Odisha COVID Update
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୪୪୮ କରୋନା ସଂକ୍ରମିତ ଓ ୪୩୮ ସୁସ୍ଥ

୨୪ ଘଣ୍ଟାରେ ରାଜ୍ୟରେ ୪୪୮ କରୋନା ସଂକ୍ରମିତ ଓ ୪୩୮ ସୁସ୍ଥ ଭୁବନେଶ୍ୱର: ଅକେଫାବର ୧୧ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩, ୮୮୭ ସ୍ୱାବ ଟେଷ୍ଟ ମଧ୍ୟରୁ ୪୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୯ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୫୯ ଜଣ କ ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୮୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୩୨ ହଜାର ୧୪୪ ଜଣ କରୋନାରେ […]
Read More...
ଓଡ଼ିଶା 

ରାଜ୍ୟରେ କମୁଛି କରୋନା ମୃତୁ୍ୟ ସଂଖ୍ୟା, ଆଜି ୮୪୯ ସଂକ୍ରମିତ

ରାଜ୍ୟରେ କମୁଛି କରୋନା ମୃତୁ୍ୟ ସଂଖ୍ୟା, ଆଜି ୮୪୯ ସଂକ୍ରମିତ ଭୁବନେଶ୍ୱର: ସେପ୍‌ଟେମ୍ବର ୩ : ଆଜି ରାଜ୍ୟରେ ୭୧, ୨୪୭ ସ୍ୱାବ ଟେଷ୍ଟ ମଧ୍ୟରୁ ୮୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୦ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୯୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୪ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୦ ହଜାର ୭୨ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । […]
Read More...
ଓଡ଼ିଶା 

ରାଜ୍ୟରେ କରୋନା ସ୍ଥିର ରହିଛି, ଗତ କିଛି ଦିନ ହେବ ଆକ୍ରାନ୍ତ ସଂଖ୍ୟା ଏକହଜାରୁ ୧୫ଶହ ମଧ୍ୟରେ ରହୁଛି

ରାଜ୍ୟରେ କରୋନା ସ୍ଥିର ରହିଛି, ଗତ କିଛି ଦିନ ହେବ ଆକ୍ରାନ୍ତ ସଂଖ୍ୟା ଏକହଜାରୁ ୧୫ଶହ ମଧ୍ୟରେ ରହୁଛି ଭୁବନେଶ୍ୱର: ଅଗଷ୍ଟ ୬: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥମାନଙ୍କ ସଂଖ୍ୟା ଅଧିକ ରହୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯,୩୬୯ ସ୍ୱାବ୍‌ ଟେଷ୍ଟ ହୋଇଥିଲାବେଳେ ସେଥିମଧ୍ୟରୁ ୧,୨୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧,୬୫୨ ଜଣ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୦୨ ଜଣ ଚିହ୍ନଟ ହୋଇଥିଲାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୫୦୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ […]
Read More...
ଓଡ଼ିଶା 

ରାଜ୍ୟର କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି

ରାଜ୍ୟର କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୪: ୨୪ ଘଣ୍ଟାରେ ରାଜ୍ୟରେ ୬୫,୨୦୯ ସ୍ୱାବ୍‌ ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୧, ୩୧୫ ଜଣ କରୋନାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧,୭୦୨ ଜଣ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୭୬୨ ଜଣ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୫୫୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୮୨ ହଜାର ୧୮୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ସେହିପରି ରାଜ୍ୟରେ ମୋଟ୍‌ […]
Read More...
ଓଡ଼ିଶା 

କରୋନା ଟିକା ଫଳପ୍ରଦ ହେଉଛି, ରାଜ୍ୟରେ ଗୁରୁତର ହୋଇନପାରେ ତୃତୀୟ ଲହର

କରୋନା ଟିକା ଫଳପ୍ରଦ ହେଉଛି, ରାଜ୍ୟରେ ଗୁରୁତର ହୋଇନପାରେ ତୃତୀୟ ଲହର ଭୁବନେଶ୍ୱର: ଅଗଷ୍ଟ ୩: ଟିକାକରଣ ଫଳରେ ରାଜ୍ୟବାସୀଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି । ଯାହା ଫଳର କୋଭିଡ ଭୂତାଣୁ ଦୁର୍ବଳ ହେବାରେ ଲାଗିଛି । ଓଡ଼ିଶାରେ ଅନେକ ପ୍ରକାର ସଂକ୍ରମଣ ସତ୍ତେ୍ୱ ଡେଲଟା ଭାରିଆଣ୍ଟର ପ୍ରଭାବ କମିପାରେ । ଚଳିତ ମାସ ଅଗଷ୍ଟରେ ଦେଶକୁ କରୋନାର ତୃତୀୟ ଲହର ଆସିପାରେ । ଯଦିଓ ଆଗାମୀ ସେପେଫମ୍ବର-ଅକେଫାବର ମାସରେ ଦେଶରେ କରୋନ ତୃତୀୟ ଲହର ଶିଖରରେ ପହଞ୍ଚିପାରେ ବୋଲି ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ ଡା. […]
Read More...
ଓଡ଼ିଶା 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ଆକ୍ରାନ୍ତ ଚିହ୍ନଟ ଏବଂ ୧୭୮୫ ଜଣ ସୁସ୍ଥ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ଆକ୍ରାନ୍ତ ଚିହ୍ନଟ ଏବଂ ୧୭୮୫ ଜଣ ସୁସ୍ଥ ଭୁବନେଶ୍ୱର: ଅଗଷ୍ଟ ୩: ରାଜ୍ୟରେ କରୋନା ସ୍ଥିତିରେ କ୍ରମେ କ୍ରମେ ସୁଧାର ଆସୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ କରୋନା ସଂକ୍ରମିତ ୧୧୨୯ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୭୮୫ ଜଣ ଏବଂ କରୋନାଜନିତ ମୃତୁ୍ୟ ହୋଇଛି ୬୯ ଜଣଙ୍କର । ଆଜିର କରୋନା ସଂକ୍ରମିତ ୧୧୨୯ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୭୨ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି ୯୮୦୮୬୬, […]
Read More...
ଓଡ଼ିଶା 

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧,୦୩୨ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧,୦୩୨ ନୂଆ ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଅଗଷ୍ଟ ୨: ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନା ସଂକ୍ରମଣ । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ଶହ ତଳକୁ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୯୮ ଜଣ ଥିବା ବେଳେ ବାକି ୪୩୪ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି । ସକ୍ରମିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୫୦୫୦ । ୧ ହଜରା […]
Read More...
ଓଡ଼ିଶା 

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ

ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ ଭୁବନେଶ୍ୱର: ଜୁଲାଇ ୩୧: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିଲାଣି । କ୍ରମାଗତ ଭାବେ କିଛି ଦିନ ହେବ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲାବେଳେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨ ହଜାର ୨୩୩ଟି ସ୍ୱାବ୍‌ ଟେଷ୍ଟ ହୋଇଥିଲା । ଏମାନଙ୍କ ମଧ୍ୟରୁ ୧ ହଜାର ୫୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟାରେ ୧ ହଜାର ୮୪୧ ଜଣ ରୋଗୀ […]
Read More...
ଓଡ଼ିଶା 

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨,୨୦୪ ସୁସ୍ଥ

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨,୨୦୪ ସୁସ୍ଥ ଭୁବନେଶ୍ୱର: ଜୁଲାଇ ୨୭: ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୨୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୩୯ ଜଣ ଏବଂ ସ୍ଥାନୀୟ ଅକ୍ରାନ୍ତଙ୍କ ସଂଖ୍ୟା ୬୯୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୭୦ ହଜାର ୮୧୪ ଜଣ ଆକ୍ରାନ୍ତ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୨୦୪ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଉପରେ ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୪୭ […]
Read More...
ଓଡ଼ିଶା 

ଓଡ଼ିଶାରେ ଦୈନିକ ସଂକ୍ରମଣ ହାର କାମୁଛି; ଖୋର୍ଦ୍ଧା ରେ ଦିନକରେ ୪୪୬ ନୂଆ ସଂକ୍ରମିତ ଚିହ୍ନଟ

ଓଡ଼ିଶାରେ ଦୈନିକ ସଂକ୍ରମଣ ହାର କାମୁଛି; ଖୋର୍ଦ୍ଧା ରେ ଦିନକରେ ୪୪୬ ନୂଆ ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଜୁଲାଇ ୧୬: ଗତ ୨୪ ଘଂଟାରେ ରାଜ୍ୟରେ ୨୦୭୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୧୯୫ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୮୭୫ ଟି ଲୋକାଲ କେଶ I ଏଥିସହିତ ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ମୋଟ ସଂଖ୍ୟା ୯,୪୯,୯୨୯ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ଗତ କାଲି ୨୫୬୩ ଜଣ ସୁସ୍ଥ ହେଇଛନ୍ତି I ରାଜ୍ୟରେ ଏ ପର୍ଯ୍ୟନ୍ତ […]
Read More...
ଓଡ଼ିଶା 

ଓଡ଼ିଶାରେ ୨୪ ଘଂଟାରେ ୩୬୮୨ ଟି କୋଭିଡ ପଜିଟିଭ କେଶ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୬୮

ଓଡ଼ିଶାରେ ୨୪ ଘଂଟାରେ ୩୬୮୨ ଟି କୋଭିଡ ପଜିଟିଭ କେଶ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୬୮ ଭୁବନେଶ୍ୱର: ଅଗଷ୍ଟ ୨୮: ଓଡ଼ିଶାରେ ଗୋଟିଏ ଦିନରେ ୩୬୮୨ ନୂଆ କୋଭିଡ ପଜିଟିଭ କେଶ I ଦିନେ ପରେ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା I ୩୬୮୨ ଟି ନୂଆ କେଶ ମଧ୍ୟରୁ, ୧୪୪୧ ଟି ଲୋକାଲ କଂଟାକଟ କେଶ ଥିବା ବେଳେ, ୨୨୪୧ ଜଣ ସଙ୍ଗରୋଧ ରେ ଥିଲେ I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁଯାଇ, ଖୋର୍ଦ୍ଧା ରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୭୭୫ […]
Read More...
ଓଡ଼ିଶା 

ଓଡ଼ିଶାରେ ଗୋଟିଏ ଦିନରେ ୩୩୮୪ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ କୁ ବୃଦ୍ଧି

ଓଡ଼ିଶାରେ ଗୋଟିଏ ଦିନରେ ୩୩୮୪ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୨୬: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ରେକର୍ଡ ସଂଖ୍ୟକ ୩୩୮୪ ଟି କେଶ I ସେଥିରୁ, ୨୧୨୮ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧୨୫୬ ଟି ଲୋକାଲ କଂଟାକଟ କେଶ I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁଯାଇ, ଖୋର୍ଦ୍ଧା ରେ ଗୋଟିଏ ଦିନରେ ସର୍ବାଧିକ ୫୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା […]
Read More...

Advertisement