movie masala
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
‘ବ୍ରହ୍ମାସ୍ତ୍ର’ର ଦମଦାର ଟ୍ରେଲର ରିଲିଜ୍
Published On
By Samaya Live
ଦୀର୍ଘ ବର୍ଷର ଅପେକ୍ଷା ପରେ ୨୦୨୨ର ସବୁଠୁ ପାୱାରପ୍ୟାକ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର- ପାର୍ଟ ୧’ର ଟ୍ରେଲର୍କୁ ରିଲିଜ୍ କରାଯାଇଛି । ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଫିଲ୍ମରେ ବଲିଉଡ୍ର ନାମୀଦାମୀ କଳାକାର ଯଥା ରଣବୀର କପୁର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରୟଙ୍କ ସମେତ ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ଦମଦାର ଅଭିନୟ ଏହି ଟ୍ରେଲରରେ ଦେଖିବାକୁ ମିଳିଛି । ଏହାବ୍ୟତୀତ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ରହିଛି ଆଲିୟା-ରଣବୀରଙ୍କ ରୋମାଣ୍ଟିକ ସିନ୍ ଏବଂ ଶିହରଣ ସୃଷ୍ଟି […]
ଆଉ ନାହାନ୍ତି ଅଭିନେତା ଶିବ କୁମାର
Published On
By Samaya Live
ଦିଲ୍ଲୀ: ଏପ୍ରିଲ ୧୧: ପରଲୋକରେ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ତଥା ସ୍କ୍ରିନ୍ ରାଇଟର ଶିବା କୁମାର ସୁବ୍ରମଣ୍ୟମ । ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ଶିବ କୁମାର ଅନେକ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ଶେଷ ଥର ପାଇଁ ସେ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ସାନ୍ୟା ମଲହୋତ୍ରାଙ୍କ ଜେଜେବାପା ଭୂମିକାରେ ନଜର ଆସିଥିଲେ । ଶିବ କୁମାର ୧୯୮୯ରେ ଆସିଥିବା ଫିଲ୍ମ […]
ମାର୍ଚ୍ଚରେ ମୁକ୍ତିଲାଭ କରିବ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ
Published On
By Samaya Live
ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଜାରି ରହିଛି । କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନର ଯନ୍ତ୍ରଣାକୁ ଏକତ୍ର କରିଥିବା ଏହି ଫିଲ୍ମକୁ ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ନୂଆ ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଖବର ଅନୁଯାୟୀ ‘ଦ କାଶ୍ମୀର ଫାଇଲ୍ସ’ ଏବେ ୧୧ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିବାକୁ ଯାଉଛି । ଦେଶରେ କୋଭିଡ ସଂକ୍ରମିତଙ୍କ […]
ଓସ୍କାର ଦୌଡ଼ରେ ‘ଜୟ ଭୀମ’ ଏବଂ ‘ମାରକ୍ର’
Published On
By Samaya Live
ଦିଲ୍ଲୀ: ସାଉଥ୍ ସୁପରଷ୍ଟାର ସୂର୍ଯ୍ୟାଙ୍କ ବହୁଚର୍ଚ୍ଚିତ ତାମିଲ ଫିଲ୍ମ ‘ଜୟ ଭୀମ’ ଏବଂ ମହାନ ଅଭିନେତା ମୋହନଲାଲଙ୍କ ମଲୟାଲମ ଆକ୍ସନ ‘ମାରକ୍ର’ ଫିଲ୍ମ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ନିକଟରେ ଏକାଡେମୀ ତଥା ଓସ୍କାର ୨୭୬ଟି ଫିଲ୍ମର ତାଲିକ ଜାରି କରିଛି । ସେଥିମଧ୍ୟରେ ଭାରତର ଦୁଇଟି ଫିଲ୍ମର ନାମ ସ୍ଥାନ ପାଇଛି । ତେବେ ୯୪ତମ ଏକାଡେମୀ ପୁରସ୍କାର ପାଇଁ ଭୋଟିଂ ୨୭ ଜାନୁଆରୀରୁ ଆରମ୍ଭ ହୋଇ ୧ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ […]
ମାତାପିତା ହେଲେ ପ୍ରିୟଙ୍କା-ନିକ୍
Published On
By Samaya Live
ଦିଲ୍ଲୀ: ଜାନୁଆରୀ ୨୨: ପାୱର କପଲ୍ ପ୍ରିୟଙ୍କା ଚୋପ୍ରା ଜୋନସ୍ ଏବଂ ନିକ୍ ଜୋନସ୍ଙ୍କ ପାଇଁ ଏବର୍ଷ ଢେରସାରା ଖୁସି ନେଇ ଆସିଛି । କାରଣ ବିବାହର ୩ ବର୍ଷ ପରେ ଗ୍ଲୋବାଲ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସଙ୍ଗୀତକାର ନିକ୍ ପିତାମାତା ହୋଇଛନ୍ତି । ହେଲେ ଏହି ଦମ୍ପତ୍ତି ବାୟୋଲଜିକାଲ ନୁହେଁ ବରଂ ସରୋଗେସି ଜରିଆରେ ବାପାମାଆ ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ବିଳମ୍ବିତ ରାତିରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ […]
୧୪ ବର୍ଷ ପରେ ରିଲିଜ୍ ହେଲା ଇର୍ଫାନଙ୍କ ଫିଲ୍ମ
Published On
By Samaya Live
ମୁମ୍ବାଇ: କରୋନା କଟକଣା ଯୋଗୁଁ ବଲିଉଡ୍ର ନାମୀଦାମୀ ସେଲିବ୍ରେଟି ଓଟିଟି ପ୍ଲାଟଫର୍ମରେ ଡେବୁ୍ୟ କରୁଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ଏପରିକି ସେହି ଲୋକଙ୍କୁ ମଧ୍ୟ ଡିଜିଟାଲ ପରିଚୟ ମିଳିଛି, ଯେଉଁମାନଙ୍କୁ ଆଗରୁ କେହି ଚିହ୍ନି ନଥିଲେ । ସେପଟେ ଦିବଂଗତ ଅଭିନେତା ଇରଫାନ ଖାନଙ୍କ ଏପରି ଏକ ଫିଲ୍ମ ଥିଲା, ଯାହା କେବେ ବି ରିଲିଜ୍ ହୋଇପାରିନଥିଲା । ହେଲେ ଏବେ ଏହି ଫିଲ୍ମ ୧୪ ବର୍ଷ ପରେ ମୁକ୍ତିଲାଭ କରିଛି । ବର୍ଷିଆନ […]
ଶାହାରୁଖ ଓ ଆମିର ଥିଲେ ରାନୀଙ୍କ କ୍ରସ୍
Published On
By Samaya Live
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାନୀ ମୂଖାର୍ଜୀ ତାଙ୍କର ଆଗାମୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ-୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ସୈଫ୍ ଅଲ୍ଲୀ ଖାନ୍, ସିଦ୍ଧାର୍ଥ ଚତୁର୍ବେଦୀ, ଶରବରୀ ୱାଘ ଏବଂ ପଙ୍କଜ ତ୍ରିପାଠୀ ପରି କଳାକାର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏବେ ଏହି କଳାକାରମାନେ ଫିଲ୍ମର ଜୋରଦାର ପ୍ରମୋଶନ କରିବାରେ ଖୁବ ବ୍ୟସ୍ତ । ଏହି ଅବସରରେ ରାନୀ ତାଙ୍କ ସାଥୀ କଳାକାରଙ୍କ ସହ ‘ଦ କପିଲ […]
ଫ୍ରେଞ୍ଚ୍ ମୁଭି ରିମେକ୍ରେ ଶାହିଦ
Published On
By Samaya Live
ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ କପୁର ନିକଟରେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ପ୍ରସିଦ୍ଧ ନିର୍ଦ୍ଦେଶକ ଅଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ନିର୍ମିତ ହେଉଛି । ଏସମ୍ପର୍କରେ ଅଲୀ ଜଫର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଫିଲ୍ମଟି ୨୦୧୧ରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଫ୍ରେଞ୍ଚ୍ ଫିଲ୍ମ ‘ନୁ୍ୟଟ୍ ବ୍ଲାଞ୍ଚ’ର ହିନ୍ଦୀ ରିମେକ୍ । ତେବେ ଏହାକୁ ନେଇ ତାମିଲ ଏବଂ ତେଲୁଗୁ ଭାଷା […]
ସାଇକୋ ଥ୍ରୀଲର ଅଭିନେତା ଅର୍ଜୁନ
Published On
By Samaya Live
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ତାଙ୍କର ଆଗାମୀ ଫିଲ୍ମ ‘ଦ ଲେଡି କିଲର୍’ର ଘୋଷଣା କରିଛନ୍ତି । ପ୍ରସିଦ୍ଧ ନିର୍ଦ୍ଦେଶକ ଅଜୟ ବହଲ ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ । ଅଭିନେତା ଅର୍ଜୁନ ନିଜେ ଫିଲ୍ମର ଫାଷ୍ଟ୍ ଲୁକ୍ର ପୋଷ୍ଟର୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମଟି ଥ୍ରୀଲର୍, ରୋମାନ୍ସ, ଇମୋଶନ ଏବଂ ସସ୍ପେନ୍ସରେ ଭରପୂର ରହିଛି । ଏଥିରେ ଅର୍ଜୁନ କପୁର ଏକ ଛୋଟ ସହରରେ ପ୍ଲେ ବୟ ଭୂମିକାରେ ଅଭିନୟ କରୁଛନ୍ତି […]
ଆର୍ ବାଲକୀଙ୍କ ଫିଲ୍ମରେ ସନି
Published On
By Samaya Live
ମୁମ୍ବାଇ: ବଲିଉଡ୍ ଫିଲ୍ମ ଷ୍ଟାର ସନି ଦେୱଲ ପୁଣି ଥରେ ସିଲଭର ସ୍କ୍ରିନରେ ନିଜ ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତି କରୁଛନ୍ତି । ସେ ଶେଷ ଥର ପାଇଁ ୨୦୧୯ରେ ରିଲିଜ୍ ଫିଲ୍ମ ବ୍ଲାଙ୍କ୍ରେ ନଜର ଆସିଥିଲେ । ଏବେ ତାଙ୍କର ନୂଆ ଫିଲ୍ମ ଚୁପ୍: ଦ ରିଭେଞ୍ଜ୍ ଅଫ୍ ଦ ଆର୍ଟିଷ୍ଟ୍ର ମେଗା ଘୋଷଣା ହୋଇଛି । ସନି ଦେୱଲ ଏଥର ଆକ୍ସନ ନୁହେଁ ବରଂ ସାଇକୋ ଥ୍ରୀଲର ଫିଲ୍ମ ନେଇ ପରଦାକୁ ଆସୁଛନ୍ତି । […]
କାନ୍ଦି ପକାଇଲେ ନୋରା
Published On
By Samaya Live
ମୁମ୍ବାଇ: ଭିନ୍ନ ଶୈଳୀ ଏବଂ ଚମତ୍କାର ନୃତ୍ୟ ପାଇଁ ରାତାରାତି ଷ୍ଟାର ପାଲଟିଥିବା ନୋରା ଫତେହୀ ଏବେ ବଲିଉଡ୍ର ନମ୍ବର ୱାନ୍ ଆଇଟମ ଡାନ୍ସର ଭାବେ ବିବେଚିତ ହୋଇଛନ୍ତି । ବହୁତ କମ୍ ସମୟରେ ହିଁ ହିନ୍ଦୀ ସିନେମା ଜଗତରେ ସବୁଠୁ ଗ୍ରାଣ୍ଡ୍ ଏବଂ ପପୁଲାର ଡିଭା ପାଲଟିଛନ୍ତି । ତେବେ ସଫଳତାର ଏହି ପାହଚରେ ପହଞ୍ଚିବା ପାଇଁ ନୋରାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି । ନିକଟରେ ଅଭିନେତ୍ରୀ ନୋରା ଏକ ଲୋକପ୍ରିୟ ଚାଟ୍ ଶୋରେ […]
ବିଗ୍ ବସ୍ ଅଫରକୁ ‘ନା’
Published On
By Samaya Live
ମୁମ୍ବାଇ: ପପୁଲାର ରିୟାଲିଟି ଶୋ ବିଗ୍ ବସ୍-୧୫ ଅକେଫାବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ସିଜିନରେ ତେଜସ୍ୱୀ ପ୍ରକାଶ, ପ୍ରତୀକ ସହଜପାଲ, ଶମିତା ସେଟ୍ଟୀ, ନିଶାନ୍ତ ଭଟ୍ଟ, ଡୋନଲ, ଉମର ରିୟାଜ, କରନ କୁନ୍ଦ୍ରା, ଈଶାନ ସହଗଲ ଏବଂ ସିମ୍ବା ନାଗପାଲ ଅଂଶଗ୍ରହଣ କରିବେ । ହେଲେ ଗତ କିଛି ଦିନ ଧରି ଖବର ସାମ୍ନାକୁ ଆସୁଥିଲା ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବିଗ୍ ବସ୍ରେ ନଜର ଆସିପାରନ୍ତି । ରିୟାଙ୍କୁ ପ୍ରତି […]

