Odisha Crime Branch
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
Published On
By Samaya Live
ଭୁବନେଶ୍ୱର : ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଶର୍ମିଷ୍ଠାଙ୍କୁ ଧରିବା ସହ ତଦନ୍ତକୁ ଅଗ୍ରଗତି କରାଇବାକୁ କ୍ରାଇମବ୍ରାଞ୍ଚ ପୁଲିସକୁ ସହଯୋଗ କରିବ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହି ଘଟଣା ଉପରୁ ପରଦା ଉଠାଇବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ବୁଧବାର ପୁଲିସ ଡିଜି ସୁନୀଲ ବଂଶଲ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି । […]
ଖୋଲୁଛି ରସିକ ଡାକ୍ତର ରମେଶ ସ୍ୱାଇଁଙ୍କ ଗୁମର
Published On
By Samaya Live
ଭୁବନେଶ୍ବର: ଫେବୃଆରୀ ୨୩: ଖୋଲୁଛି ରସିକ ଡାକ୍ତର ରମେଶ ସ୍ୱାଇଁଙ୍କ ଗୁମର । ତେବେ ନକଲି ଡାକ୍ତରଙ୍କ ଘରେ କମିଶନରେଟ୍ ପୋଲିସ ବର୍ତ୍ତମାନ ଚଢାଉ କରିଛି । ମଙ୍ଗଳବାର ରାତିରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ରେ ଥିବା ରମେଶଙ୍କ ଘରୁ ୧୫ଟି ବ୍ୟାଙ୍କର ପାସବୁକ୍ ସ୍ଵତନ୍ତ୍ର ଟିମ୍ ଜବତ କରିଛି । ରମେଶର ଭିଣୋଇ ଗଣେଶଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଯେତେ ଖୋଲିଲେ ଆହୁରି ଫିଟୁଛି ନକଲି ରସିକିଆ ଡାକ୍ତରଙ୍କ ଗୁମର । […]
ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କରିଛି ବିଜେପି
Published On
By Samaya Live
ଭୁବନେଶ୍ୱର:ଡିସେମ୍ବର ୧୬: ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ପିଏସଓ ଏବଂ ଘନିଷ୍ଠ ସହଯୋଗୀ ଚିତରଂଜନ ପଲ।ଇଙ୍କ ମୃତ୍ୟୁକୁ ନେଇ ମଙ୍ଗଳବ।ର ଦିନ ର।ଜ୍ୟ ଯୋଜନ। ବୋର୍ଡ ଉପ।ଧ୍ୟକ୍ଷ ତଥ। ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ଇସ୍ତଫ। ଦ।ବି କରିଛି ବିଜେପି । ଶନିବ।ର ର।ତିରୁ ନିଖୋଜ ଥିବ। ପଲ।ଇଙ୍କ ମୃତଦେହ ସୋମବ।ର ମିଳିଥିଲ।। ତ।ଙ୍କ ଶରୀରରେ ବ।ହ୍ୟ ଆଘ।ତ ଚିହ୍ନ ଥିବ। ପୁରୀ ସଦର ପୋଲିସ କହିଛି। ଏନେଇ ହତ୍ୟା ମାମଲା ରୁଜୁ କରିବା […]

