Bollywood News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭେଡିୟାର ଟିଜର ରିଲିଜ୍
Published On
By Samaya Live
ବରୁଣ ଧାୱନ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ରହି ଆସିଛନ୍ତି । ୧୯ ଅକେଫାବରରେ ବରୁଣ ଇଣ୍ଡଷ୍ଟ୍ରୀରେ ଏକ ଦଶକ ପୁରଣ କରିବାକୁ ଯାଉଛନ୍ତି । ଏହି ଅବସରରେ ବରୁଣ ନିଜ ପ୍ରଶଂସକଙ୍କୁ ଏକ ଭିନ୍ନ ସରପ୍ରାଇଜ୍ ଦେଇଛନ୍ତି । ବରୁଣ ନିଜ ମୋଷ୍ଟ ଆେୱଟେଡ୍ ଫିଲ୍ମ ଭେଡିୟାର ଟ୍ରେଲର ଲଞ୍ଚ କରିବାକୁ ଯାଉଛନ୍ତି । ବରୁଣ ନିଜ ଫ୍ୟାନ୍ଙ୍କୁ ଏଣ୍ଟରଟେନମେଣ୍ଟରେ ଭରପୁର ବହୁ ଫିଲ୍ମ ଭେଟି ଦେଇଛନ୍ତି । ଏହାସହିତ ବଦଲାପୁର, ଅକେଫାବର ପରି ଫିଲ୍ମ […]
ମୋର ଯାହା ହେବ, ନାନା ପାଟେକର ଦାୟୀ
Published On
By Samaya Live
ମୁମ୍ବାଇ: ତନୁଶ୍ରୀ ପୁଣି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହାକୁ ନେଇ ବଲିଉଡ୍ରେ ହଲଚଲ୍ ସୃଷ୍ଟି ହୋଇଛି । ଇନଷ୍ଟାଗ୍ରାମରେ ଏକ ଦୀର୍ଘ ପୋଷ୍ଟ ସେୟାର କରି ସେ ନିଜ ଦୁଃଖ ବୟାନ କରିଛନ୍ତି । ଆସିକ୍ ବନାୟା ଆପ୍ନେର ଅଭିନେତ୍ରୀ ଆଜି ସକାଳୁ ସକାଳୁ ଏକ ପୋଷ୍ଟ ସେୟାର କରି ନାନା ପାଟେକର ଓ ବଲିଉଡ୍ ମାଫିଆ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଲେଖିଛନ୍ତି । ଏହା ସହିତ ଇଣ୍ଡଷ୍ଟ୍ରୀର କିଛି ଲୋକ […]
‘ବ୍ରହ୍ମାସ୍ତ୍ର’ର ଦମଦାର ଟ୍ରେଲର ରିଲିଜ୍
Published On
By Samaya Live
ଦୀର୍ଘ ବର୍ଷର ଅପେକ୍ଷା ପରେ ୨୦୨୨ର ସବୁଠୁ ପାୱାରପ୍ୟାକ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର- ପାର୍ଟ ୧’ର ଟ୍ରେଲର୍କୁ ରିଲିଜ୍ କରାଯାଇଛି । ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଫିଲ୍ମରେ ବଲିଉଡ୍ର ନାମୀଦାମୀ କଳାକାର ଯଥା ରଣବୀର କପୁର, ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରୟଙ୍କ ସମେତ ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ଦମଦାର ଅଭିନୟ ଏହି ଟ୍ରେଲରରେ ଦେଖିବାକୁ ମିଳିଛି । ଏହାବ୍ୟତୀତ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ରହିଛି ଆଲିୟା-ରଣବୀରଙ୍କ ରୋମାଣ୍ଟିକ ସିନ୍ ଏବଂ ଶିହରଣ ସୃଷ୍ଟି […]
ସଫଳ ହେଲାନି ଅକ୍ଷୟଙ୍କ ପୃଥ୍ୱୀରାଜ
Published On
By Samaya Live
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସମ୍ରାଟ ପୃଥ୍ୱୀରାଜ ୬ ଦିନ ହେବ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଚାଲିଛି । କିନ୍ତୁ ରୋଜଗାର କ୍ଷେତ୍ରରେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କସରତ କରୁଛି ।ଷଷ୍ଠ ଦିନରେ ଏହି ଫିଲ୍ମଟିର ରୋଜଗାରରେ ପୁଣି ହ ୍ରାସ ଘଟିଛି । ଅକ୍ଷୟ କୁମାରରଙ୍କ ଚଳଚ୍ଚିତ୍ରଟି ଏପରି ଭାବେ ମାଡ଼ ଖାଇବା କଥା ସଭିଙ୍କୁ ନିରାଶ କରିଛି । ସୂତ୍ରରୁ ଜଣାପଡିଛି ଯେ ଷଷ୍ଠ ଦିନରେଫିଲ୍ମଟି ମାତ୍ର ୩.୮୦ […]
ସଲମାନ୍ଙ୍କୁ ମିଳିଲା ହତ୍ୟା ଧମକ: ସିଦ୍ଧୁ ମୁସେୱାଲା ପରି ଅବସ୍ଥା ହେବ
Published On
By Samaya Live
ମୁମ୍ବାଇ: ଜୁନ୍ ୦୬: ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରି ବଲିଉଡ୍ର ସୁପରଷ୍ଟାର ସଲମାନ ଖାନ୍ଙ୍କ ଅବସ୍ଥା ହେବ ବୋଲି ଧମକ ମିଳିଛି । ଏହି ଧମକରେ ସିଧା ସିଧା ସଲ୍ମାନଙ୍କ ନାମ ଲେଖାଯାଇଛି । ହତ୍ୟା ଧମକ ମିଳିବା ପରେ ସଲମାନ୍ଙ୍କ ମମ୍ବାଇର ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାସଭବନରେ ସୁରକ୍ଷା ବଢ଼ିଯାଇଛି । ମିଳିଥିବା ସୂଚନା ଅନୁସାରେ, ସଲମାନ୍ ଖାନ୍ ପ୍ରାତ ଭ୍ରମଣରେ ଯାଇଥିଲା ସେଠାରେ ସଲ୍ମାନଙ୍କ ଅଙ୍ଗରକ୍ଷୀଙ୍କୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । […]
ଫିର୍ ହେରା ଫେରିକୁ ନେଇ ପରେଶଙ୍କ ଭିନ୍ନ ବୟାନ
Published On
By Samaya Live
ନୂଆଦିଲ୍ଳୀ: ମଇ ୧୬: ଆପଣ ଯଦି କମେଡି ଫିଲ୍ମ ପସନ୍ଦ କରନ୍ତି ତେବେ ମଲଫି ଷ୍ଟାରର ଫିଲ୍ମ ଫିରହେରାଫେରି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ । ସେଥିରେ ପରେଶ ରାୱଲ ତାଙ୍କ ଚରିତ୍ରକୁ ଜିବନ୍ତ କରିଦେଇଥିଲେ । ତାଙ୍କ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । କମେଡି ହେଉ ବା ନେଗେଟିଭ୍ ସମସ୍ତ ଚରିତ୍ରରେ ଛାଇ ରୁହନ୍ତି । କି;ୁ ତାଙ୍କ କ୍ୟାରିୟରରେ ବାବୁ ରାଓ ଭୂମିକା ତାଙ୍କୁ ବେଶ ଚର୍ଚ୍ଚାକୁ ଆଣିଥିଲା […]
ବକ୍ସ ଅଫିସ ପେର ଏବେ ଓଟିଟିରେ ଧମାଲ କରିବ କେଜିଏଫ୍-୨
Published On
By Samaya Live
ନୂଆଦିଲ୍ଲୀ: ମଇ୦୭: ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ -୨ ଦେଶ ତଥା ଦେଶ ବାହାରେ ବହୁତ ବଡ ସଫଳତା ହାସଲ କରିଛି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମସ୍ତ ହିଟ୍ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହାର ଓଟିଟି ରାଇଟସ୍ ବିଷୟରେ ଏକ ବଡ ଖବର ଆସିଛି ।କେଜିଏଫ୍ -୨ର ରାଇଟସ୍ ପ୍ରାୟ ୩୨୦ କୋଟିରେ ବିକ୍ରି କରାଯାଇଛି । ଯାହା ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ସବୁଠାରୁ ବଡ ଡିଲ୍ ବୋଲି ପ୍ରମାଣିତ […]
ଆଉ ନାହାନ୍ତି ଅଭିନେତା ଶିବ କୁମାର
Published On
By Samaya Live
ଦିଲ୍ଲୀ: ଏପ୍ରିଲ ୧୧: ପରଲୋକରେ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ତଥା ସ୍କ୍ରିନ୍ ରାଇଟର ଶିବା କୁମାର ସୁବ୍ରମଣ୍ୟମ । ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ଶିବ କୁମାର ଅନେକ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ଶେଷ ଥର ପାଇଁ ସେ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ସାନ୍ୟା ମଲହୋତ୍ରାଙ୍କ ଜେଜେବାପା ଭୂମିକାରେ ନଜର ଆସିଥିଲେ । ଶିବ କୁମାର ୧୯୮୯ରେ ଆସିଥିବା ଫିଲ୍ମ […]
ସ୍ୱର ସମ୍ରାଟ ବାପି ଲାହିରିଙ୍କ ପରଲୋକ
Published On
By Samaya Live
ମୁମ୍ବାଇ: ଫେବୃଆାରୀ ୧୬: ସ୍ୱର ସମ୍ରାଟ କୁହାଯାଇଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ମୁମ୍ବାଇରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ପ୍ରସିଦ୍ଧ ଗୀତିକାର ଲତା ମଙ୍ଗେସକରଙ୍କୁ ହରାଇବା ପରେ ବାପିଙ୍କ ଦେହାନ୍ତ ବଲିଉଡ୍ ଜଗତକୁ ଦୋହଲାଇ ଦେଇଛି । ଡିସ୍କୋ କିଙ୍ଗ ଭାବେ ସେ ବେଶ୍ ପରିଚିତ ଥିବା ବାପି କିଛି ଦିନ ଧରି ଅସୁସ୍ଥ ରହିଥିଲେ । ସୋମବାର ସୁସ୍ଥ ହୋଇ […]
ମାର୍ଚ୍ଚରେ ମୁକ୍ତିଲାଭ କରିବ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ
Published On
By Samaya Live
ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଜାରି ରହିଛି । କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନର ଯନ୍ତ୍ରଣାକୁ ଏକତ୍ର କରିଥିବା ଏହି ଫିଲ୍ମକୁ ବିବେକ ଅଗ୍ନିହୋତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ନୂଆ ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଖବର ଅନୁଯାୟୀ ‘ଦ କାଶ୍ମୀର ଫାଇଲ୍ସ’ ଏବେ ୧୧ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିବାକୁ ଯାଉଛି । ଦେଶରେ କୋଭିଡ ସଂକ୍ରମିତଙ୍କ […]
ମାତାପିତା ହେଲେ ପ୍ରିୟଙ୍କା-ନିକ୍
Published On
By Samaya Live
ଦିଲ୍ଲୀ: ଜାନୁଆରୀ ୨୨: ପାୱର କପଲ୍ ପ୍ରିୟଙ୍କା ଚୋପ୍ରା ଜୋନସ୍ ଏବଂ ନିକ୍ ଜୋନସ୍ଙ୍କ ପାଇଁ ଏବର୍ଷ ଢେରସାରା ଖୁସି ନେଇ ଆସିଛି । କାରଣ ବିବାହର ୩ ବର୍ଷ ପରେ ଗ୍ଲୋବାଲ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସଙ୍ଗୀତକାର ନିକ୍ ପିତାମାତା ହୋଇଛନ୍ତି । ହେଲେ ଏହି ଦମ୍ପତ୍ତି ବାୟୋଲଜିକାଲ ନୁହେଁ ବରଂ ସରୋଗେସି ଜରିଆରେ ବାପାମାଆ ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ବିଳମ୍ବିତ ରାତିରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ […]
ଦିଗ୍ଗଜ ଗାୟିକା ଲତା ମଙ୍ଗେସକରଙ୍କୁ କରୋନା
Published On
By Samaya Live
ମୁମ୍ବାଇ: ଜାନୁଆରୀ ୧୧: ଦେଶର ପ୍ରସିଦ୍ଧ ତଥା ଦିଗ୍ଗଜ ଗାୟିକା ଲତା ମଙ୍ଗେସକର୍ଙ୍କ କରୋନା ପଜିଟିଭ୍ ଆସିଛି । ତାଙ୍କୁ ଏବେ ୯୨ ବର୍ଷ ବୟସ ।ବୟସକୁ ନଜରରେ ରଖାଯାଇ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ହେଲେ ତାଙ୍କଠାରେ କରୋନାର ଲକ୍ଷଣ ସାମାନ୍ୟ ରହିଛି । ଏନେଇ ତାଙ୍କ ଝିଆରୀ ରଚନା ଖବର ଦେଇଛନ୍ତି । ଏହି ଖବର ପାଇବା ପରେ ବଲିଉଡ଼ରେ ହଇଚଇ ସୃଷ୍ଟି ହୋଇଯାଇଛି । ଦେଶ […]

