ରାଜ୍ୟସଭା ଆଶନ ପାଇଁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା ଅଭିଯାନ

ଦିଲ୍ଲୀ : ମଇ ୨୪: ରାଜ୍ୟସଭା ର୍ନିବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା । ଏହା ମେ ୩୧ ତାରିଖ ଯାଏଁ ଜାରି ରହିବ । ଓଡିଶାର ଖାଲିଥିବା ୩ଟି ସିଟ୍‌ ପାଇଁ ବିଜେଡି ପାଖରେ ରହିଛି ଆବଶ୍ୟକ ବିଧାୟକ ସଂଖ୍ୟା । ତେଣୁ ନିଦ୍ୱର୍ନ୍ଦରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି । ତେବେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି । ଦଳର ସୁପ୍ରିମୋ […]

Samaya Live Picture
Published On

ଦିଲ୍ଲୀ : ମଇ ୨୪: ରାଜ୍ୟସଭା ର୍ନିବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା । ଏହା ମେ ୩୧ ତାରିଖ ଯାଏଁ ଜାରି ରହିବ । ଓଡିଶାର ଖାଲିଥିବା ୩ଟି ସିଟ୍‌ ପାଇଁ ବିଜେଡି ପାଖରେ ରହିଛି ଆବଶ୍ୟକ ବିଧାୟକ ସଂଖ୍ୟା । ତେଣୁ ନିଦ୍ୱର୍ନ୍ଦରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି । ତେବେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍‌ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ବ ର୍ନିବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବିଜେଡି ଏଥର ମଧ୍ୟ ଏକାଧିକ ମହିଳାଙ୍କୁ ରାଜ୍ୟ ସଭା ପଠାଇବେ ବୋଲି ଆଶା ରଖିଛନ୍ତି ବିଧାୟିକା ଉଷା ଦେବୀ ।