UP Assembly election 2022
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଯୋଗୀଙ୍କ ସହିତ ଲଢ଼ିବେ ଚନ୍ଦ୍ରଶେଖର ଆଜାଦ୍
Published On
By Samaya Live
ଲକ୍ଷ୍ନୌ: ଜାନୁଆରୀ ୨୦: ୟୁପି ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତି ମାହୋଲ ସେତେ ଗରମ ହେଉଛି । ୟୁପି ବିଧାନସଭା ନିର୍ବାଚନରେ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ଆଜାଦ ସମାଜ ଦଳର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ ଲଢ଼ିବେ ବୋଲି ଘୋଷଣା ହୋଇଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ନିମନ୍ତେ ଜାନୁଆରୀ ୧୮ ତାରିଖ ଦିନ ଆଜାଦ ସମାଜ ଦଳ ପ୍ରଥମ ୩୩ଜଣ ପ୍ରାର୍ଥୀଙ୍କ ନାମ […]
ବିଜେପିରେ ମିଶିଲେ ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା
Published On
By Samaya Live
ଲକ୍ଷ୍ନୌ: ଜାନୁଆରୀ ୧୯: ୟୁପି ନିର୍ବାଚନ ହେବା ପୂର୍ବରୁ ମୁଖ୍ୟ ରାଜନୈତିକ ଦଳରେ ଏକ ବଡ଼ ଧରଣ ଅଦଳବଦଳ ହୋଇଛି । ସମାଜବାଦୀ ଦଳର ଜଣେ ଲୋକପ୍ରିୟ ନେତ୍ରୀ ଶାସକ ଦଳ ବିଜେପିରେ ମିଶିଛନ୍ତି । ଫଳରେ ୟୁପି ନିର୍ବାଚନ ପୂର୍ବରୁ ବିଜେପି ଶକ୍ତିଶାଳୀ ହୋଇ ଉଠିଛି । ସୂଚନା ଅନୁସାରେ, ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ମିଶିଛନ୍ତି । ଅପର୍ଣ୍ଣା ହେଉଛନ୍ତି, ସମାଜବାଦୀ ଦଳର ମୁଖ୍ୟନେତା ଅଖିଳେଶ ଯାଦବଙ୍କ […]
ଅଖିଳେଶଙ୍କ ପାଇଁ ପ୍ରଚାର ମଦାନକୁ ଓହ୍ଲାଇବେ ମମତା
Published On
By Samaya Live
ଲକ୍ଷ୍ନୌ: ଜାନୁଆରୀ୧୮: ୟୁପି ବିଧ।ନସଭ। ନିର୍ବ।ଚନରେ ସମ।ଜବ।ଦୀ ପ।ର୍ଟିକୁ ମିଳିଛି ତୃଣମୂଳ କଂଗ୍ରେସର ସମର୍ଥନ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଏଥର ସମ।ଜବ।ଦୀ ପ।ର୍ଟି ମୁଖ୍ୟ ଅଖିଳେଶ ଯ।ଦବଙ୍କ ପ।ଇଁ ପ୍ରଚ।ର କରିବେ। ଫେବୃଆରୀ ୮ରେ ମମତ। ଲକ୍ଷ୍ନୌରେ ସପ।ର ଏକ ଭର୍ଚୁଆଲ ର।ଲିକୁ ସମ୍ବୋଧିତ କରିବା ସହ ବ।ରଣ।ସୀରେ ମଧ୍ୟ ପ୍ରଚ।ର କରିବେ। ପୂର୍ବରୁ ଟିଏମସି ଏବଂ ସପ।ର ସାର୍ବଜନୀନ ରାଲି ପ୍ଲାନକୁ କରୋନା ପାଇଁ ନିର୍ବାଚନ କମିସନର ମନା କରିବା ପରେ ଏପରି ନିଷ୍ପକତ୍ତି […]
୩୦୦ ଯୁନିଟ୍ ବିଜୁଳି ମିଳିବ ମାଗଣା: ସମାଜବାଦୀ ପାର୍ଟି
Published On
By Samaya Live
ଉତ୍ତରପ୍ରଦେଶ: ଜାନୁଆରୀ ୧୮: ୟୁପି ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୈତିକ ଦଳ ମଧ୍ୟରେ କସରତ ଚାଲିଲାଣି । ଭୋଟରଙ୍କୁ ଆକର୍ଷିକ କରିବା ପାଇଁ ବିଭିନ୍ନ ଦଳ ନିଜ ନିଜର ଚେଷ୍ଟା ଚଲାଉଛନ୍ତି । ଏହାରି ମଧ୍ୟରେ ସମାଜବାଦୀ ଦଳର ମୁଖ୍ୟ ଅଖିଳେଶ ଯାଦବ ଆଜି ଏକ ପ୍ରେସ୍ ମିଟିଂ ଡକାଇଛନ୍ତି । ସେହି ମିଟିଂରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସମାଜବାଦୀ ଦଳ ଶାସନରେ ଆସିଲେ, ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଯିବ ସେ […]
ସମାଜବାଦୀ ଲଞ୍ଚ କଲା ଦଳୀୟ ଅତର
Published On
By Samaya Live
ଉତ୍ତରପ୍ରଦେଶ: ନଭେମ୍ବର ୦୯: ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ସକାଶେ ଉତ୍ତର ପ୍ରଦେଶରେ ଜୋର୍ଦାର ପ୍ରଚାର କାର୍ଯ୍ୟ ଚାଲିଛି । ରାଜନୈତିକ ଦଳମାନେ ଭଳିକି ଭଳି ଶୈଳୀ ଆପଣେଇ ଭୋଟରମାନଙ୍କ ଆକୃଷ୍ଟ କରିବା ପାଇ ନିଜ ନିଜର ଚେଷ୍ଟା ଚଲାଇଛନ୍ତି । ଏହାରି ଭିତରେ ସମାଜବାଦୀ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ଏକ ଦଳୀୟ ପରଫୁ୍ୟମ ବା ଅତର ଲଞ୍ଚ କରିଛନ୍ତି । ସେହି ଅତରକୁ ସପାର ଦଳୀୟ ନେତା ପୁଷ୍ପରାଜ […]

