Corona Virus
ସ୍ୱାସ୍ଥ 

କଡ଼ ଲେଉଟାଇଲାଣି କରୋନା,ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କଡ଼ ଲେଉଟାଇଲାଣି କରୋନା,ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଅନେକ ଦିନ ଧରି ସଂକ୍ରମଣ ନିୟନ୍ତ୍ରଣ ରେ ଥିବାବେଳେ ଏବେ ପୁଣି ଦୈନିକ ଚି଼ହାତ ହେଉଛନ୍ତି ସଂକ୍ରମିତ I ଦେଶରେ ଗତ ୧ ସପ୍ତାହ ଧରି ଲାଗାତାର ୩ ହଜାର ଉପରେ ଦୈନିକ ସଂକ୍ରମଣ। ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା […]
Read More...
ଦେଶ- ବିଦେଶ 

୧୪୦ ଦିନରେ ଦେଶରେ ସର୍ବାଧିକ କରୋନା ସଂକ୍ରମଣ

୧୪୦ ଦିନରେ ଦେଶରେ ସର୍ବାଧିକ କରୋନା ସଂକ୍ରମଣ ନୂଆଦିଲ୍ଳୀ, ୨୩/୩ : ‌ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ପୁଣି ଦେଶରେ ଦୈନିକ ସଂକ୍ରମଣ ୧ ହଜାର ଟପିଯାଇଛି। ଦେଶରେ ଆଜି ୧୩୦୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୪୦ ଦିନରେ ଏହା ସର୍ବାଧିକ। ଅନ୍ୟପକ୍ଷେ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ, ଗୁଜରାଟ ଏବଂ ମହାରା‌ଷ୍ଟ୍ରରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୧.୪୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୧.୦୮ ପ୍ରତିଶତ। ସକ୍ରିୟ ମାମଲା […]
Read More...
ଦେଶ- ବିଦେଶ 

ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୫, ୭୫୪ ସଂକ୍ରମିତ ଚିହ୍ନଟ ଓ ୪୭ ମୃତ

ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୫, ୭୫୪ ସଂକ୍ରମିତ ଚିହ୍ନଟ ଓ ୪୭ ମୃତ ଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ୭୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୪୩ ଲକ୍ଷ ୧୪ ହଜାର ୬୧୮ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । କର୍ଣ୍ଣାଟକରେ ସର୍ବାଧିକ ୨ , ୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ମହାରାଷ୍ଟ୍ରରେ ୨, ୨୪୬, ଦିଲ୍ଲୀରେ ୧, ୯୬୪ ଓ କେରଳରେ ୧, ୨୩୯ […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୨୧ ହଜାରରୁ ଅଧିକ ଦୈନିକ କରୋନ ସଂକ୍ରମିତ ଚିହ୍ନଟ ଓ ୬୭ ମୃତ

୨୪ ଘଣ୍ଟାରେ ଦେଶରେ ୨୧ ହଜାରରୁ ଅଧିକ ଦୈନିକ କରୋନ ସଂକ୍ରମିତ ଚିହ୍ନଟ ଓ ୬୭ ମୃତ ଦିଲ୍ଲୀ: ଜୁଲାଇ ୨୩ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ହଜାର ୪୧୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୮ ଲକ୍ଷ ୬୮ ହଜାର ୪୭୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୨ , ୫୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ କେରଳରେ ୨, ୪୭୭ ଓ ତାମିଲନାଡୁରେ ୨,୦୩୩ ଜଣ […]
Read More...
ଦେଶ- ବିଦେଶ 

ବଢ଼ିଲାଣି ଦେଶର କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୨୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ୪୫ ମୃତ

ବଢ଼ିଲାଣି ଦେଶର କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୨୧ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ୪୫ ମୃତ ଦିଲ୍ଲୀ: ଜୁଲାଇ ୨୧ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୮ ଲକ୍ଷ ୨୫ ହଜାର ୧୮୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । କେରଳରେ ସର୍ବାଧିକ ୨ , ୬୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ପଶ୍ଚିମବଙ୍ଗରେ ୨, ୪୫୫ ଓ ମହାରାଷ୍ଟ୍ରରେ ୨, ୩୨୫ଜଣ […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧୬ ହଜାରରୁ ଅଧିକ ଦୈନିକ କରୋନ ସଂକ୍ରମିତ ଚିହ୍ନଟ ଓ ୫୧ ମୃତ

୨୪ ଘଣ୍ଟାରେ ଦେଶରେ ୧୬ ହଜାରରୁ ଅଧିକ ଦୈନିକ କରୋନ ସଂକ୍ରମିତ ଚିହ୍ନଟ ଓ ୫୧ ମୃତ ଦିଲ୍ଲୀ: ଜୁଲାଇ ୧୮ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୯୩୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୭ ଲକ୍ଷ ୬୭ ହଜାର ୫୩୪ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । କେରଳରେ ସର୍ବାଧିକ ୨ , ୬୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ତାମିଲନାଡ଼ୁରେ ୨, ୩୧୬ ଓ ମହାରାଷ୍ଟ୍ରରେ ୨,୧୮୬ ଜଣ […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାରକୁ ପାର୍‌

୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାରକୁ ପାର୍‌ ଦିଲ୍ଲୀ: ଜୁଲାଇ ୧୩ : ଦେଶବାସୀଙ୍କୁ ପୁଣି ଡରାଇଲାଣି କରୋନା । କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଲାଗୁଛି । ଯାହା ଏକ ଚିନ୍ତାଜନକ କଥା । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୬ ଲକ୍ଷ ୬୯ ହଜାର […]
Read More...
ଦେଶ- ବିଦେଶ 

ବଢ଼ୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ଓ ୨୪ ମୃତ

ବଢ଼ୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ଓ ୨୪ ମୃତ ଦିଲ୍ଲୀ: ଜୁଲାଇ ୦୪: ୨୪ ଦେଶରେ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୧୩୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୫ ଲକ୍ଷ ୧୮ ହଜାର ୫୬୪ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । କରେଳରେ ସର୍ବାଧିକ ୩, ୬୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ମହାରାଷ୍ଟ୍ରରେ ୨, ୯୬୨ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ […]
Read More...
ଦେଶ- ବିଦେଶ 

ସ୍ଥିର ରହିଛି ଦେଶର କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୧୨ ହଜାରରୁ ଅଧିକ ସଂକ୍ରମିତ

ସ୍ଥିର ରହିଛି ଦେଶର କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୧୨ ହଜାରରୁ ଅଧିକ ସଂକ୍ରମିତ ଦିଲ୍ଲୀ: ଜୁନ୍‌ ୨୨ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ହଜାର ୨୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୩ ଲକ୍ଷ ୩୧ ହଜାର ୬୪୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୩ ହଜାର ୬୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ କେରଳରେ ୨ ହଜାର ୬୦୯ଜଣ ଚିହ୍ନଟ ହୋଇଛନ୍ତି । […]
Read More...
ଦେଶ- ବିଦେଶ 

ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ: ହୋଇପାରେ ସଟ୍‌ଡାଉନ୍‌

ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ: ହୋଇପାରେ ସଟ୍‌ଡାଉନ୍‌ ଦିଲ୍ଲୀ: ଜୁନ୍‌ ୧୮ : ଦେଶରେ କରୋନ ସଂକ୍ରମଣ ଦିନକୁ ଦିନ ବଢ଼ିଲାଣି । ଯଦି ଏହିପରି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଏ, ତେବେ ଦେଶରେ ପୁଣି ଥରେ ସଟ୍‌ଡାଉନ୍‌ କାର୍ଯ୍ୟକାରୀ ହେବ ବୋଲି ଚର୍ଚ୍ଚା ହେଉଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୨୧୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ […]
Read More...
ଦେଶ- ବିଦେଶ 

ବଢ଼ୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାରକୁ ପାର୍‌, ୭ ମୃତ

ବଢ଼ୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାରକୁ ପାର୍‌, ୭ ମୃତ ଦିଲ୍ଲୀ: ଜୁନ୍‌ ୦୮ : ଧୀରେ ଧୀରେ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ନଜର ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୨୩୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୧ ଲକ୍ଷ ୯୦ ହଜାର ୨୮୨ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୨୮ […]
Read More...
ଦେଶ- ବିଦେଶ 

ଥମୁନି କରୋନା ସଂକ୍ରମଣ: ଆଜି ଦେଶରେ ୩,୭୧୪ ନୂଆ ସଂକ୍ରମିତ ଚିହ୍ନଟ

ଥମୁନି କରୋନା ସଂକ୍ରମଣ: ଆଜି ଦେଶରେ ୩,୭୧୪ ନୂଆ ସଂକ୍ରମିତ ଚିହ୍ନଟ ଦିଲ୍ଲୀ: ଜୁନ୍‌ ୦୭ : ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦେଖି ପୁଣି କେତେକ ରାଜ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଗଲାଣି । ଆଜିର ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୭୧୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୧ ଲକ୍ଷ ୮୫ ହଜାର ୪୯ ଜଣ କରୋନାରେ ସଂକ୍ରମିତ […]
Read More...

Advertisement