BJD
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଜି ଶପଥ ନେଲେ ବିଏମସି ମେୟର ପ୍ରାର୍ଥୀ
Published On
By Samaya Live
ଭୁବନେଶ୍ୱର: ଅପ୍ରେଲ ୦୯: ଆଜି ବିଏମସି ମେୟର ପ୍ରାର୍ଥୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ମେୟର ଏବଂ ସମସ୍ତ କର୍ପୋରେଟରଙ୍କୁ ଶପଥ ପାଠ କରାଇଥିଲେ । ଆଜି ନବ ନିର୍ବାଚିତ ମେୟର ଓ ୬୭ଜଣ କର୍ପୋରେଟର ବିଏମସି କନଫରେନ୍ସ ହଲରେ […]
ନବୀନଙ୍କୁ ବିଜେପିର ଚିଠି ଅଭିଯାନ
Published On
By Samaya Live
ଭୁବନେଶ୍ୱର :ଡିସେମ୍ବର ୨୭: ମମିତ। ହତ୍ୟ।କ।ଣ୍ଡ ମ।ମଲ।ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘେ।ଡ଼।ଇବ। ଏବଂ ଦେ।ମୁହ।ଁ ଆଭିମୁଖ୍ୟ ଗ୍ରହଣ କରୁଥିବ। ଅଭିଯେ।ଗ ଆଣି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠ।ଇବ। ଅଭିଯ।ନ ଆରମ୍ଭ ହେ।ଇଛି। ର।ଜ୍ୟର ୮,୫୬୭ଟି ଡ।କବ।କ୍ସରୁ ଚିଠି ପଠ।ଇବ। ପ୍ରକ୍ରିୟ। ଆଜି ଆରମ୍ଭ ହେ।ଇଛି। ବିଜେପି କହିଛି, ଆମେ ଏ ଚିଠି ଓଡ଼ିଆରେ ଲେଖିଛୁ। ଆପଣ ନିଜେ ନପଢ଼ିପ।ରିଲେ ଓଡ଼ିଆ ପଢ଼ିପ।ରୁଥିବ। ଆପଣଙ୍କ ସହଯେ।ଗୀଙ୍କ ଠ।ରୁ ବୁଝିନେବେ। ଅଞ୍ଜନ। ମିଶ୍ର ଗଣଦୁଷ୍କର୍ମ ପରେ […]
ବରିଷ୍ଠ ନେତ। ର।ମକୃଷ୍ଣ ପଟ୍ଟନ।ୟକଙ୍କ ପରଲୋକ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୨୪: ପୂର୍ବତନ ମନ୍ତ୍ରୀ ତଥ। ବରିଷ୍ଠ ବିଜେପି ନେତ। ର।ମକୃଷ୍ଣ ପଟ୍ଟନ।ୟକଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟ।ଲରେ ର।ମକୃଷ୍ଣଙ୍କ ପରଲୋକ ହୋଇଛି । ଗୋଟିଏ ସମୟରେ ପ।ୱ।ର କରିଡରର ପ।ୱ।ରଫୁଲ ମନ୍ତ୍ରୀ ତ।ଲିକ।ରେ ଆଗରେ ଥିଲେ ର।ମକୃଷ୍ଣ । କୋଦଳ। ନିର୍ବ।ଚନ ମଣ୍ଡଳୀରେ ୪ଥର ବିଧ।ୟକ ଥିବ। ର।ମକୃଷ୍ଣଙ୍କୁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି । ର।ମକୃଷ୍ଣ ଜନତ। ଦଳ, ଜନତ। ପ।ର୍ଟି ଓ ବିଜୁ ଜନତ। ଆଦି ଦଳରୁ […]
ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ଇସ୍ତଫା ଦାବି କରିଛି ବିଜେପି
Published On
By Samaya Live
ଭୁବନେଶ୍ୱର:ଡିସେମ୍ବର ୧୬: ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ପିଏସଓ ଏବଂ ଘନିଷ୍ଠ ସହଯୋଗୀ ଚିତରଂଜନ ପଲ।ଇଙ୍କ ମୃତ୍ୟୁକୁ ନେଇ ମଙ୍ଗଳବ।ର ଦିନ ର।ଜ୍ୟ ଯୋଜନ। ବୋର୍ଡ ଉପ।ଧ୍ୟକ୍ଷ ତଥ। ବିଜେଡି ନେତ। ସଞ୍ଜୟ ଦ।ସ ବର୍ମ।ଙ୍କ ଇସ୍ତଫ। ଦ।ବି କରିଛି ବିଜେପି । ଶନିବ।ର ର।ତିରୁ ନିଖୋଜ ଥିବ। ପଲ।ଇଙ୍କ ମୃତଦେହ ସୋମବ।ର ମିଳିଥିଲ।। ତ।ଙ୍କ ଶରୀରରେ ବ।ହ୍ୟ ଆଘ।ତ ଚିହ୍ନ ଥିବ। ପୁରୀ ସଦର ପୋଲିସ କହିଛି। ଏନେଇ ହତ୍ୟା ମାମଲା ରୁଜୁ କରିବା […]
ଦରଦ।ମ ଓ ବେକ।ରୀ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୯: ବ।ଇକ୍ ର।ଲି କରୁଛି ବିଜେଡି । ଦରଦ।ମ ଏବଂ ବେକ।ରୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି । ଦଳର ଯୁବ, ଛ।ତ୍ର, ମହିଳ। ଶ।ଖ। ପକ୍ଷରୁ ଏକ ବିଶ।ଳ ଶୋଭ।ଯ।ତ୍ର।ର ଆୟୋଜନ ହୋଇଛି । ଭୁବନେଶ୍ୱର ପ।ୱ।ର ହ।ଉସ ଛକ ନିକଟରେ ବିଜୁ ଛ।ତ୍ର ଜନତ। ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବ।ଦରେ ଗଣଧ।ରଣ। ଦିଆଯ।ଉଛି । ସେପଟେ, ଆଜି ବିଧ।ନସଭ। ଘେର।ଉ […]
ଅଣ୍ଡାମାଡ ରାଜନୀତିକୁ ନେଇ ବର୍ଷିଲେ ଜୟ ନାରାୟଣ
Published On
By Samaya Live
ପୁରୀ: ଡିସେମ୍ବର ୦୨: ଥମୁନି ଅଣ୍ଡାମାଡ ରାଜନୀତି। ନେତାମନ୍ତ୍ରୀଙ୍କୁ ଅଣ୍ଡାମାଡ ଘଟଣାରେ ମୁହାଁମୁହିଁ ବିଜେପି-ବିଜେଡି। ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆହ୍ୱାନ ପରେ ପ୍ରଣବଙ୍କ ଟ୍ୱିଟର ଜବାବ ରଖିଛନ୍ତି ଜୟନାରାୟଣ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟୁଇଟର ଜବାବରେ ବର୍ଷିଛନ୍ତି ଜୟ ନାରାୟଣ। ଓଡିଶାର ବଡ ଠାକୁର ଜଗର୍ନ୍ନାଥଙ୍କ ବିଶ୍ୱାସ, ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦର ଷଡଯନ୍ତ୍ର, ରନିଭଣ୍ଡାର ଚାବି ନେଇ ସନ୍ଦେହ ଓ ମମିତା ହତ୍ୟା ମାମଲାକୁ ନେଇ […]
ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଲେ ସାଂସଦ ଅପରଜିତା ଷଡ଼ଙ୍ଗୀ
Published On
By Samaya Live
ଭୁବନେଶ୍ୱର ନଭମ୍ବେର ୨୬: ‘ମୁଁ ସୁରକ୍ଷିତ ନୁହେଁ । ମୋତେ ସୁରକ୍ଷା ଦରକାର’ ଏମିତି କହିଛନ୍ତି ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗୁରୁବାର ଦିନ ତାଙ୍କ ଉପରେ ହୋଇଥିବା ରାଜନୈତିକ ହିଂସା ପରେ ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଏହିପରି ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ସେ ଆହୁରୀ କହିଛନ୍ତି ଯେ, ରାଜ୍ୟର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଏହିଭଳି ଘଟଣା ଲାଗି ଦାୟୀ । ପଶ୍ଚିମବଙ୍ଗର ଟିଏମସି ପଥରେ ରାଜ୍ୟ ସରକାର […]
ଆଜି ପିପିଲି ଉପନିର୍ବାଚନ ପ୍ରଚାରର ଶେଷ ଦିନ
Published On
By Samaya Live
ଭୁବନେଶ୍ୱର : ସେପ୍ଟେମ୍ବର ୨୭: ଆଜି ସନ୍ଧ୍ୟାରେ ପିପିଲି ଉପନିର୍ବାଚନର ପ୍ରଚାର ଶେଷ ହେଉଛି । ବର୍ଷା ଓ ପବନକୁ ଖାତିର ନକରି ତିନି ଦଳର ପାର୍ଥୀ ଓ ସମର୍ଥକମାନେ ଜୋର୍ଦାର ପ୍ରଚାରରେ ଲାଗି ପଡ଼ିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର୍ ପ୍ରଚାରକ ବିଭିନ୍ନ ପଞ୍ଚାୟତ ବୁଲି ବୁଲି ସଭା କରି ପ୍ରଚାର କରୁଥିବା ଦେଖାଯାଇଛି । ବିଜେଡି ପକ୍ଷରୁ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପକ୍ଷରୁ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ […]
ହତାଶ ବିଜେପି କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ: ବିଜେଡ଼ି ମୁଖପାତ୍ର
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୩୦: ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋସିାହିତ ହୋଇପଡିଛନ୍ତି । ସେମାନଙ୍କୁ ଉସିାହିତ କରିବା ପାଇଁ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି ରହିବା ସକାଶେ ଅତି ମାମୁଲି ପ୍ରସଙ୍ଗ ଉଠାଉଛି । ଯାହା ରାଜନୈତିକ ଦୃଷ୍ଟି କୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି ଆଜି ଏକ ଗଣମାଧ୍ୟମ ସାକ୍ଷାତକାରରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି […]
୧୫ ଜଣଙ୍କୁ ବରିଷ୍ଠ ନେତାଙ୍କୁ ବିଜେଡି ସାଧାରଣ ସମ୍ପାଦକ ପଦ
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୯:ବିଜେଡିର ୧୫ଜଣ ବରିଷ୍ଠ ନେତାଙ୍କୁ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରାଯାଇଛି । ଦଳରେ ବରିଷ୍ଠ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଭଳି ପଦବୀ ସୃଷ୍ଟି ହୋଇଛି । ଆଜି ଏହି କ୍ରମରେ ୧୫ଜଣ ଦଳୀୟ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରାଯିବା ସହ ବିଭିନ୍ନ କ୍ଷେତ୍ର(ୱିଙ୍ଗ)ର ଇନଚାର୍ଜ ମଧ୍ୟ […]
ବିଜେଡିର ନୂଆ ପଦାଧିକାରୀ ନିଯୁକ୍ତ; ୮ ବରିଷ୍ଠଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୦୧:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଆଠଜଣ ବରିଷ୍ଠ ଉପସଭାପତି ଓ ୯ଜଣ ଉପସଭାପତିଙ୍କୁ ନିଯୁକ୍ତି ମିଳିଛି । ପ୍ରଥମ ଥର ଲାଗି ନବନିଯୁକ୍ତ ୯ ଉପସଭାପତିଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏଥିସହ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି । ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ […]
ସରିଲା ରାଜ୍ୟସଭା ନିର୍ବାଚନ; ତଥାପି ଆଞ୍ଚଳିକ ଦଳ ଉପରେ ଭରସା କରିବେ ମୋଦି
Published On
By Samaya Live
ଭୁବନେଶ୍ୱର : ଜୁନ ୨୦:ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି । ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ୮ଟି ଆସନରେ ବିଜୟୀ ହୋଇଛି । ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ । ଏବେ ମୋଟ ୧୦ରାଜ୍ୟର ୨୪ଟି ଆସନରୁ ବିଜେପି ୧୧ ଆସନରେ ବିଜୟୀ ହୋଇଛି । ନବନିର୍ବାଚିତ ସଦସ୍ୟଙ୍କୁ ମିଶାଇଲେ ଉଚ୍ଚ ସଦନରେ ଏନ୍ଡିଏରେ ସାଂସଦ ସଂଖ୍ୟା ଆସି ୧୦୧ ହୋଇଛି । ପୂର୍ବରୁ ୯୦ଜଣ ଥିଲେ ମାତ୍ର […]

