Bell Bottom film
ମନୋରଞ୍ଜନ 

ମାଇନସ୍‌ ୨୮ରେ ‘ବେଲ୍‌ ବଟମ୍‌’ ଫିଲ୍ମ

ମାଇନସ୍‌ ୨୮ରେ ‘ବେଲ୍‌ ବଟମ୍‌’ ଫିଲ୍ମ ଦିଲ୍ଲୀ: ଅଗଷ୍ଟ ୩୨: ନିକଟରେ ରିଲିଜ୍‌ ହୋଇଥିବା ଅକ୍ଷୟକୁମାରଙ୍କ ‘ବେଲ୍‌ ବଟମ୍‌’ ମାଇନସ୍‌ ୨୮ରେ ପ୍ରଦର୍ଶିତ ହୋଇଛି । ଯାହାକୁ ନେଇ ନିଜେ ଅକ୍ଷୟ କୁମାର ସୂଚନା ଦେଇଛନ୍ତି । ଲଦାଖର ସବୁଠାରୁ ଉଚ୍ଚା ମୋବାଇଲ୍‌ ହଲ୍‌ରେ ଏହା ରିଲିଜ୍‌ ହୋଇଛି । ଯାହାକୁ ନେଇ ବେଶ୍‌ ଖୁସି ଅଛନ୍ତି ଆକ୍ସନ୍‌ ଷcାର ଅକ୍ଷୟ । କିଛିଦିନ ପୂର୍ବରୁ ଲଦାଖର ପ୍ରାୟ ୧୧,୫୬୨ ଫୁଟ୍‌ ଉପରେ ଏକ ଥିଏଟର୍‌ ଖୋଲା ଯାଇଛି । ଯେଉଁଥିରେ ବର୍ତ୍ତମାନ ବେଲ୍‌ବଟମ୍‌କୁ […]
Read More...

Advertisement