COVID
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୫ ମାସ ପରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୦୦ ଟପିଲା
Published On
By Samaya Live
ନୂଆଦିଲ୍ଲୀ, ୨୪/୩ : ୫ ମାସ ପରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୦୦ ଟପିଛି। ଦିଲ୍ଲୀରେ ଆଜି ୧୧୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଶେଷ ଥର ପାଇଁ ୨୦୨୨ ଅକ୍ଟୋବର ୨୯ରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୦୦ ଉପରେ ଥିଲା। ଦିଲ୍ଲୀରେ ପଜିଟିଭ ହାର ୪.୯୫ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଆଜି ପୁଣି ୧୨୪୯ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣ ଗତ କିଛି ଦିନ ଧରି ୧ ହଜାର […]
ବିଜେପି ନେତା ତଥା ଅଭିନେତା ମନୋଜ ତିୱାରୀଙ୍କୁ କରୋନା
Published On
By Samaya Live
ଦିଲ୍ଲୀ: ଜନୁଆରୀ ୦୪: ଆଗକୁ ନିର୍ବାଚନ ଆସୁଛି, ଏହିପରି ଗୁରତ୍ୱପୂର୍ଣ୍ଣ ସମୟରେ ମୁଖ୍ୟରାଜନେତାଙ୍କୁ କରୋନା ହେବା ନିର୍ବାଚନର ପ୍ରଚାରକୁ ଫିକା କରିଛି । ପ୍ରଥମେ ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ସଂକ୍ରମିତ ହୋଇଥିବା କଥ ଜଣାପଡ଼ିବା ପରେ ଏବେ ବିଜେପି ସାଂସଦ ମନୋଜ ତିୱାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । କରୋନା ରିପୋର୍ଟ ପଜିଟିଭ ଆସିବା ପରେ ମନୋଜ ଉତ୍ତରାଖଣ୍ଡକୁ ପ୍ରଚାର […]
ଓଡ଼ିଶାରେ ୨୪ ଘଂଟାରେ ୧୮୩୩ ନୂଆ କରୋନା ପଜିଟିଭ ଚିହ୍ନଟ; ବୌଦ ଓ ନୂଆପଡା ରେ ନୂଆ କେଶ ନାହିଁ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୫: ଓଡ଼ିଶାରେ ୨୪ ଘଂଟାରେ ୧୮୩୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୯,୬୭,୫୪୮ କୁ ବୃଦ୍ଧି ପାଇଛି I ସେହିପରି, ୨୪ ଘଂଟାରେ ୧୮୬୫ ଜଣ ସୁସ୍ଥ ହେଇଛନ୍ତି ଏବଂ ମହାମାରୀ ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୯,୪୩,୦୬୯ ଜଣ ସୁସ୍ଥ ହେଇସାରିଛନ୍ତି I ନୂଆ ୧୮୩୩ ଜଣଙ୍କ ମଧ୍ୟରୁ, ୧ ହଜାର ୬୨ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା […]
ଓଡ଼ିଶାରେ ଦିନକରେ ୨୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦୈନିକ ପଜିଟିଭିଟି ହାର ୨.୮୫ ପ୍ରତିଶତ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୮: ରାଜ୍ୟରେ ଗତକାଲି ୨,୧୮୨ ଜଣ କରୋନା ରେ ଆକ୍ରାନ୍ତ ହେଇଥିବା ବେଳେ ଆଜି ୨,୨୧୫ ଜଣ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ ଦୈନିକ ୨୦୦୦ ରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହେଉଥିବା ନଜର କୁ ଆସୁଛି I ତେବେ ଦୈନିକ ସଂକ୍ରମଣ ହାର କାମୁଛି I ଆଜି ଏହା ୨.୮୫ ପ୍ରତିଶତ ରହିଛି I ଅଧିକସଂଖ୍ୟାର ଟେଷ୍ଟ ହେବା ଫଳରେ ଅଧିକ ସଂଖ୍ୟା ପଜିଟିଭ କେଶ ସାମ୍ନା କୁ ଆସୁଛି I […]
ଓଡ଼ିଶାରେ ଦୈନିକ ସଂକ୍ରମଣ ହାର କାମୁଛି; ଖୋର୍ଦ୍ଧା ରେ ଦିନକରେ ୪୪୬ ନୂଆ ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୬: ଗତ ୨୪ ଘଂଟାରେ ରାଜ୍ୟରେ ୨୦୭୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୧୯୫ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୮୭୫ ଟି ଲୋକାଲ କେଶ I ଏଥିସହିତ ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ମୋଟ ସଂଖ୍ୟା ୯,୪୯,୯୨୯ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ଗତ କାଲି ୨୫୬୩ ଜଣ ସୁସ୍ଥ ହେଇଛନ୍ତି I ରାଜ୍ୟରେ ଏ ପର୍ଯ୍ୟନ୍ତ […]
ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୫ ଲକ୍ଷ ଟପିଲା : ସୁସ୍ଥତା ହାର ୭୧.୬୧ % କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୫: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୬୫ ହଜାର ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଏବଂ ଭାରତ ରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ କୁ ବୃଦ୍ଧି ପାଇଛି I ସେହିପରି, ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫୭ ହଜାର ୩୮୧ ଜଣ କରୋନା ଆକ୍ରାନ୍ତ ଏବଂ ମୋଟ ଆରୋଗ୍ୟ ସଂଖ୍ୟା ୧୮ ଲକ୍ଷରୁ ଅଧିକ ଅର୍ଥାତ […]
ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୭: ଓଡିଶା ରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ସେଥିମଧ୍ୟରୁ ଗଂଜାମ ଓ ସୁନ୍ଦରଗଡ ରୁ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ଭଦ୍ରକ , ଢେଙ୍କାନାଳ, ଗଜପତି , କେନ୍ଦ୍ରାପଡ଼ା , ମୟୁରଭଞ୍ଜ ଏବଂ ସମ୍ବଲପୁର ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି ପାଇଛି I […]
ଓଡ଼ିଶାରେ ଗୋଟିଏ ଦିନରେ ୧୮୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୭: ଓଡ଼ିଶାରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୧ ହଜାର ୮୩୩ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ସେଥିରୁ ୧ ହଜାର ୧୧୮ ଟି କ୍ୱାରାଣ୍ଟ।ଇନ କେଶ ଥିବା ବେଳେ ୭୧୫ ଟି ଲୋକାଲ କେଶ ଅଛି । ରାଜ୍ୟରେ ମୋଟ କୋଭିଡି ପଜିଟିଭ ସଂଖ୍ୟା ୪୨ ହଜାର ୫୫୦ କରୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୯୮ ଟି କେଶ ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି […]
୬୧୨ ଜଣ ସୁସ୍ଥ ହେଲେ ଗୋଟିଏ ଦିନରେ; ଓଡ଼ିଶାରେ ମୋଟ ସୁସ୍ଥ ହେଲେଣି ୧୦,୪୭୬ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୫: ଓଡ଼ିଶାରେ ବୁଧବାର ଦିନ ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହେଇଥିବା ବେଳେ ସୁନ୍ଦରଗଡ ରୁ ୮୪, କେନ୍ଦୁଝର ରୁ ୪୮, ଗଜପତି ରୁ ୩୫, ବାଲେଶ୍ୱର ରୁ ୩୧, ଖୋର୍ଦ୍ଧା ରୁ ୨୮, ନୟାଗଡ ରୁ ୨୫, ଯାଜପୁର ରୁ ୨୦, ମୟୁରଭଞ୍ଜ ରୁ ୧୫, କଟକ, କୋରାପୁଟ ଓ ଜଗତସିଂହପୁର ରୁ ୧୦ ଜଣ ଲେଖାଏଁ, ବରଗଡ ଓ […]
କୋଭିଡ-19:ଆରୋଗ୍ୟ ହାର ଶତକଡା 49.47 କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁନ ୧୨:କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି । 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ […]

