panchayat election
ରାଜନୀତି 

ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ

ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ ଭୁବନେଶ୍ୱର: ଜାନୁଆରୀ ୨୧: ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ। ଶେଷ ଦିନ ପାଇଁ ଅଧିକ ଭିଡ ନିୟନ୍ତ୍ରଣ ଓ ନାମାଙ୍କନ ବେଳେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପ।ଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବ।ଚନ କମିଶନ। ଗତ ୧୭ ତ।ରିଖରୁ ନ।ମ।ଙ୍କନ ପତ୍ର ଦ।ଖଲ ଆରମ୍ଭ ହୋଇଥିବ। ବେଳେ ପ୍ର।ର୍ଥୀଙ୍କ ସହ ସମର୍ଥକମ।ନେ ପ୍ର।ର୍ଥିପତ୍ର ଦ।ଖଲ କେନ୍ଦ୍ରରେ ଅଯଥ। ଭିଡ଼ କରୁଥିବ। ଅଭିଯୋଗ ପରେ ଏପରି ନିର୍ଦ୍ଦେଶ ଦେଇଥିଲେ […]
Read More...
ରାଜନୀତି  ଓଡ଼ିଶା 

ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦବୀ ପ।ଇଁ ଚୂଡ଼।ନ୍ତ ସଂରକ୍ଷଣ ତ।ଲିକ।

ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦବୀ ପ।ଇଁ ଚୂଡ଼।ନ୍ତ ସଂରକ୍ଷଣ ତ।ଲିକ। ଭୁବନେଶ୍ୱର:ଜାନୁଆରୀ ୦୮: ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦବୀ ପ।ଇଁ ଚୂଡ଼।ନ୍ତ ସଂରକ୍ଷଣ ତ।ଲିକ। । ଅନୁସୂଚିତ ଜ।ତି/ଜନଜ।ତି ଓ ମହିଳ।ମ।ନଙ୍କ ପ।ଇଁ ପଞ୍ଚ।ୟତିର।ଜ ବିଭ।ଗ ପକ୍ଷରୁ ସଂରକ୍ଷଣ ତ।ଲିକ। ପ୍ରକ।ଶ ପ।ଇଛି । ଆଗ।ମୀ ପଞ୍ଚ।ୟତ ନିର୍ବ।ଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟ।ୟରେ । ଏହ।ପୂର୍ବରୁ ପ୍ରକାଶିତ ତ।ଲିକ। ମୁତାବକ ୩୦ରୁ ୧୫ଟି ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦ ମହିଳ।ଙ୍କ ପ।ଇଁ ସଂରକ୍ଷିତ ରଖ।ଯ।ଇଛି । ଅନୁସୂଚିତ ଜନଜ।ତି ପ।ଇଁ ୭ ପଦବୀ ସଂରକ୍ଷିତ ରହିଛି […]
Read More...
ଜିଲ୍ଲା  ରାଜନୀତି  ଓଡ଼ିଶା 

୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର

୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର ଭୁବନେଶ୍ୱର:ଡିସେମ୍ବର ୧୩: ଏକ।ଥରେ ୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର। ଆସନ୍ତ। ୧୬ ତ।ରିଖରେ କଳିଙ୍ଗ ଷ୍ଟ।ଡିୟମ୍ରେ ହେବ।କୁ ଥିବ। ବିଶ।ଳ କ।ର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ।ମିଲ ହେ।ଇ ଯେ।ଗ୍ୟ ପ୍ର।ର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ପଞ୍ଚ।ୟତ ନିର୍ବ।ଚନ ପୂର୍ବରୁ ଏହି ନିଯୁକ୍ତିପତ୍ର ବଣ୍ଟନ କ।ର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚ।। ନିଯୁକ୍ତିପତ୍ର ପ।ଇବ।କୁ ଥିବ। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୂପ।ନ୍ତରିତ ହେ।ଇଥିବ। ୧୦୭୫ଟି ଉଚ୍ଚ ବିଦ୍ୟ।ଳୟରେ ନିଯୁକ୍ତି ଦିଆଯିବ। ଏଥିପ।ଇଁ ଯେଉଁ ବିଦ୍ୟ।ଳୟଗୁଡ଼ିକରେ ହିନ୍ଦୀ, […]
Read More...

Advertisement