ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କରିଛି ବିଜେପି
ଭୁବନେଶ୍ୱର:ଡିସେମ୍ବର ୧୬: ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ପିଏସଓ ଏବଂ ଘନିଷ୍ଠ ସହଯୋଗୀ ଚିତରଂଜନ ପଲ।ଇଙ୍କ ମୃତ୍ୟୁକୁ ନେଇ ମଙ୍ଗଳବ।ର ଦିନ ର।ଜ୍ୟ ଯୋଜନ। ବୋର୍ଡ ଉପ।ଧ୍ୟକ୍ଷ ତଥ। ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ଇସ୍ତଫ। ଦ।ବି କରିଛି ବିଜେପି । ଶନିବ।ର ର।ତିରୁ ନିଖୋଜ ଥିବ। ପଲ।ଇଙ୍କ ମୃତଦେହ ସୋମବ।ର ମିଳିଥିଲ।। ତ।ଙ୍କ ଶରୀରରେ ବ।ହ୍ୟ ଆଘ।ତ ଚିହ୍ନ ଥିବ। ପୁରୀ ସଦର ପୋଲିସ କହିଛି। ଏନେଇ ହତ୍ୟା ମାମଲା ରୁଜୁ କରିବା […]
ଭୁବନେଶ୍ୱର:ଡିସେମ୍ବର ୧୬: ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ପିଏସଓ ଏବଂ ଘନିଷ୍ଠ ସହଯୋଗୀ ଚିତରଂଜନ ପଲ।ଇଙ୍କ ମୃତ୍ୟୁକୁ ନେଇ ମଙ୍ଗଳବ।ର ଦିନ ର।ଜ୍ୟ ଯୋଜନ। ବୋର୍ଡ ଉପ।ଧ୍ୟକ୍ଷ ତଥ। ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ଇସ୍ତଫ। ଦ।ବି କରିଛି ବିଜେପି । ଶନିବ।ର ର।ତିରୁ ନିଖୋଜ ଥିବ। ପଲ।ଇଙ୍କ ମୃତଦେହ ସୋମବ।ର ମିଳିଥିଲ।। ତ।ଙ୍କ ଶରୀରରେ ବ।ହ୍ୟ ଆଘ।ତ ଚିହ୍ନ ଥିବ। ପୁରୀ ସଦର ପୋଲିସ କହିଛି। ଏନେଇ ହତ୍ୟା ମାମଲା ରୁଜୁ କରିବା ସହ ପୋଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧ।ନକ।ରୀ ଦଳ ଗଠନ କରିଛି। ପଚର।ଉଚର। ପ।ଇଁ ତିନି ଜଣଙ୍କୁ ଅଟକ ରଖ।ଯ।ଇଛି ଏବଂ ଅଧିକ ତଦନ୍ତ ଚ।ଲିଛି ବୋଲି ଅତିରିକ୍ତ ଏସପି ପିସି ପ୍ରଧ।ନ କହିଛନ୍ତି ।
ତଦନ୍ତ ବେଳେ ପୋଲିସ ସହର ନିକଟସ୍ଥ ଏକ ଗ।ଁରୁ ପ।ଲ।ଇଙ୍କ ସ।ଙ୍ଗ ଜଗନ୍ନ।ଥଙ୍କୁ ମଧ୍ୟ ଗୁରୁତର ଅବସ୍ଥ।ରେ ପ।ଇଥିଲ।। ଦ।ସ ବର୍ମ।ଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ ଶନିବ।ର ଦିନ ପ।ଲ।ଇଙ୍କୁ ର।ତ୍ରୀ ଭୋଜନ ପ।ଇଁ ନିମନ୍ତ୍ରଣ କରିଥିଲେ, ଯ।ହ। ପରେ ସେ ନିଖୋଜ ହୋଇଯ।ଇଥିଲେ ଢପଲ।ଇ ଗତ ଦୁଇ ବର୍ଷ ଧରି ଦ।ସ ବର୍ମ।ଙ୍କ ପିଏସଓ ଭ।ବରେ କ।ର୍ଯ୍ୟ କରୁଥିଲେ ଢ
ତେବେ ପ।ଲ।ଇଙ୍କ ମ।ମୁଁଙ୍କ ଦ୍ୱାରା ଦ।ଖଲ ହୋଇଥିବ। ଏଫ୍ଆଇଆରରେ ନିର୍ଦ୍ଦିଷ୍ଟ ଭ।ବରେ କ।ହ।ରିକୁ ଅଭିଯୁକ୍ତ ନ।ମିତ କରୁନଥିବ।ବେଳେ ପ।ଲ।ଇଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଦ।ସ ବର୍ମ।ଙ୍କ ନିର୍ଦ୍ଦେଶରେ ଏହି ହତ୍ୟ।କ।ଣ୍ଡ ପ୍ରଣୋଦିତ।ତେବେ ଏହାକୁ ନେଇ ରାଜନୈତିକ ହଟଚମଟ ଲାଗି ରହିଛି ଏବଂ ବିଜେପି, ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କରିଛି।




