DGP Abhay
ଜିଲ୍ଲା  ଓଡ଼ିଶା  ଅପରାଧ 

ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କରିଛି ବିଜେପି

ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କରିଛି ବିଜେପି ଭୁବନେଶ୍ୱର:ଡିସେମ୍ବର ୧୬: ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ପିଏସଓ ଏବଂ ଘନିଷ୍ଠ ସହଯୋଗୀ ଚିତରଂଜନ ପଲ।ଇଙ୍କ ମୃତ୍ୟୁକୁ ନେଇ ମଙ୍ଗଳବ।ର ଦିନ ର।ଜ୍ୟ ଯୋଜନ। ବୋର୍ଡ ଉପ।ଧ୍ୟକ୍ଷ ତଥ। ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ଇସ୍ତଫ। ଦ।ବି କରିଛି ବିଜେପି । ଶନିବ।ର ର।ତିରୁ ନିଖୋଜ ଥିବ। ପଲ।ଇଙ୍କ ମୃତଦେହ ସୋମବ।ର ମିଳିଥିଲ।। ତ।ଙ୍କ ଶରୀରରେ ବ।ହ୍ୟ ଆଘ।ତ ଚିହ୍ନ ଥିବ। ପୁରୀ ସଦର ପୋଲିସ କହିଛି। ଏନେଇ ହତ୍ୟା ମାମଲା ରୁଜୁ କରିବା […]
Read More...

Advertisement