Rahul Gandhi
ଦେଶ- ବିଦେଶ 

ରାହୁଲ ଗାନ୍ଧୀଙ୍କ ବିହାର ଯାତ୍ରା ରୁଟରେ ସମସ୍ତ ଆସନରେ କଂଗ୍ରେସ ପଛରେ

ରାହୁଲ ଗାନ୍ଧୀଙ୍କ ବିହାର ଯାତ୍ରା ରୁଟରେ ସମସ୍ତ ଆସନରେ କଂଗ୍ରେସ ପଛରେ ପାଟନା : ବିହାର ନିର୍ବାଚନ ଫଳାଫଳ କେବଳ କଂଗ୍ରେସ ପାଇଁ ଏକ ଗମ୍ଭୀର ପରାଜୟ ନୁହେଁ ବରଂ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ ଝଟକା, ଯିଏ ଏହି ବର୍ଷ ଆରମ୍ଭରେ ଭୋଟରମାନଙ୍କୁ ବୁଝାଇବା ପାଇଁ କହିଥିଲେ ବିଜେପି ଭୋଟ ଚୋରି କରୁଛି। ଗାନ୍ଧୀ ଚଳିତ ବର୍ଷ ଅଗଷ୍ଟରେ ଭୋଟର ଅଧିକାର ଯାତ୍ରାରେ ବାହାରିଥିଲେ।   ଏହି...
Read More...
ଦେଶ- ବିଦେଶ 

ରାହୁଲଙ୍କ ପରେ ଇଡି କାର୍ଯ୍ୟାଳୟରେ ଏବେ ସୋନିଆଙ୍କ ପାଳି

ରାହୁଲଙ୍କ ପରେ ଇଡି କାର୍ଯ୍ୟାଳୟରେ ଏବେ ସୋନିଆଙ୍କ ପାଳି ନୂଆଦିଲ୍ଲୀ: ଜୁଲାଇ ୧୨: ଗାନ୍ଧୀ ପରିବାର ପଛରେ ଫୁଲ ଦମରେ ଲାଗି ପଡିଛି ଇଡି । ରାହୁଲଙ୍କ ପରେ ଏବେ ସୋନିଆଙ୍କୁ ଜେରା କରିବ ଇଡି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଜୁଲାଇ ୨୧ରେ ନ୍ୟାସନାଲ ହେରାଲï ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜରେ ହେବେ । ଘଟଣାରେ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲଗାତାର ତିନି ଦିନ ପର୍ଯ୍ୟନ୍ତ ଜେରା କରାଯାଇଥିଲା । ପ୍ରଥମ ଦିନ ୧୦ ଘଣ୍ଟାର […]
Read More...
ରାଜନୀତି  ଦେଶ- ବିଦେଶ 

ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ

ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ: ଜୁନ ୨୪: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । କୁହାଯାଉଛି ଯେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ବିରୋଧୀ ଦଳର ନେତାଙ୍କଠାରୁ ସମର୍ଥନ ଲୋଡିଥିଲେ । ଏହି ନେତାମାନେ ତାଙ୍କୁ କଣ ଆଶ୍ୱାସନା ଦେଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏହାରି ମଧ୍ୟରେ ଏବେ ଆଲୋଚନା ହେଉଛି […]
Read More...
ରାଜନୀତି  ଅପରାଧ 

ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ ନୂଆଦିଲ୍ଲୀ: ଜୁନ ୨୧: ନ୍ୟାସନାଲ ହେରାଲï ଆର୍ଥିକ ହେରଫେର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ପାଇଁ ତାଙ୍କୁ ସମନ କରାଯାଇଛି । ଏହା ପୂର୍ବରୁ ଗତ ସପ୍ତାହକ ମଧ୍ୟରେ ରାହୁଲ ଚାରି ଥର ଇଡି କାର୍ଯ୍ୟାଳୟକୁ ଆସି ଜେରାର ସମ୍ମୁଖୀନ ହୋଇଥିଲେ । ଗତ ୧୪, ୧୫,୧୬ ଓ ୨୦ ତାରିଖ ଚାରି ଦିନ ଧରି ଲଗାତାର ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନବାଣ କରିଥିଲା ଇଡି […]
Read More...
ରାଜନୀତି  ଦେଶ- ବିଦେଶ 

୯ ବିଧାୟକଙ୍କୁ ଦିଲ୍ଲୀରୁ କଂଗ୍ରେସ ସୁପ୍ରିମୋଙ୍କ ଡାକରା

୯ ବିଧାୟକଙ୍କୁ ଦିଲ୍ଲୀରୁ କଂଗ୍ରେସ ସୁପ୍ରିମୋଙ୍କ ଡାକରା ନୂଆଦିଲ୍ଲୀ: ଜୁନ୍‌ ୨୧:ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଏଆଇସିସି ପକ୍ଷରୁ ଡକରା ହୋଇଥିବା ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ଓଡ଼ିଶାର ୯ କଂଗ୍ରେସ ବିଧାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ରାହୁଲ, ସୋନିଆଙ୍କୁ ଇଡିର ନୋଟିସକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଛି । ଏଥିସହ ଦଳୀୟ ସଂଗଠନ ଉପରେ ଆଲୋଚନା ମଧ୍ୟ ହେବ ବୋଲି କହିଛନ୍ତି ତାରା […]
Read More...
ରାଜନୀତି 

ରାହୁଲଙ୍କ ଇଡିରେ ହାଜର ନେଇ ଚର୍ଚ୍ଚା

ରାହୁଲଙ୍କ ଇଡିରେ ହାଜର ନେଇ ଚର୍ଚ୍ଚା ନୂଆଦିଲ୍ଲୀ: ଜୁନ ୨୦: ଇଡି କାର୍ଯ୍ୟାଳୟରେ ପହଁଚିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲï ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଚତୁର୍ଥ ଥର ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ହାଜର ହୋଇଛନ୍ତି । ରାହୁଲଙ୍କୁ ପୂର୍ବରୁ ଏ ନେଇ ତିନି ରାଉଣ୍ଡ ପଚରାଉଚରା କରାଯାଇଛି । କି;ୁ ସେ କେନ୍ଦ୍ରୀୟ ଏଜେନ୍ସିକୁ ଏକ ଚିଠି ଲେଖି ସୋମବାର ପର୍ଯ୍ୟନ୍ତ ଇଡିରେ ହାଜର ହେବାକୁ ସ୍ଥଗିତ ରଖାଯାଉ ବୋଲି କହିଥିଲେ । କାରଣ […]
Read More...
ରାଜନୀତି 

ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ

ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ ନୂଆଦିଲ୍ଲୀ:ଜୁନ ୧୮: ପ୍ରଧାନମନ୍ତ୍ରୀ ସେନା ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଯୋଜନା ଅନୁସାରେ ଯୁବକଙ୍କୁ ସେନାରେ ୪ ବର୍ଷ ପ୍ରର୍ଯ୍ୟନ୍ତ ନିଯୁକ୍ତି ମିଳିବ । ପରେ ଏକ ନିଶ୍ଚିତ ପାଣ୍ଠି ପ୍ରଦାନ ପୂର୍ବକ ସେନାରୁ ସେମାନଙ୍କୁ ଅବସର ଦେଇ ଦିଆଯିବ ।ତେବେ ଏହି ଯୋଜନାକୁ ଏବେ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ରାଜନୈତିକ ଦଳମାନେ ମଧ୍ୟ ଯୁବକଙ୍କ ସମର୍ଥନରେ ବାହାରିଛନ୍ତି । ଏଥିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ […]
Read More...
ରାଜନୀତି  ଦେଶ- ବିଦେଶ 

ବର୍ତ୍ତମାନ ସୁଧା କରୋନା ଆକ୍ରାନ୍ତ ସୋନିଆ ଗାନ୍ଧୀ

ବର୍ତ୍ତମାନ ସୁଧା କରୋନା ଆକ୍ରାନ୍ତ ସୋନିଆ ଗାନ୍ଧୀ ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ବି କରୋନା ଭାଇରସ୍‌ ସଂକ୍ରମିତ । ତାଙ୍କର ସଦ୍ୟତମ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି । ନିର୍ଦ୍ଧାରିତ ସମୟରେ ତାଙ୍କର କରୋନା ଟେଷ୍ଟ କରାଯିବ, ସେ ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତ ମାସରେ କରୋନା ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମିତ ହେବା ପୂର୍ବରୁ ସୋନିଆ ଗାନ୍ଧୀ ମେ ମାସରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ […]
Read More...
ଦେଶ- ବିଦେଶ  ଅପରାଧ 

ଇଡିରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାନି ସମନ୍‌ ଜାରି

ଇଡିରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାନି ସମନ୍‌ ଜାରି ନୂଆଦିଲ୍ଲୀ: ଜୁନ ୩: ନ୍ୟାସନାଲ୍‌ ହେରାଲଡ ମାମଲାରେ ଜୁନ୍‌ ୧୩ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ସାନି ସମନ୍‌ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍‌ ୨ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ ତାଙ୍କ ପାଖକୁ ସମନ୍‌ ପଠାଯାଇଥିଲା । କି;ୁ, ବିଦେଶ ଗସ୍ତରେ ଥିବା ଦର୍ଶାଇ ସେ ଏଜେନ୍ସି ନିକଟରେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିଲେ । ଉଲ୍ଲେଖଯୋଗ୍ୟ, […]
Read More...
ଦେଶ- ବିଦେଶ 

ଇଡିରେ ହାଜର ହେବାକୁ ସମୟ ମାଗିଲେ ରାହୁଲ ଗାନ୍ଧୀ

ଇଡିରେ ହାଜର ହେବାକୁ ସମୟ ମାଗିଲେ ରାହୁଲ ଗାନ୍ଧୀ ନୂଆଦିଲ୍ଲୀ: ଜୁନ ୨: ନ୍ୟାସନାଲ୍‌ ହେରାଲଡ୍‌ ଖବରକାଗଜ ସଂକ୍ରାନ୍ତ ମନି ଲଣ୍ଡରିଙ୍ଗ୍‌ ମାମଲାରେ ଜେରା ପାଇଁ ସମନ୍‌ ନେଇ ରାହୁଲ୍‌ ଗାନ୍ଧୀ ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି । ଗତକାଲି ଉପରୋକ୍ତ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍‌ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ସମନ୍‌ ପାଇଥିଲେ । ସମ୍ପ୍ରତି ରାହୁଲ୍‌ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି ଏବଂ ଜୁନ୍‌ ୫ ତାରିଖରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ସେ ସେଠାରୁ […]
Read More...
ଦେଶ- ବିଦେଶ 

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍‌ ଦେଲା ଇଡି

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍‌ ଦେଲା ଇଡି ନୂଆଦିଲ୍ଲୀ: ଜୁନ୍‌ ୧: ନ୍ୟାସନାଲ ହେରଲï କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛି । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଓ ରଣଦୀପ ସୂରଜେୱାଲା ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି ଯେ, ସୋନିଆ ଓ ରାହୁଲଙ୍କୁ ଜୁନ୍‌ ୮ ତାରିଖରେ ପଚରାଉଚରା ପାଇଁ ଇଡି ଡକାଇଛି । ତେବେ ଇଡିଙ୍କ ପଚରା ଉଚରା ଲାଗି ସୋନିଆ ନିଶ୍ଚିତ ଯିବେ ବୋଲି […]
Read More...
ରାଜନୀତି  ଦେଶ- ବିଦେଶ 

ମୋଦିଙ୍କ ଗସ୍ତ ନେଇ ଭାବୁକ ହେଲେ ଗୁରୁ ରବିଦାସ ଆଶ୍ରମ ପୁରୋହିତ

ମୋଦିଙ୍କ ଗସ୍ତ ନେଇ ଭାବୁକ ହେଲେ ଗୁରୁ ରବିଦାସ ଆଶ୍ରମ ପୁରୋହିତ ପଞ୍ଜାବ: ଫେବୃଆରୀ ୧୭: ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ରବିଦାସ ଜୟନ୍ତୀ ଅବସରରେ ଦିଲ୍ଲୀର କରୋଲବାଗରେ ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମଣ୍ଡପ ପରିଦର୍ଶନ କରିଛନ୍ତି। ସେ ପ୍ରାର୍ଥନା କରିବା ପରେ ଅନ୍ୟ ଭକ୍ତଙ୍କ ସହ ମନ୍ଦିର ଭିତରେ ମଞ୍ଜିରା ବଜାଉଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପରିଦର୍ଶକଙ୍କ ବହିରେ ଏକ ନୋଟ୍ ଲେଖିଛନ୍ତି। ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ ଆସିନଥିଲେ ସେଥିପାଇଁ ମନ୍ଦିର ପରିଚାଳକ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି । ମନ୍ଦିରର […]
Read More...

Advertisement