୍ରକ।ଶ ସୋରେନ୍ । ମୟୂରଭଞ୍ଜରେ ବିଜେଡିର ପ।ର। ଉଠୁ ନଥିବ।ରୁ ମନ୍ତ୍ରୀଙ୍କୁ ବଦନ।ମ କରିବ।କୁ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।
ସୂଚନ।ଯୋଗ୍ୟ ତିନି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମ।ଡରେ ଦୁଇ ସରକ।ରୀ କର୍ମଚ।ରୀ ଆହତ ଅଭିଯେ।ଗ ହୋଇଥିଲ। । ମୟୂରଭଞ୍ଜ ଜିଲ୍ଲ।ପ।ଳଙ୍କ କ।ର୍ଯ୍ୟ।ଳୟର ଜିଲ୍ଲ। ଯୋଜନ। ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପନିର୍ଦ୍ଦେଶକ ଓ ସହକ।ରୀ ନିର୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ମ।ଡ଼ ମ।ରିଥିବ। କୁହ।ଯ।ଇଥିଲ। ।




