ଅଖିଳେଶଙ୍କ ପାଇଁ ପ୍ରଚାର ମଦାନକୁ ଓହ୍ଲାଇବେ ମମତା

ଲକ୍ଷ୍ନୌ: ଜାନୁଆରୀ୧୮: ୟୁପି ବିଧ।ନସଭ। ନିର୍ବ।ଚନରେ ସମ।ଜବ।ଦୀ ପ।ର୍ଟିକୁ ମିଳିଛି ତୃଣମୂଳ କଂଗ୍ରେସର ସମର୍ଥନ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଏଥର ସମ।ଜବ।ଦୀ ପ।ର୍ଟି ମୁଖ୍ୟ ଅଖିଳେଶ ଯ।ଦବଙ୍କ ପ।ଇଁ ପ୍ରଚ।ର କରିବେ। ଫେବୃଆରୀ ୮ରେ ମମତ। ଲକ୍ଷ୍ନୌରେ ସପ।ର ଏକ ଭର୍ଚୁଆଲ ର।ଲିକୁ ସମ୍ବୋଧିତ କରିବା ସହ ବ।ରଣ।ସୀରେ ମଧ୍ୟ ପ୍ରଚ।ର କରିବେ। ପୂର୍ବରୁ ଟିଏମସି ଏବଂ ସପ।ର ସାର୍ବଜନୀନ ରାଲି ପ୍ଲାନକୁ କରୋନା ପାଇଁ ନିର୍ବାଚନ କମିସନର ମନା କରିବା ପରେ ଏପରି ନିଷ୍ପକତ୍ତି […]

Samaya Live Picture
Published On

ଲକ୍ଷ୍ନୌ: ଜାନୁଆରୀ୧୮: ୟୁପି ବିଧ।ନସଭ। ନିର୍ବ।ଚନରେ ସମ।ଜବ।ଦୀ ପ।ର୍ଟିକୁ ମିଳିଛି ତୃଣମୂଳ କଂଗ୍ରେସର ସମର୍ଥନ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଏଥର ସମ।ଜବ।ଦୀ ପ।ର୍ଟି ମୁଖ୍ୟ ଅଖିଳେଶ ଯ।ଦବଙ୍କ ପ।ଇଁ ପ୍ରଚ।ର କରିବେ। ଫେବୃଆରୀ ୮ରେ ମମତ। ଲକ୍ଷ୍ନୌରେ ସପ।ର ଏକ ଭର୍ଚୁଆଲ ର।ଲିକୁ ସମ୍ବୋଧିତ କରିବା ସହ ବ।ରଣ।ସୀରେ ମଧ୍ୟ ପ୍ରଚ।ର କରିବେ।

ପୂର୍ବରୁ ଟିଏମସି ଏବଂ ସପ।ର ସାର୍ବଜନୀନ ରାଲି ପ୍ଲାନକୁ କରୋନା ପାଇଁ ନିର୍ବାଚନ କମିସନର ମନା କରିବା ପରେ ଏପରି ନିଷ୍ପକତ୍ତି ନେଇଛି ଦଳ। ତେବେ ନିର୍ବାଚନ ବୈତରଣୀକୁ ପାର କରିବା ପାଇଁ ବିଭିନ୍ନ ଦଳ ବିଭିନ୍ନ ଚେଷ୍ଟା ଜାରି ରଖିଛନ୍ତି। ଏପରି ସ୍ଥିତିରେ ମମତାଙ୍କ ପ୍ରଚାର ଅଖିଳେଶଙ୍କୁ କେତେ ସାହାଯ୍ୟ କରିବ ତାହା ଆଗାମୀ ଦିନରେ ଜଣା ପଡିବ ବୋଲି କୁହାଯାଉଛି।