Rajya Sabha News 2022
ଦେଶ- ବିଦେଶ 

ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ୩ଟି ଓ ହରିୟାଣାରେ ୨ଟି ଆସନ ହାସଲ କଲା ବିଜେପି

ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ୩ଟି ଓ ହରିୟାଣାରେ ୨ଟି ଆସନ ହାସଲ କଲା ବିଜେପି ଦିଲ୍ଲୀ : ଜୁନ୍‌ ୧୧: ରାଜ୍ୟସଭା ନିର୍ବାଚନରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି । ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ୬ଟି ଆସନରୁ ବିଜେପି ୩ଟିରେ ହାସଲ କରିଛି । ବିଜେପିର ବିଜୟୀ ପ୍ରାର୍ଥୀମାନେ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟାଲ୍‌, ପୂର୍ବତନ ରାଜ୍ୟମନ୍ତ୍ରୀ ଅନୀଲ ବଣ୍ଡେ ଏବଂ ଧନଞ୍ଜୟ ମହାଦିକ । ତେବେ ବାକି ୩ଟି ଆସନରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ଦଳର ପାର୍ଥୀ ବିଜୟ ହୋଇଛନ୍ତି । ସେମାନେ ହେଲେ ଶିବସେନାର ସଞ୍ଜୟ ରାଉତ, […]
Read More...
ଦେଶ- ବିଦେଶ 

ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ଉଦୟପୁର ହୋଟେକୁ ସ୍ଥାନାନ୍ତର କରିବ ରାଜସ୍ଥାନ କଂଗ୍ରେସ

ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ଉଦୟପୁର ହୋଟେକୁ ସ୍ଥାନାନ୍ତର କରିବ ରାଜସ୍ଥାନ କଂଗ୍ରେସ ଜୟପୁର: ଜୁନ୍‌ ୦୨: ଜୁନ୍‌ ୧୦ ତାରିଖରେ ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ହେବ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜ୍ୟର ରାଜନୀତି ସେତେ ସରଗରମ ହୋଇଉଠୁଛି । ନିର୍ବାଚନରେ ବିଜୟ ହେବା ପାଇଁ ଦଳ ମଧ୍ୟରେ ଏବେ କସରତ ଚାଲିଛି । ଏହି ପରିପ୍ରେକ୍ଷୀରେ ବିଜେପି ବିରୋଧୀ ଦଳର ବିଧାୟକମାନଙ୍କୁ ପ୍ରଲୋଭନ ଖୋଇବା ଖବର ଶୁଣିବାକୁ ମିଳୁଛି । ପ୍ରଲୋଭନରେ ପଡ଼ିବାର ଆଶଙ୍କାକରି ରାଜସ୍ଥାନର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ଏକ ହୋଟେଲକୁ ସ୍ଥାନାନ୍ତର କରିବା ଲାଗି […]
Read More...
ଦେଶ- ବିଦେଶ 

ରାଜ୍ୟସଭା ଆସନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେପି

ରାଜ୍ୟସଭା ଆସନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେପି ନୂଆଦିଲ୍ଲୀ: ଜୁନ୍‌ ୦୧: ରାଜ୍ୟସଭାର ୫୭ଟି ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ ଏବେ ବିଜେପି ଜୋରସୋରରେ ଲାଗିପଡିଛି । ପ୍ରାର୍ଥୀ ଚୟନରେ କୂଟନୀତି ସହିତ ବିଜେପି, କଂଗ୍ରେସ ସହ ଅନ୍ୟ ଦଳ ମଧ୍ୟରେ ମତଭେଦ ମଧ୍ୟ ସାମ୍ନାକୁ ଆସୁଛି । ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୪ଟି ରାଜ୍ୟର ପ୍ରଭାରୀଙ୍କ ନାମ ଘୋଷଣା କରିଛି । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଜସ୍ଥାନର ଦାୟିତ୍ୱ ଦିଆଯାଇଥିବାବେଳେ ହରିୟାଣା ପାଇଁ ଗଜେନ୍ଦ୍ର ସିଂ ଶେଖାବତ, […]
Read More...
ଦେଶ- ବିଦେଶ 

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ମଉଳିଲା ପ୍ରଦୀପ ଓ ଚ୍ୟାଉପଟ୍ଟନାୟକଙ୍କ ଆଶା

ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ମଉଳିଲା ପ୍ରଦୀପ ଓ ଚ୍ୟାଉପଟ୍ଟନାୟକଙ୍କ ଆଶା ରାୟଗଡ଼ା: ମଇ ୩୦: ବିଜେଡି ପକ୍ଷରୁ ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପୂର୍ବରୁ ଦକ୍ଷିଣ ଓଡ଼ିଶାର ୨ ପ୍ରମୁଖ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ବିଦାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାମକୁ ନେଇ ଦଳୀୟ ମହଲରେ ଯେଉଁ ଆଲୋଚନା ଜାରି ରହିଥିଲା, ତାହାର ପୂର୍ଣ୍ଣଚ୍ଛେଦ ପଡିଛି । ୨୦୧୯ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ପ୍ରଦୀପ । ନବୀନ […]
Read More...
ଦେଶ- ବିଦେଶ 

ପ୍ରକାଶ ପାଇଲା ରାଜ୍ୟସଭା ବିଜ୍ଞପ୍ତି

ପ୍ରକାଶ ପାଇଲା ରାଜ୍ୟସଭା ବିଜ୍ଞପ୍ତି ଭୁବନେଶ୍ୱର: ମଇ ୨୬: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ୍‌ ୨ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାରୁ ରାଜ୍ୟସଭାକୁ କିଏ କିଏ ଯିବେ? ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ରେସରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି […]
Read More...
ଦେଶ- ବିଦେଶ 

ରାଜ୍ୟସଭା ପୂର୍ବରୁ ବିହାର ରାଜନୀତିରେ ହୋଇପାରେ ବଡ଼ ଧରଣର ଅଦଳବଦଳ: ବିଜେପି ଛାଡ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ

ରାଜ୍ୟସଭା ପୂର୍ବରୁ ବିହାର ରାଜନୀତିରେ ହୋଇପାରେ ବଡ଼ ଧରଣର ଅଦଳବଦଳ: ବିଜେପି ଛାଡ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ ପାଟନା : ମେ ୨୪: ଆସନ୍ତା ମାସରେ ରାଜ୍ୟସଭା ଓ ଜୁଲାଇ ମାସରେବିହାରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଯାଇପାରେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଖୁବ୍‌ ଶିଘ୍ର ବିଜେପି ଛାଡ଼ି ପୁଣି ଲାଲୁ ଯାଦବଙ୍କ ଆରଜେଡି ଦଳ ସହ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆସନ୍ତା ମାସରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିଲା ବେଳେ […]
Read More...
ଦେଶ- ବିଦେଶ 

ରାଜ୍ୟସଭା ଆଶନ ପାଇଁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା ଅଭିଯାନ

ରାଜ୍ୟସଭା ଆଶନ ପାଇଁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା ଅଭିଯାନ ଦିଲ୍ଲୀ : ମଇ ୨୪: ରାଜ୍ୟସଭା ର୍ନିବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା । ଏହା ମେ ୩୧ ତାରିଖ ଯାଏଁ ଜାରି ରହିବ । ଓଡିଶାର ଖାଲିଥିବା ୩ଟି ସିଟ୍‌ ପାଇଁ ବିଜେଡି ପାଖରେ ରହିଛି ଆବଶ୍ୟକ ବିଧାୟକ ସଂଖ୍ୟା । ତେଣୁ ନିଦ୍ୱର୍ନ୍ଦରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି । ତେବେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି । ଦଳର ସୁପ୍ରିମୋ […]
Read More...

Advertisement