BJP
ରାଜନୀତି 

ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ଆସିପାରେ ଆପ୍‌ ସରକାର

ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ଆସିପାରେ ଆପ୍‌ ସରକାର ଅହମ୍ମଦାବାଦ: ଆଉ ମାତ୍ର ଦିନ କେଇଟା ପରେ ପଡିବ ଗୁଜରାଟ ବିଧାନସଭା ଭୋଟ୍‌ । ତେବେ ଏହାପୂର୍ବରୁ ବିଜେପି ଓ ଆମ୍‌ ଆଦମୀ ପାର୍ଟି ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି । ଏହି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ସରଗରମ ରହିଛି । ଏହା ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ହୋଇଥିବା ଏଠାରେ ପୁଣି ବିଜେପି ସରକାରକୁ ଫେରିବ ବୋଲି ଅନେକ କୁହାକୁହି ହେଉଛନ୍ତି । ସେପଟେ ଏହି ନିର୍ବାଚନକୁ ନେଇ କଂଗ୍ରେସ ବ୍ୟାକ୍‌ଫୁଟ୍‌ରେ ଥିବାବେଳେ ଦିଲ୍ଲୀ ଓ ପଞ୍ଜାବ […]
Read More...
ରାଜନୀତି  ଦେଶ- ବିଦେଶ 

ବିହାର ରାଜନୀତି: ‘ଫ୍ଲୋର୍‌ ଟେଷ୍ଟ’ ପୂର୍ବରୁ ଇସ୍ତଫା ଦେଲେ ବାଚସ୍ପତି

ବିହାର ରାଜନୀତି: ‘ଫ୍ଲୋର୍‌ ଟେଷ୍ଟ’ ପୂର୍ବରୁ ଇସ୍ତଫା ଦେଲେ ବାଚସ୍ପତି ପାଟନା: ବିହାର ବିଧାନସଭାରେ ହେବାକୁ ଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ପୂର୍ବରୁ ଆଜି ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେଇଥିବା ସୂଚନା ମିଳିଛି । ଇସ୍ତଫା ଦେବା ପରେ ସେ କହିଛନ୍ତି, ନୂତନ ସରକାର ଗଠନ ହେବା ପୂର୍ବରୁ ମୁଁ ଇସ୍ତଫା ଦେଇଥାଆନ୍ତି, କି;ୁ କେହିଜଣେ ମୋ ନାଁରେ ବିଚାରହୀନ ଭାବେ ମିଥ୍ୟା ଅଭିଯୋଗ କଲେ । ଅଭିଯୋଗର ମୁକାବିଲା କରିବା ପାଇଁ ଇସ୍ତଫା ଦେଇ ନ ଥିଲି । ବିଧାନସଭାରେ କହିବା ବେଳେ ବିଦାୟୀ ବାଚସ୍ପତି ବିଜୟ […]
Read More...
ରାଜନୀତି 

ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ

ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ ନୂଆଦିଲ୍ଲୀ: ଜୁନ ୦୨: ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ନିକଟରେ କଂଗ୍ରେସ ଛାଡିଥିଲେ ଏହି ଯୁବନେତା । ପୂର୍ବରୁ ସେ ବିଜେପିରେ ସାମିଲେ ହେବା ନେଇ ଟ୍ୱିିଟ କରି ଜଣାଇଥିଲେ । ସେ କହିଥିଲେ ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ […]
Read More...
ଜିଲ୍ଲା 

ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା

ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ ଘଟଣାରେ ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆଯାଇଛି । ବିଜେପି ଓ ଗୋରକ୍ଷକଙ୍କ ତରଫରୁ ଜାତୀୟ ରାଜପଥ ୪୯କୁ ବନ୍ଦ କରାଯାଇଛି । ଅବରୋଧ ସକାସେ ୪୯ ଓ ୨୨୦ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ତେବେ ଏହି ୫ ଘଣ୍ଟିଆ ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ଦୋକାନ […]
Read More...
ରାଜନୀତି  ଦେଶ- ବିଦେଶ 

କୋଲକାତାରେ ବିଜେପି ଟିଏମସି ମୁହାଁମୁହିଁ

କୋଲକାତାରେ ବିଜେପି ଟିଏମସି ମୁହାଁମୁହିଁ କୋଲକାତା: ଅପ୍ରେଲ୧୨: ପୁଣି ବର୍ଷିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ପ୍ରମୁଖ ମମତା ବାନାର୍ଜୀ । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର କଥିତ ଦୁରୁପଯୋଗ ନେଇ କେନ୍ଦ୍ର ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମମତା କହିଛନ୍ତି, ହତ୍ୟାକୁ ନେଇ ଦିଲ୍ଲୀ, ୟୁପି, ରାଜସ୍ଥାନ, ଆସାମ ଏବଂ ବିହାରରେ କେତେ ସିବିଆଇ ତଦନ୍ତ ହୋଇଛି ? କେତେ ଜଣ ନେତାଙ୍କୁ ଗିରଫ କରାଯାଇଛି ? ସିବିଆଇ, ଇଡିର ବ୍ୟବହାର କରି ଆପଣ ଯେତେ ବି ଷଡଯନ୍ତ୍ର ରଚିଲେ […]
Read More...
ରାଜନୀତି 

ୟୁପି ନିର୍ବାଚନ ଆମେ ନିଶ୍ଚୟ ଜିତିବୁ: ଯୋଗୀ ଆଦିତ୍ୟନାଥ

ୟୁପି ନିର୍ବାଚନ ଆମେ ନିଶ୍ଚୟ ଜିତିବୁ: ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ: ଫେବୃଆରୀ ୧୪: ର।ଜ୍ୟରେ ବିଧ।ନସଭ। ନିର୍ବ।ଚନର ପ୍ରଥମ ପର୍ଯ୍ୟ।ୟ ପରେ ଉତ୍ତରପ୍ରଦେଶରେ ବିଜେପିର ବିଜୟ ଆତ୍ମବିଶ୍ୱ।ସକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନ।ଥ କହିଛନ୍ତି। ବିଧ।ନସଭ। ନିର୍ବ।ଚନର ପ୍ରଥମ ପର୍ଯ୍ୟ।ୟ ପରେ ମୁଁ ନିଶ୍ଚିତ। ପରିସ୍ଥିତି ସ୍ପଷ୍ଟ ହୋଇଛି ଯେ ବହୁ ସଂଖ୍ୟ।ରେ ବିଜେପି ପୁନର୍ବ।ର ୟୁପିରେ ସରକ।ର ଗଠନ କରିବ। ଏଥିରେ କୌଣସି ସନ୍ଦେହ ରହିବ। ଉଚିତ୍ ନୁହେଁ। ପୂର୍ବ ଶ।ସନ କ।ଳରେ ଚ।ଲିଥିବ। ଆଇନଶୃଙ୍ଖଳ। ପରିପ୍ରେକ୍ଷୀରେ ଗତ ପ।ଞ୍ଚ ବର୍ଷ ମଧ୍ୟରେ କୌଣସି ଦଙ୍ଗ। […]
Read More...
ରାଜନୀତି 

ବିଜେପି ସହ ୨୫ ବର୍ଷର ଗଠବନ୍ଧନ ଅଯଥା ଥିଲା: ଉଦ୍ଧବ ଠାକରେ

ବିଜେପି ସହ ୨୫ ବର୍ଷର ଗଠବନ୍ଧନ ଅଯଥା ଥିଲା: ଉଦ୍ଧବ ଠାକରେ ମୁମ୍ବ।ଇ: ଜାନୁଆରୀ ୨୪: ମହ।ର।ଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥ। ଶିବସେନ। ସଭ।ପତି ଉଦ୍ଧବ ଠ।କରେଙ୍କ ବଡ ବୟାନ। ସେ କହିଛନ୍ତି ଯେ ସେ ନିଜ ଦଳକୁ ଆଗକୁ ବଢାଇବାକୁ ଚାହାଁନ୍ତି । କେବଳ ରାଜ୍ୟ ସ୍ଥରରେ ନୁହେଁ ବରଂ ରାଷ୍ଟ୍ରୀୟ ସ୍ଥରରେ ମଧ୍ୟ ଏହି ଦଳକୁ ଆଗେଇବାକୁ ଚାହାନ୍ତି। ନିଜର ରାଜନୈତିକ ସୁବିଧା ପାଇଁ ବିଜେପି ପରି ହିନ୍ଦୁତ୍ୱର ବ୍ୟବହାର କଦାପି କରିନି। ସେ କହିଛନ୍ତି, ‘ ବିଜେପି ହିନ୍ଦୁତ୍ୱ ପ।ଇଁ କ୍ଷମତ। ଚ।ହୁଁଥିବ।ରୁ ଶିବସେନା ସହ ମିଶିଥିଲେ। […]
Read More...
ରାଜନୀତି  ଦେଶ- ବିଦେଶ 

ବିଜେପି ବିପକ୍ଷ ମେଣ୍ଟ ରାଜନୀତି

ବିଜେପି ବିପକ୍ଷ ମେଣ୍ଟ ରାଜନୀତି ମୁମ୍ବ।ଇ :ଜାନୁଆରୀ ୧୧: ଉତ୍ତରପ୍ରଦେଶ ସମେତ ଉତ୍ତର।ଖଣ୍ଡ, ପଞ୍ଜ।ବ, ଗୋଆ ଓ ମଣିପୁର ବିଧ।ନସଭ। ଲ।ଗି ନିର୍ବ।ଚନ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ୫ ର।ଜ୍ୟଙ୍କ ବିଧ।ନସଭ। ନିର୍ବ।ଚନ ଘୋଷଣ। ପରେ ଏବେ ର।ଜନୀତିରେ ହଲଚଲ ସୃଷ୍ଟି ହୋଇିଛି। ଶ।ସକ ବିଜେପି ବିପକ୍ଷରେ ବିରୋଧୀ ଦଳମ।ନେ ଏବେ ମେଣ୍ଟ ଉପରେ ଜୋର ଦେଉଛନ୍ତି। ଗୋଆରେ କଂଗ୍ରେସ ସହ ମେଣ୍ଟ କରି ମମତ।ଙ୍କ ତୃଣମୂଳ କଂଗ୍ରେସ ନିର୍ବ।ଚନକୁ ଯ।ଉଥିବ। ବେଳେ ର।ଷ୍ଟ୍ରବ।ଦୀ କଂଗ୍ରେସ ପ।ର୍ଟି ମଧ୍ୟ ଉଭୟ […]
Read More...
ରାଜନୀତି  ଓଡ଼ିଶା 

ନବୀନଙ୍କୁ ବିଜେପିର ଚିଠି ଅଭିଯାନ

ନବୀନଙ୍କୁ ବିଜେପିର ଚିଠି ଅଭିଯାନ ଭୁବନେଶ୍ୱର :ଡିସେମ୍ବର ୨୭: ମମିତ। ହତ୍ୟ।କ।ଣ୍ଡ ମ।ମଲ।ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘେ।ଡ଼।ଇବ। ଏବଂ ଦେ।ମୁହ।ଁ ଆଭିମୁଖ୍ୟ ଗ୍ରହଣ କରୁଥିବ। ଅଭିଯେ।ଗ ଆଣି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠ।ଇବ। ଅଭିଯ।ନ ଆରମ୍ଭ ହେ।ଇଛି। ର।ଜ୍ୟର ୮,୫୬୭ଟି ଡ।କବ।କ୍ସରୁ ଚିଠି ପଠ।ଇବ। ପ୍ରକ୍ରିୟ। ଆଜି ଆରମ୍ଭ ହେ।ଇଛି। ବିଜେପି କହିଛି, ଆମେ ଏ ଚିଠି ଓଡ଼ିଆରେ ଲେଖିଛୁ। ଆପଣ ନିଜେ ନପଢ଼ିପ।ରିଲେ ଓଡ଼ିଆ ପଢ଼ିପ।ରୁଥିବ। ଆପଣଙ୍କ ସହଯେ।ଗୀଙ୍କ ଠ।ରୁ ବୁଝିନେବେ। ଅଞ୍ଜନ। ମିଶ୍ର ଗଣଦୁଷ୍କର୍ମ ପରେ […]
Read More...
ଓଡ଼ିଶା 

ବରିଷ୍ଠ ନେତ। ର।ମକୃଷ୍ଣ ପଟ୍ଟନ।ୟକଙ୍କ ପରଲୋକ

ବରିଷ୍ଠ ନେତ। ର।ମକୃଷ୍ଣ ପଟ୍ଟନ।ୟକଙ୍କ ପରଲୋକ ଭୁବନେଶ୍ୱର: ଡିସେମ୍ବର ୨୪: ପୂର୍ବତନ ମନ୍ତ୍ରୀ ତଥ। ବରିଷ୍ଠ ବିଜେପି ନେତ। ର।ମକୃଷ୍ଣ ପଟ୍ଟନ।ୟକଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟ।ଲରେ ର।ମକୃଷ୍ଣଙ୍କ ପରଲୋକ ହୋଇଛି । ଗୋଟିଏ ସମୟରେ ପ।ୱ।ର କରିଡରର ପ।ୱ।ରଫୁଲ ମନ୍ତ୍ରୀ ତ।ଲିକ।ରେ ଆଗରେ ଥିଲେ ର।ମକୃଷ୍ଣ । କୋଦଳ। ନିର୍ବ।ଚନ ମଣ୍ଡଳୀରେ ୪ଥର ବିଧ।ୟକ ଥିବ। ର।ମକୃଷ୍ଣଙ୍କୁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି । ର।ମକୃଷ୍ଣ ଜନତ। ଦଳ, ଜନତ। ପ।ର୍ଟି ଓ ବିଜୁ ଜନତ। ଆଦି ଦଳରୁ […]
Read More...
ଦେଶ- ବିଦେଶ 

ସପା ନେତାଙ୍କ ଘରେ ଆୟକର ବିଭାଗର ରେଡ୍‌: ନିର୍ବାଚନ ପୂର୍ବରୁ କେନ୍ଦ୍ରସରକାର ଜାଣିଶୁଣି ଏହିପରି କରୁଛନ୍ତି ବୋଲି କହିଲେ ମୁଖିଆ ଅଖିଳେଶ

ସପା ନେତାଙ୍କ ଘରେ ଆୟକର ବିଭାଗର ରେଡ୍‌: ନିର୍ବାଚନ ପୂର୍ବରୁ କେନ୍ଦ୍ରସରକାର ଜାଣିଶୁଣି ଏହିପରି କରୁଛନ୍ତି ବୋଲି କହିଲେ ମୁଖିଆ ଅଖିଳେଶ ଲକ୍ଷ୍ନୌ: ଡିସେମ୍ବର ୧୮: ବିଧାନସଭା ନିର୍ବାଚନା ବୂର୍ବରୁ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ରାଜୀବ ରାୟ ଏବଂ ପାର୍ଟି ମୁଖିଆ ଅଖିଲେଶ ଯାଦବଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍‌ ହୋଇଛି । ସେମାନେ ହେଲେ ଆରସିଏଲ୍‌ ଗ୍ରୁପର ମାଲିକ ମନୋଜ ଯାଦବ ଓ ଜେତେନ୍ଦ୍ର ଯାଦବ । ଅନ୍ୟପକ୍ଷରେ, ନିର୍ବାଚନ ପୂର୍ବରୁ ସରକାର ଏହାକୁ ଜାଣିଶୁଣି କରୁଛନ୍ତି ବୋଲି ଅଖିଲେଶ ଯାଦବ ଅଭିଯୋଗ କରିଛନ୍ତି । ରେଡ୍‌ ସମ୍ପର୍କରେ ଖବର ମିଳିବା […]
Read More...
ରାଜନୀତି  ଦେଶ- ବିଦେଶ 

ବିଜେପିକୁ ଧୂଳି ଚଟାଇବେ ମମତା: କହିଲେ ଖେଲା ହୋବେ

ବିଜେପିକୁ ଧୂଳି ଚଟାଇବେ ମମତା: କହିଲେ ଖେଲା ହୋବେ ଫୁଲବ।ଗ।ନ:ଡିସେମ୍ବର ୧୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଙ୍କ ନୂଆ ବୟାନ। ସେ କହିଛନ୍ତି ଯେ ମୁଁ ଦେଖିବ।କୁ ଚ।ହୁଁଛି ୨୦୨୪ ସ।ଧ।ରଣ ନିର୍ବ।ଚନରେ ବିଜେପିର ପର।ଜୟ। ଏଥିଲ।ଗି ପୁଣି ଖେଲ। ହୋବେ ବୋଲି ସେ ଆହ୍ୱ।ନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ୨୦୨୪ ଲୋକସଭ। ନିର୍ବ।ଚନରେ ସେହିପରି ଧୂଳି ଚ।ଟିବ ଯେପରି ଗତ ବେଙ୍ଗଲ ବିଧ।ନସଭ। ନିର୍ବ।ଚନରେ ମୁଁ ପର।ଜୟ ଚ।ଖିଥିଲ।। ଆସନ୍ତ। ୧୯ ଡିସେମ୍ବର କୋଲକ।ତ। ନଗର ନିଗମ ନିର୍ବ।ଚନ ଲ।ଗି ଫୁଲବ।ଗ।ନ […]
Read More...

Advertisement