odia news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭାରତ- ଦ. ଆଫ୍ରିକା ଦ୍ୱିତୀୟ ଟି ଟ୍ୱେଣ୍ଟି : ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ଭାରତ, ସଞ୍ଜୁଙ୍କ ଉପରେ ନଜର
Published On
By Samaya Live
ପୋର୍ଟ ଏଲିଜାବେଥ:ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ। ପ୍ରଥମ ମ୍ୟାଚରେ ବିଜୟ ସହିତ ଭାରତର ମନୋବଳ ଦୃଢ଼ ରହିଛି। ଏବେ ଦ୍ୱିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟ ନେଇ ଟିମ ଇଣ୍ଡିଆ ମଇଦାନକୁ ଓଲ୍ଲାଇବ। ଅନ୍ୟପଟେ ଘରୋଇ ଦଳ ସିରିଜକୁ ଫେରିବାକୁ ନେଇ ମଧ୍ୟ ଲକ୍ଷ୍ୟ ରଖିବ। ଆଜିର ମ୍ୟାଚରେ ସଂଜୁ ସାମସନଙ୍କ ଉପରେ ନଜର ରହିବ। ପ୍ରଥମ ମ୍ୟାଚରେ ଚମତ୍କାର ଶତକୀୟ ଇନିଂସ ଖେଳି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ […]
ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
Published On
By Samaya Live
ବ୍ରହ୍ମପୁର : ଜାନୁଆରୀ ୮: ରାଜ୍ୟରେ କରୋନା ପୁଣି ବ୍ୟାପିବାକୁ ଲାଗିଲାଣି । ୨୪ ଘଣ୍ଟାରେ ଗଞ୍ଜାମରେ ୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ତେବେ ଠାକୁରଙ୍କ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ରହିଛି । ଆସନ୍ତା ମାସ ଫେବ୍ରୁଆରୀ ପହିଲା ପର୍ଯ୍ୟନ୍ତ ଏହି […]
ବିଜେପିରେ ମିଶିଲେ ମନ୍ତ୍ରୀ ସଞ୍ଜୀବ ସାହୁ
Published On
By Samaya Live
ଭୁବନେଶ୍ୱର: ନଭେ ମ୍ୱର ୧୯: ନିକଟରେ ବିଜେଡ଼ି ଦଳ ଛାଡ଼ିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ମିଶ୍ରଣ କାର୍ଯ୍ୟକ୍ରମରେ ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସେହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ । ସୂଚନା ଥାଉଯେ, ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବଙ୍କୁ ପ୍ରାର୍ଥୀ କରି ନଥିଲା । ତା’ଛଡ଼ା ଲଗାତାର ଦଳରେ […]
ମାସେ ହେବ ଗ୍ରାମରେ ଉପଦ୍ରବ କରୁଛନ୍ତି ହାତୀପଲ: ଖାଉଛନ୍ତି ଅମଳକ୍ଷମ ଧାନ, ନଷ୍ଟ କରୁଛନ୍ତି ଫସଲ
Published On
By Samaya Live
ଦେବଗଡ : ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମ ପଞ୍ଚାୟତରେ ଉପଦ୍ରବ କରୁଛନ୍ତି ହାତୀପଲ । ଗତ ଅକେଫାବର ମାସ ୧୭ ତାରିଖ ଠାରୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀ ହାତୀ ପଶି ଉପଦ୍ରବ ଘଟାଉଛନ୍ତି । ଏଥିରେ ବହୁ ଫସଲ ନଷ୍ଟ ହେବା ସହିତ ଲୋକ ବାହାରକୁ ବାହାରିବା ପାଇଁ ଡ଼ରୁଛନ୍ତି । ଅମଳକ୍ଷମ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ଖବର ଅନୁସାରେ, ସେହି […]
ସାତ ଦିନ ପାଇଁ ୬ଘଣ୍ଟା ବନ୍ଦ ରହିବ ରେଳବାଇ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ
Published On
By Samaya Live
ଭୁବନେଶ୍ୱର, ନଭେମ୍ବର ୧୭ : ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ୍ ପୂର୍ବ ସେବାକୁ ପର୍ଯ୍ୟାୟ କ୍ରମେ ଫେରାଇବା ପାଇଁ ରେଳବାଇ ଏକ ନୂତନ ପ୍ରୟାସ କରିଛି । ଏହି ପ୍ରୟାସ ଅନୁଯାୟୀ, ଏକ ଅଂଶ ଭାବରେ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ସମୟ ମଧ୍ୟରେ ପ୍ରତ୍ୟହ ୬ଘଣ୍ଟା ପାଇଁ ୭ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଏହା ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ତଥ୍ୟର ଅପଗ୍ରେଡେସନ୍ ଏବଂ ନୂତନ ଟ୍ରେନ୍ ନମ୍ବରର ଅପଡେଟ୍ ଇତ୍ୟାଦି […]
ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ: ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୬: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏହାର ପ୍ରଭାବରେ କେତେକ ଜିଲ୍ଲାରେ ହାଲକା ବର୍ଷା ସହିତ ପ୍ରବଳ ବର୍ଷା ହେବାରେ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ବୌଦ୍ଧ ରହିଛି । ଏହିସବୁ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ୱର୍ଣ୍ଣିଂ ଜାରି କରାଯାଇଛି […]
୨୪ ଘଣ୍ଟାରେ ରାଜ୍ୟରେ ୧୮୫ ଜଣ କରୋନା ସଂକ୍ରମିତ ଏବଂ ୨ ମୃତ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୫ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୦୯ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୭୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୫ ହଜାର ୬୫୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ୨୪ ଘଣ୍ଟାରେ […]
୨୪ ଘଣ୍ଟାରେ ରାଜ୍ୟରେ ୨୬୩ ଜଣ କରୋନା ସଂକ୍ରମିତ ଏବଂ ୩୦୮ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୨ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨୯ ଜଣ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୪ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୧୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୪ ହଜାର ୯୬୨ […]
୨୪ ଘଣ୍ଟାରେ ରାଜ୍ୟରେ ୨୭୧ ଜଣ କରୋନା ସଂକ୍ରମିତ ଏବଂ ୨ ମୃତ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୧ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨,୦୧୦ ସ୍ୱାବ ଟେଷ୍ଟ ମଧ୍ୟରୁ ୨୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୦ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୫୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୧୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୪ ହଜାର ୬୯୯ ଜଣ କରୋନାରେ ଆକ୍ରାନ୍ତ […]
୫ଟିରେ ସାମିଲ ହେବ ହରଭଙ୍ଗା ବ୍ଲକର ଆଉ ୧୧ଟି ହାଇସ୍କୁଲ
Published On
By Samaya Live
ବୌଦ୍ଧ: ନଭେମ୍ବର ୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୧୧ଟି ହାଇସ୍କୁଲ ୫ଟିରେ ସାମିଲ ହେବାକୁ ଯାଉଛି । ୫ଟିରେ ରୂପାନ୍ତରଣ ହେବାକୁଥିବା ସବୁ ହାଇସ୍କୁଲଗୁଡିକର ଫିଜିବିଲିଟି ରିପୋର୍ଟ ଦରକାର । ଏଥିପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ହରଭଙ୍ଗା ବ୍ଲକ ପ୍ରଶାସନିକ ଅଧିକାରୀ ଗୋଟିଏ ଦିନରେ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ୧୧ଟି ହାଇସ୍କୁଲ ପରିଦର୍ଶନ କରିଥିବା ଜଣାପଡିଛି । ସ୍କୁଲ କମିଟି ଏବଂ ଶିକ୍ଷକମାନଙ୍କ ସହିତ ୫ଟି ରୂପାନ୍ତରଣ ବିଷୟରେ ଆଲୋଚନା ମଧ୍ୟ […]
୨୪ ଘଣ୍ଟାରେ ରାଜ୍ୟରେ ୨୯୬ ଜଣ କରୋନା ସଂକ୍ରମିତ ଓ ୩୬୯ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୦୯ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩, ୩୯୪ ସ୍ୱାବ ଟେଷ୍ଟ ମଧ୍ୟରୁ ୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୮ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୨୨ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୪ ହଜାର ୦୪୧ ଜଣ କରୋନାରେ […]
ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲା ତଦନ୍ତରୁ ସମୀର ୱାଙ୍ଖଡେଙ୍କୁ ହଟାଗଲା : ନବାବ କହିଲେ ଏଇ ତ’ ଆରମ୍ଭ ମାତ୍ର
Published On
By Samaya Live
ମୁମ୍ବାଇ : ନଭେମ୍ବର ୦୬: ଆର୍ଯ୍ୟନ ଖାନ୍ଙ୍କ ଡ୍ରଗ୍ସ ମାମଲା ଏବେ ନୂଆ ଦିଗକୁ ମୋଡ଼ ନେଇଛି । ଏହି ମାମଲାର ତଦନ୍ତ କରୁଥିବା ଏନ୍ସିବି ମୁମ୍ବାଇ ଜୋନ୍ର ଡାଇରେକଫର ସମୀର ୱାଙ୍ଖଡେ ଏଥିରୁ ହଟାଇ ଦିଆଯାଇଛି । ଏନ୍ସିବି ମୁଖ୍ୟ ଅଧିକାରୀ ସଞ୍ଜୟ ସିଂହ ଏହି ମାମଲାର ତଦନ୍ତ କରିପାରନ୍ତି ବୋଲି ଖବର ମିଳିଛି । ତେବେ ୱାଙ୍ଖଡେଙ୍କୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ଆରମ୍ଭରୁ ର୍ଟାର୍ଗେଟ କରିଆସୁଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରୁ ୱାଙ୍ଖଡେଙ୍କୁ […]

