boudh headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଜୋର ଧରିଛି ବୌଦ୍ଧରେ କ୍ରସର ବିରୋଧି ଆନ୍ଦୋଳନ : ଆନ୍ଦୋଳନକାରୀ-ଜିଲ୍ଲାପ୍ରଶାସନ ଆଲୋଚନା ବିଫଳ
Published On
By Samaya Live
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଆନ୍ଦୋଳନ ଜୋର ଧରିଛି। ମାର୍ଗଶୀର ମାସ ଗୁରୁବାର ଥିବାରୁ ଧାରଣାରେ ସାମିଲଥିବା ମହିଳାମାନେ ଲକ୍ଷ୍ମୀପୁରାଣ ପଠନ କରିଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ ଏବଂ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିନିଧି ଆସିଥିବା ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ବୁଝେଇବା ସହିତ ଆନ୍ଦୋଳନକୁ ବନ୍ଦ […]
ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ
Published On
By Samaya Live
ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ ତଥା ସ୍ପେସାଲ ଜଜ୍ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହିତ ଏକ ଲକ୍ଷ ଟଙ୍କା ଜରିମାନା ରାୟ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୦.୧୧.୨୧ ତାରିଖରେ ବୌଦ୍ଧ ଅବକାରୀ ବିଭାଗ କର୍ମଚାରୀମାନେ ସକାଳେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ପ୍ରହରା କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ଖବର ପାଇଲେ ଯେ, ଜହ୍ନାପଙ୍କ […]
ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଉଛି କୁଚିଆ ମଦ କାରବାର
Published On
By Samaya Live
ବୌଦ୍ଧ: ବୌଦ୍ଧ ଏକ କୃଷିପ୍ରଧାନ ଜିଲ୍ଲା ଅଟେ । ଜିଲ୍ଲାର ୮୦ ପ୍ରତିଶତ ଲୋକ ଚାଷ ଓ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ଜିଲ୍ଲା ୩ ଗୋଟି ବ୍ଳକ ଓ ଗୋଟିଏ ଏନଏସିକୁ ନେଇ ଗଠିତ । ଜିଲ୍ଲାଟି ରାଜ୍ୟ ଭୌଗୋଳିକ ମାନଚିତ୍ରରେ ମଧ୍ୟସ୍ଥଳରେ ଅବସ୍ଥିତ ହୋଇଥିବା ବେଳେ କି;ୁ ଜିଲ୍ଲାରେ ବର୍ତ୍ତମାନ ମଦ ଓ ଗଂଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ୱ ଦେଶୀମଦ […]
ବୌଦ୍ଧ : ୫୯୬୦ ହେକଫର ଜମିରେ ହେବ ଖରିଫ ଧାନ ଚାଷ
Published On
By Samaya Live
ବୌଦ୍ଧ : ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ହେଉଛି ଜିଲ୍ଲାବାସୀଙ୍କ ମୂଖ୍ୟପେସା । ଶିଳ୍ପ ବିହିନ ବୌଦ୍ଧଜିଲ୍ଲାରେ ଚାଷୀ ଧାନ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ କରି ଦି ପଇସା ରୋଜଗାର କରି ପରିବାର ଚଳାଇଥାନ୍ତି । ଜିଲ୍ଲାର ଚାଷୀମାନେ ଚାଷ ପାଇଁ ସାଧାରଣତଃ ମୈାସୁମୀ ବର୍ଷା ଉପରେ […]
୨ ଦନ୍ତାହାତୀ ମୃତୁ୍ୟ ଘଟଣାରେ ବୌଦ୍ଧ ରେଞ୍ଜର ନିଲମ୍ବିତ
Published On
By Samaya Live
ବୌଦ୍ଧ : ନିକଟରୁ ବୌଦ୍ଧ ରେଞ୍ଜ୍ ବଘିଆପଡ଼ାରଳ ସେକ୍ସନ ଅଞ୍ଚଳରେ ଦୁଇଟି ଦାନ୍ତବିହୀନ ଦନ୍ତାହାତୀଙ୍କ ମୃତ ଦେହ ଠାବ ହୋଇଥିଲା । ଏନେଇ ଖବର ଚାରିଆଡ଼େ ପ୍ରଚାର ହେବା ପରେ ବନ ବିଭାଗ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିପାଇଁ ବୌଦ୍ଧ ରେଞ୍ଜର ପ୍ରଦୀପ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଦୀପ ବେହେରାଙ୍କୁ ନିଲମ୍ବନ କରିଛି । ସୂଚନା ଅନୁଯାୟୀ, ବୌଦ୍ଧ ରେଞ୍ଜ […]
ବୌଦ୍ଧ ଜିଲ୍ଲାପାଳଙ୍କ ନକଲି ହ୍ୱାଟସଆପ୍ ଖୋଲି ଟଙ୍କା ଆଦାୟ ଉଦ୍ୟମ
Published On
By Samaya Live
ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ହ୍ୱାଟଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ, ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବର (୭୨୨୩୮୭୦୧୯୬) ରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ ଯାଇଥିଲା । ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବାବେଳେ ତିନିବର୍ଷ ଜିଲ୍ଲାରେ ଜିଲ୍ଲାପାଳ ଭାବରେ […]
ଡ୍ରାଇଭର ମହାସଂଘ ପକ୍ଷରୁ ବୌଦ୍ଧରେ ଚକାବନ୍ଦ ଆନ୍ଦୋଳନ
Published On
By Samaya Live
ବୌଦ୍ଧ : ବୌଦ୍ଧ ଜିଲାରେ ଡା୍ରଇଭର ମହାସଂଘ ପକ୍ଷରୁ ଦିନ ଚକାବନ୍ଦ ଆନ୍ଦୋଳନ କରିଛନ୍ତି । ସଂଘର ଜିଲା ସଭାପତି ବିପିନ ବିହାରୀ ବ୍ରହ୍ମାଙ୍କ ନେତୃତ୍ୱରେ ଡ୍ରାଇଭରମାନେ ଗୁରୁବାର ସକାଳ ୬ଟା ଠାରୁ ଜିଲ୍ଲାର ବିଭନ୍ନ ସ୍ଥାନରେ ଚକାବନ୍ଦ ଆନ୍ଦୋଳନ କରିଥିଲେ । କିଛି ଦିନ ତଳେ ଡା୍ରଇଭର ମାନଙ୍କ ବିଭିନ୍ନ ଦାବୀ ନେଇ ମହାସଂଘ ପକ୍ଷରୁ ରାଜଧାନୀରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ସରକାର ଏହାର କିଛି ପଦକ୍ଷେପ ଗ୍ରହଣ କରିନଥିଲେ […]
ପୋଖରୀରୁ ମିଳୁଥିବା ଶାମୁକାରୁ ମିଳୁଛି ଦେବାଦେବୀଙ୍କ ମୂର୍ତ୍ତି !
Published On
By Samaya Live
ବୌଦ୍ଧ : ବୌଦ୍ଧ ସହରର ବାପୁଜୀନଗରସ୍ଥିତ ଏକ ପୋଖରୀରୁ ମିଳୁଥିବା ଶାମୁକା ମଧ୍ୟରୁ ବିଭିନ୍ନ ଧର୍ମର ଦେବାଦେବୀଙ୍କ ମୂର୍ତ୍ତି ମିଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଛୋଟପିଲା ଗ୍ରାମ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ଉତ୍ସୁକତା ବଶତଃ ଜଣେ ପିଲା ପୋଖରୀରେ ପଡିଥିବା ଶାମୁକା ଉଠାଇ ଖୋଲିଥିଲେ । ଶାମୁକା ଭିତରେ ଗଣେଶଙ୍କ ପ୍ରତିକୃତି ଦେଖି ଏହି କଥା ଅନ୍ୟ ସାଙ୍ଗମାନଙ୍କୁ ଜଣାଇବା ପରେ ସବୁ ସାଙ୍ଗ ମିଶି ପଡିଥିବା ଶାମୁକା ସବୁ ଉଠାଇ ଖୋଲିବାକୁ […]

