Kalahandi headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହୃଦରୋଗ ଶିଶୁଙ୍କ ପାଇଁ ଚିକିତ୍ସା ଶିବିର,୧୦୮ ଶିଶୁ ମାଗଣା ଚିକିତ୍ସା ପାଇଲେ
Published On
By Samaya Live
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ କମ୍ ଶିଶୁଙ୍କ ମାଗଣା ହୃଦରୋଗ ଜନିତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୦୮ଜଣ ଶିଶୁ ଚିକିତ୍ସା ଲାଗି ଆସିଥିଲେ। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଅନୁବନ୍ଧିତ ଛତିଶଗଡ଼ ରାଜ୍ୟର ରାୟପୁରରେ ଥିବା ନାରାୟଣ ହୃଦୟାଳୟର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡ଼ା. ସୁମନ୍ତ ଶେଖର ପାଢୀ ଓ ତାଙ୍କ ଟିମର ସହଯୋଗରେ ଶିବିର […]
ଶିରୋଲ ଗ୍ରାମରେ ଝାଡ଼ାବାନ୍ତି, ୬ଦିନରେ ୩୬ ଆକ୍ରାନ୍ତ ୨ ଗୁରୁତର
Published On
By Samaya Live
କେସିଙ୍ଗା : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୬ଦିନ ହେଲା ଝାଡ଼ାବାନ୍ତି ହେଉଛି । ଏହି ଗ୍ରାମର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କ୍ଷୀର ଗୌଡ଼(୬୮), ଭୁବନ ସାହୁ(୨୦), କୁନି ବାଗ(୩୮),ନିରଞ୍ଜନ ନାୟକ(୫୦),ଲକ୍ଷଣ ବାଗ(୬୦) ,କମଳା ବେୱା(୬୦)ଦୋଳମଣି ବାଗ(୪୪),ମୋହିତ ଗୌଡ଼(୧୨) । ଏହିପରି ୩୬ ଜଣ ଗୁରୁତର ହୋଇ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ଏଥି ମଧ୍ୟରୁ ଯୋଗେନ୍ଦ୍ର ଗୌଡ଼(୫୦) ଓ ପଦୁ ଭୋଇ(୬୦)ଙ୍କ ଅବସ୍ଥା ଅତି ଗୁରୁତର ହେବାରୁ […]
କେସିଙ୍ଗା ପୋଲିସଙ୍କ ହାତରେ ଆନ୍ତଜିଲ୍ଲା ବାଇକ୍ ଓ ଚାରିଚକିଆ ଯାନ ଲୁଟେରା ଗ୍ୟାଙ୍ଗ
Published On
By Samaya Live
କେସିଙ୍ଗା : ଗତକାଲି କେସିଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କେସିଙ୍ଗା ପୋଲିସ ପକ୍ଷରୁ ଆନ୍ତଜିଲ୍ଲା ବାଇକ୍ ଓ ଚାରି ଚକିଆ ଯାନ ଚୋରୀ ରେକେଟ ଠାବ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଏସଡି ପିଓ ଅଭିନବ ଶୋଙ୍କର ଏନେଇ ପ୍ରକାଶ କରିଛନ୍ତି । ଏହି ଘଟଣାରେ ୬ ଲୁଟେରା ଓ ୫ ସ୍କ୍ରାପ୍ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଲୁଟେରା ଗ୍ୟାଙ୍ଗ ମଧ୍ୟରେ, ଭବାନୀପାଟଣା ସଦର ଥାନାର ଗଜେନ୍ଦ୍ର କୁମାର,ଭବାନୀପାଟଣା […]
କଳାହାଣ୍ଡିରେ ପେଟ୍ରୋଲ୍ ଓ ଡିଜେଲ ସଙ୍କଟ
Published On
By Samaya Live
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଅନ୍ତର୍ଜାତୀୟ ତେଳ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି । ତେଳ ଦର ବୃଦ୍ଧି ଯୋଗୁଁ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବାବେଳେ ତେଳ କମ୍ପାନିଗୁଡ଼ିକ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ପ୍ରଭାବରେ ଗତ ୧୫ ଦିନ ଧରି କଳାହାଣ୍ଡି ଜିଲ୍ଲାର ଘରୋଇ କମ୍ପାନିର ପେଟ୍ରୋଲ ଟାଙ୍କିଗୁଡ଼ିକ ବନ୍ଦ କରିଦେଇଛନ୍ତି । ଯେଉଁଥିପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରୁଷ – ୟୁକ୍ରେନ ଯୁଦ୍ଧ ପରେ […]
ଚର୍ଚ୍ଚାରେ ରିତେଶ, ଆଖୁ ବୁଜି କରିପାରୁଛନ୍ତି ସବୁ କାମ
Published On
By Samaya Live
କୋକସରା :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡାଗୁଡା ଗାଁର ଆଠ ବର୍ଷର ବିସ୍ମୟ ବାଳକ ରିତେଶ ସାହୁ । ସାଧାରଣତଃ ଆମ ଆଖିରେ ପଟି ବାନ୍ଧିଲେ ଆମକୁ କିଛି ଦେଖାଯାଏ ନାହିଁ । ହେଲେ ରିତେଶ ଆଖି ବନ୍ଦ କରି ସବୁ କାମ କରିପାରୁଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ । ସାନ ପୋଡାଗୁଡା ଗାଁର ବବୃବାହାନ ସାହୁ ଓ ସୁରଭି ସାହୁଙ୍କ ପୁଅ ରିତେଶ । ଗାଁ ସ୍କୁଲରେ ସେ ଦ୍ୱିତୀୟ […]

