Punjab headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ପିଇବା ଘଟଣାରେ ତଦନ୍ତ କରିବ ବିମାନ ମନ୍ତ୍ରଣାଳୟ
Published On
By Samaya Live
ଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିମାନରେ ଅତ୍ୟଧିକ ମଦ ପିଇଥିବାରୁ ତାଙ୍କୁ ଜର୍ମାନୀର ଗୋଟିଏ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିବା ଅଭିଯୋଗର ଯାଞ୍ଚ ହେଉଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୁଖ୍ୟମନ୍ତ୍ରୀ ମାନ ଜର୍ମାନୀରୁ ଦିଲ୍ଲୀ ଆସିବାକୁ ଥିବା ବେଳେ ଅତ୍ୟଧିକ ନିଶା ଯୋଗୁ ତାଙ୍କୁ ଫ୍ରାଙ୍କଫ୍ରଟ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିବା ଗତକାଲି ଏକାଧିକ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା । ଆପ୍ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ […]
ପଞ୍ଜାବର ଅବକାରୀ ବିଭାଗର ନୂଆ ନୀତି: ଶସ୍ତା ହେବ ମଦ
Published On
By Samaya Live
ଚଣ୍ଡିଗଡ଼: ଗୁନ୍ ୦୭: ପଞ୍ଜାବ ସରକାର ନୂଆ ଅବକାରୀ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ, ଆସନ୍ତା ମାସଠାରୁ ପଞ୍ଜାବରେ ୨୦ ପ୍ରତିଶତ ଶସ୍ତା ହେବ ମଦ । ଏନେଇ ଆଜି ହେବାକୁ ଥିବା କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମତି ମିଳିପାରେ ବୋଲି ସୂଚନା ରହିଛି । ତେବେ ମଦ ତସ୍କରୀ ରୋକିବା ପାଇଁ ଅବକାରୀ ବିଭାଗ ଏହି ବ୍ୟବସ୍ଥା କରିଛନ୍ତି । ଏହା ଛଡା ତସ୍କରୀ ରୋକିବା ପାଇଁ ସରକାର ଗୋଟିଏ […]
୯୦ ଟଙ୍କା ମଜୁରୀରେ କିରାଣି କାମ କରିବେ ସିଦ୍ଧୁ
Published On
By Samaya Live
ପଟିଆଲା: ମେ ୨୬: ୧୯୮୮ ମସିହାରେ ଘଟିଥିବା ‘ରୋଡ୍ ରେଜ୍’ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଏବେ ୯୦ ଟଙ୍କା ମଜୁରୀରେ କିରାଣି ଭାବେ ଜେଲ୍ରେ ଖଟିବେ । ସେ ବର୍ତ୍ତମାନ ପଟିଆଲା ସେଣ୍ଟ୍ରାଲ୍ ଜେଲ୍ରେ ରହିଛନ୍ତି । କିରାଣି କାମ ପାଇଁ ଏବେ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ । ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲରେ ଥିବା ରେକର୍ଡଗୁଡ଼ିକୁ କିଭଳି […]
ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ
Published On
By Samaya Live
ଦିଲ୍ଳୀ: ମେ ୧୯: ପଞ୍ଜାବ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ପୂର୍ବତନ କ୍ରିକେଟ୍ ଖେଳାଳୀ ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍ କୋର୍ଟ । ରୋଡ୍ ରେଜ୍ (ସଡ଼କ ଉପରେ ହିଂସାତ୍ମକ କାର୍ଯ୍ୟକଳାପ)ମାମଲାରେ ସେ ଏବେ ବର୍ଷେ ଜେଲରେ ରହିବେ । ତେବେ ସୁପ୍ରିମ୍କୋର୍ଟଙ୍କ ଏହି ଆଦେଶ ପରେ ତାଙ୍କୁ ପଞ୍ଜାବ ପୋଲିସ ପଟିଆଲା ଜେଲ୍ଠାରେ ରଖିବେ ବୋଲି ସୂଚନା ମିଳିଛି । ୧୯୮୮ ମସିହା ଡିସେମ୍ବର ମାସରେ ପଟିଆଲାର ଏକ […]
ଆଜି ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗବନ୍ତ ମାନ
Published On
By Samaya Live
ଚଣ୍ଡିଗଡ଼: ମାର୍ଚ୍ଚ ୧୬: ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଆମ ଆଦମୀ ପାର୍ଟିର ଭଗବନ୍ତ ମାନ ଶପଥପାଠ ଗ୍ରହଣ କରିବେ । ଦିନ ସାଢେ ୧୨ଟାରେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ଭଗବନ୍ତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ବୋଲି ସୂଚନା ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ […]
ମୋହାଲୀ ଶିକ୍ଷକ ଆନ୍ଦୋଳନରେ ସାମିଲ କେଜରିୱାଲ
Published On
By Samaya Live
ଦିଲ୍ଲୀ: ନଭେମ୍ବର ୨୭: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ରାଜନୀତି କୌଶଳ ଦେଖାଇଛନ୍ତି । ମୋହାଲୀରେ ଚାଲିଥିବା ଶିକ୍ଷକ ଆନ୍ଦୋଳନରେ କେଜରିୱାଲ ସାମିଲ ହୋଇଛନ୍ତି । ଦୀର୍ଘ ୧୧ ବର୍ଷ ହେବ ପଞ୍ଜାବର ଶିକ୍ଷକମାନେ ତାଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି । ଏତେ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ତାଙ୍କ ସମସ୍ୟା ସମାଧାନ କରୁନାହାନ୍ତି । ଏଣୁ ଏବେ […]

