deepika padukon
ମନୋରଞ୍ଜନ  ବିଶ୍ବ 

କାନ୍ସର ଜୁରୀ ଟେବୁଲରେ ବସିଛନ୍ତି ଦୀପିକା ପାଡୁକୋନ୍‌

କାନ୍ସର ଜୁରୀ ଟେବୁଲରେ ବସିଛନ୍ତି ଦୀପିକା ପାଡୁକୋନ୍‌ ନୂଆଦିଲ୍ଳୀ: ମଇ ୧୮: ଏବେ ଚର୍ଚ୍ଚାରେ ରହିଛି କାନ୍ସ ଫେଷ୍ଟିଭାଲ । ତା ସହିତ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଦୀପିକା ପାଦୁକୋନ୍‌ ବର୍ତ୍ତମାନ କାନ୍ସ ଫେଷ୍ଟିଭାଲ୍‌ ୨୦୨୨ରେ ସାମିଲ୍‌ ହୋଇଛନ୍ତି । ଗତକାଲି ଦୀପିକାଙ୍କୁ ଜୁରୀ ଟେବୁଲରେ ବସିଥିବାର ଦେଖିବାକୁ ମିଳିଛି । ଏହା ୧୭ ମେରୁ ୨୮ ମେ ପର୍ଯ୍ୟନ୍ତ ଚାଲିବ । ଦୀପିକାଙ୍କ ସହ ଅନେକ ସଦସ୍ୟ ମଧ୍ୟ ତାଙ୍କ ସହ ସାମିଲ୍‌ ଥିଲେ । ଯାହାର ଏକ […]
Read More...
ମନୋରଞ୍ଜନ 

ଦିପିକାଙ୍କୁ ଟାଇମ୍ସ ୧୦୦ ଇମ୍ପାକଟ ଓସ୍କାର ଆୱାର୍ଡ

ଦିପିକାଙ୍କୁ ଟାଇମ୍ସ ୧୦୦ ଇମ୍ପାକଟ ଓସ୍କାର ଆୱାର୍ଡ ନୂଆଦିଲ୍ଲୀ: ମାର୍ଚ୍ଚ ୨୮: ବିଶ୍ୱର ସବୁଠାରୁ ଭଲ କଳାକାରଙ୍କୁ ମିଳିଥାଏ ଓସ୍କାର ଆୱାର୍ଡ । ଏହାର ନୋମିନେସନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରତ୍ୟକ କଳାକାରଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼େ । ତେବେ ଏହି ଶୋରେ ଅଭିନେଲା ୱିଲ୍‌ ସ୍ମିଥ୍‌ ଶୋର ହୋଷ୍ଟଙ୍କୁ ଚାପୁଡା ମାରିବା ଘଟଣା ପରେ ଏହି ଆୱାର୍ଡ ଶୋ ଏବେ ଚର୍ଚ୍ଚାରେ । କାଲିଫର୍ଣ୍ଣିଆ ଲସ୍-ଏଞ୍ଜେଲସ୍ର ଡଲ୍ବି ଥିଏଟରରେ ଓସ୍କାର ଅନୁଷ୍ଠିତ ହୋଇଛି । ତେବେ ବଲିଉଡ ସିଲେବ୍ରିଟିଙ୍କ ଭିତକୁ ଅଭିନେତ୍ରୀ ଦୀପିକା […]
Read More...
ମନୋରଞ୍ଜନ  ଦେଶ- ବିଦେଶ  ଅପରାଧ 

ବିବ।ଦ ଘେରରେ ରଣଭୀର ସିଂଙ୍କ ଫିଲ୍ମ ଦ ୮୩

ବିବ।ଦ ଘେରରେ ରଣଭୀର ସିଂଙ୍କ ଫିଲ୍ମ ଦ ୮୩ ମୁମ୍ବାଇ: ଡିସେମ୍ବର ୧୦: ରଣଭୀର ସିଂଙ୍କ ଆଗ।ମୀ ଫିଲ୍ମ ଦ ୮୩ ବିବ।ଦ ଘେରରେ। ୟୁଏଇର ଫ।ଇନ।ନ୍ସ କମ୍ପ।ନୀ ଫିଲ୍ମ ନିର୍ମ।ତ।ଙ୍କ ବିରୋଧରେ ଅନ୍ଧେରି ମେଟ୍ରୋପଲିଟ।ନ ମ।ଜିଷ୍ଟ୍ରେଟଙ୍କ କୋର୍ଟରେ ଠକେଇ ଅଭିଯୋଗ କରିଛନ୍ତି। ଫ୍ୟୁଚର ରିସୋର୍ସ ଏଫଜେଡଇ ଫିଲ୍ମ ଉତ୍ପ।ଦନ ପ୍ରକ୍ରିୟ।ରେ ଷଡଯନ୍ତ୍ର କରି ଠକେଇ କରିଥିବ। ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ, ଫ୍ୟୁଚର ରିସୋର୍ସ ଏଫଜେଡଇ ଅଭିଯୋଗ କରିଛି ଯେ ଭିବ୍ରି ମିଡିଆର ନିର୍ଦ୍ଦେଶକ ସେମ।ନଙ୍କୁ ମିଥ୍ୟ। ପ୍ରତିଶୃତି ଦେଇଛନ୍ତି ଏବଂ ସେମ।ନଙ୍କୁ ୧୫୯ କୋଟି […]
Read More...
ମନୋରଞ୍ଜନ 

ଫିସ୍‌ ପାଇଁ ଦୀପିକା ଆଉଟ୍‌ !

ଫିସ୍‌ ପାଇଁ ଦୀପିକା ଆଉଟ୍‌ ! ବଲିଉଡ୍‌ର ଜଣେ ଆଗଧାଡିର ନାୟିକା ଭାବେ ଦୀପିକାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ନିଜ ନିଖୁଣ ଅଭିନୟ, ଗ୍ଲାମରସ୍‌ ଅନ୍ଦାଜ ପାଇଁ ସେ ସର୍ବଦା ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ରହିଛନ୍ତି ତାଙ୍କର ଫ୍ୟାନ୍‌ । ନିକଟରେ ଦୀପିକାଙ୍କ ନାଁ ପୁଣି ଯୋଡି ହୋଇଛି ସେହିଭଳି ଏକ ଘଟଣାରେ । ରିପୋର୍ଟ ଅନୁସାରେ, ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ବୈଜୁ ବାବରା ନାମରେ ଏକ […]
Read More...
ମନୋରଞ୍ଜନ 

ଦୀପିକାଙ୍କ ଅଡିଓ ଫେଷ୍ଟିଭାଲ

ଦୀପିକାଙ୍କ ଅଡିଓ ଫେଷ୍ଟିଭାଲ ଦିଲ୍ଲୀ: ଜୁଲାଇ ୨୧: ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୋସିଆଲ ମିଡିଆ ପେଜ୍‌ରେ କେୟାର ପ୍ୟାକେଜ୍‌ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକପ୍ରିୟ ସୋସିଆଲ ନେଟୱାର୍କିଂ ଆପ୍‌ କ୍ଲବ୍‌ ହାଉସ୍‌ରେ ଏହା ଆୟୋଜିତ ହୋଇଛି । ତେବେ ଦୁନିଆର ଏହା ପ୍ରଥମ ଅଡିଓ ଫେଷ୍ଟିଭାଲ । ଏହି କାର୍ଯ୍ୟକ୍ରମରେ ଯତ୍ନକୁ ପ୍ରାଥମିକତା ଦେଉଥିବା ବିଶ୍ୱସ୍ତରୀୟ ନେତାଙ୍କ ଦ୍ୱାରା ଆଲୋଚନା ଏବଂ କାର୍ଯ୍ୟ ପ୍ରଦର୍ଶିତ ହେବ ବୋଲି ଦୀପିକା କହିଛନ୍ତି । ମୂଲ୍ୟବାନ ପାରସ୍ପରିକ କଥାବାର୍ତ୍ତା […]
Read More...

Advertisement