Coronavirus
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୯ ହଜାରରୁ ଅଧିକ କରୋନା ସଂକ୍ରମିତ ଏବଂ ୧୭ ମୃତ

୨୪ ଘଣ୍ଟାରେ ଦେଶରେ ୯ ହଜାରରୁ ଅଧିକ କରୋନା ସଂକ୍ରମିତ ଏବଂ ୧୭ ମୃତ ଦିଲ୍ଲୀ: ଜୁନ୍‌ ୨୧ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ ହଜାର ୯୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୩ ଲକ୍ଷ ୧୯ ହଜାର ୩୯୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୨, ୩୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ କେରଳରେ ୨, ୭୮୬ ଜଣ ଚିହ୍ନଟ ହୋଇଛନ୍ତି । ଆଜିର […]
Read More...
ଦେଶ- ବିଦେଶ 

ପୁଣି ଡରାଇଲାଣି କରୋନା : ୨୪ ଘଣ୍ଟାରେ ଦେଶରେ ୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ

ପୁଣି ଡରାଇଲାଣି କରୋନା : ୨୪ ଘଣ୍ଟାରେ ଦେଶରେ ୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ ଦିଲ୍ଲୀ: ଜୁନ୍‌ ୧୧ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୩୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୨ ଲକ୍ଷ ୧୩ ହଜାର ୪୩୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୪୦ ହଜାର ୩୭୦ ଜଣ […]
Read More...
ଓଡ଼ିଶା 

୬୧୨ ଜଣ ସୁସ୍ଥ ହେଲେ ଗୋଟିଏ ଦିନରେ; ଓଡ଼ିଶାରେ ମୋଟ ସୁସ୍ଥ ହେଲେଣି ୧୦,୪୭୬ ଜଣ

୬୧୨ ଜଣ ସୁସ୍ଥ ହେଲେ ଗୋଟିଏ ଦିନରେ; ଓଡ଼ିଶାରେ ମୋଟ ସୁସ୍ଥ ହେଲେଣି ୧୦,୪୭୬ ଜଣ ଭୁବନେଶ୍ୱର: ଜୁଲାଇ ୧୫: ଓଡ଼ିଶାରେ ବୁଧବାର ଦିନ ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହେଇଥିବା ବେଳେ ସୁନ୍ଦରଗଡ ରୁ ୮୪, କେନ୍ଦୁଝର ରୁ ୪୮, ଗଜପତି ରୁ ୩୫, ବାଲେଶ୍ୱର ରୁ ୩୧, ଖୋର୍ଦ୍ଧା ରୁ ୨୮, ନୟାଗଡ ରୁ ୨୫, ଯାଜପୁର ରୁ ୨୦, ମୟୁରଭଞ୍ଜ ରୁ ୧୫, କଟକ, କୋରାପୁଟ ଓ ଜଗତସିଂହପୁର ରୁ ୧୦ ଜଣ ଲେଖାଏଁ, ବରଗଡ ଓ […]
Read More...
ଓଡ଼ିଶା 

ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗୋଟିଏ ଦିନରେ ୫୭୭ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗୋଟିଏ ଦିନରେ ୫୭୭ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୯: ୨୪ ଘଂଟାରେ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I ଗଂଜାମ ରେ ସର୍ବାଧିକ ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ସୁନ୍ଦରଗଡ ରେ ୮୩ ଜଣ, ଖୋର୍ଦ୍ଧା ରେ ୫୬ ଜଣ, କେନ୍ଦୁଝର ରେ ୪୮ ଜଣ, ବାଲେଶ୍ୱର ରେ ୩୦ ଜଣ, ଗଜପତି ରେ ୧୭ ଜଣ, ମୟୁରଭଞ୍ଜ ଓ କଟକ ରେ ୧୪ ଜଣ ଲେଖାଏଁ , ଯାଜପୁର ରେ ୯ ଜଣ, […]
Read More...
ଓଡ଼ିଶା 

ଆଉ ଚଳିବନୀ ଘରୋଇ ହସ୍ପିଟାଲଙ୍କ ମନମାନୀ;କରୋନା ଆଳରେ ରୋଗୀଙ୍କୁ ଫେରାଇଲେ ପଞ୍ଜିକରଣ ରଦ୍ଧ

ଆଉ ଚଳିବନୀ ଘରୋଇ ହସ୍ପିଟାଲଙ୍କ ମନମାନୀ;କରୋନା ଆଳରେ ରୋଗୀଙ୍କୁ ଫେରାଇଲେ ପଞ୍ଜିକରଣ ରଦ୍ଧ ଭୁବନେଶ୍ୱର : May 16: ଏଣିକି ଆଉ ଚଳିବନୀ ହସ୍ପିଟାଲ ଗୁଡ଼ିକର ମନମାନୀ । କରୋନା ସଂକ୍ରମଣ ଆଳରେ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନଙ୍କୁ ଚିକିତ୍ସା ନକରି ଫେରାଇ ଦେଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ଏହା କଲେ ସଂପୃକ୍ତ ହସ୍ପିଟାଲର ପଞ୍ଜିକରଣ ମଧ୍ୟ ବାତିଲ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଉଲ୍ଲେଖ ଯୋଗ୍ୟ […]
Read More...
ଓଡ଼ିଶା 

ରାଜ୍ୟରେ ଆଉ ୬୫ କରୋନା ପଜେଟିଭ୍‌ ଚିହ୍ନଟ

ରାଜ୍ୟରେ ଆଉ ୬୫ କରୋନା ପଜେଟିଭ୍‌ ଚିହ୍ନଟ ଭୁବନେଶ୍ୱର: May 16: ଆଜି ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଯାଜପୁର ଜିଲ୍ଲାରୁ ୩୧ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ପଶ୍ଚିମବଙ୍ଗ ଓ ଜଣେ ଝାଡ଼ଖଣ୍ଡ ଫେରନ୍ତା ଅଛନ୍ତି । ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ଗଞ୍ଜାମ ଜିଲ୍ଲାରୁ […]
Read More...
ଓଡ଼ିଶା 

ରାଜ୍ୟରେ ଆଉ ୮୩ ନୂଆ ଚିହ୍ନଟ; ୩୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଆଉ ୮୩ ନୂଆ ଚିହ୍ନଟ;  ୩୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା Edited by Papu Moganty ଭୁବନେଶ୍ୱର: 10/05:  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସଦ୍ୟ ଖବର ଅନୁସାରେ ଆଜି ଆଉ ୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭଦ୍ରକରୁ ୬ଜଣ ହୋଇଥିବା ବେଳେ ଗଞ୍ଜାମର ୩୬ଜଣ, ମୟୁରଭଞ୍ଜ ଜଣେ, ବାଲେଶ୍ୱର ୧୫, ଅନୁଗୁଳ ୧୫ଜଣ, ପୁରୀ ୨, ବୌଦ୍ଧ ୩ ଓ ଯାଜପୁରରୁ ୫ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆଜି ସୁଦ୍ଧା ମୋଟ […]
Read More...
ଓଡ଼ିଶା 

ଜଗତସିଂହପୁରରେ ପଶିଲା କରୋନା; ଗୋଟିଏ ପରିବାରରେ ୩ ଆକ୍ରାନ୍ତ, ସମସ୍ତେ ପ୍ରବାସୀ ଓଡ଼ିଆ

ଜଗତସିଂହପୁରରେ ପଶିଲା କରୋନା; ଗୋଟିଏ ପରିବାରରେ ୩ ଆକ୍ରାନ୍ତ, ସମସ୍ତେ ପ୍ରବାସୀ ଓଡ଼ିଆ Edited By: Papu Mohanty ଭୁବନେଶ୍ୱର (ସବୁ୍ୟ): 06/05:କରୋନାକୁ ନେଇ ରାଜ୍ୟବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିଲାବେଳେ ବୁଧବାର ଜଗତସିଂହପୁରରେ ଏହା ପ୍ରବେଶ କରିଛି । ଯାହାକି ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି । ଗତି କିଛି ଦିନ ହେଲା ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କରୋନା ପଜେଟିଭ୍‌ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିଲାବେଳେ ଆଜି ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ […]
Read More...

Advertisement