ମାଇନସ୍ ୨୮ରେ ‘ବେଲ୍ ବଟମ୍’ ଫିଲ୍ମ
ଦିଲ୍ଲୀ: ଅଗଷ୍ଟ ୩୨: ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟକୁମାରଙ୍କ ‘ବେଲ୍ ବଟମ୍’ ମାଇନସ୍ ୨୮ରେ ପ୍ରଦର୍ଶିତ ହୋଇଛି । ଯାହାକୁ ନେଇ ନିଜେ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଲଦାଖର ସବୁଠାରୁ ଉଚ୍ଚା ମୋବାଇଲ୍ ହଲ୍ରେ ଏହା ରିଲିଜ୍ ହୋଇଛି । ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ଆକ୍ସନ୍ ଷcାର ଅକ୍ଷୟ । କିଛିଦିନ ପୂର୍ବରୁ ଲଦାଖର ପ୍ରାୟ ୧୧,୫୬୨ ଫୁଟ୍ ଉପରେ ଏକ ଥିଏଟର୍ ଖୋଲା ଯାଇଛି । ଯେଉଁଥିରେ ବର୍ତ୍ତମାନ ବେଲ୍ବଟମ୍କୁ […]
ଦିଲ୍ଲୀ: ଅଗଷ୍ଟ ୩୨: ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟକୁମାରଙ୍କ ‘ବେଲ୍ ବଟମ୍’ ମାଇନସ୍ ୨୮ରେ ପ୍ରଦର୍ଶିତ ହୋଇଛି । ଯାହାକୁ ନେଇ ନିଜେ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଲଦାଖର ସବୁଠାରୁ ଉଚ୍ଚା ମୋବାଇଲ୍ ହଲ୍ରେ ଏହା ରିଲିଜ୍ ହୋଇଛି । ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ଆକ୍ସନ୍ ଷcାର ଅକ୍ଷୟ । କିଛିଦିନ ପୂର୍ବରୁ ଲଦାଖର ପ୍ରାୟ ୧୧,୫୬୨ ଫୁଟ୍ ଉପରେ ଏକ ଥିଏଟର୍ ଖୋଲା ଯାଇଛି । ଯେଉଁଥିରେ ବର୍ତ୍ତମାନ ବେଲ୍ବଟମ୍କୁ ରିଲିଜ୍ କରାଯାଇଛି । ନିଜର ସୋସିଆଲ ଆକାଉଣ୍ଟରେ ସେ ଏ ନେଇ ସୂଚନା ଦେଇଛନ୍ତି । କରୋନା ଲକ୍ଡାଉନ୍ ପରେ ଏହା ପ୍ରଥମ ସିନେମା ଯାହା ହଲ୍ରେ ରିଲିଜ୍ ହୋଇଛି । ଯାହାକୁ ନେଇ ପୂରା ଟିମ୍ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ବେଲ୍ବଟମ୍ ଖୁବ୍ ଶୀଘ୍ର ଓଟିଟିରେ ମଧ୍ୟ ରିଲିଜ୍ କରାଯିବ ।




