odisha election 2022
ଜିଲ୍ଲା 

ପଦ୍ମପୁର ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳ ତରଫରୁ ବିଧିବଦ୍ଧ ଜାରି ହେଲା ବିଜ୍ଞପ୍ତି

ପଦ୍ମପୁର ଉପନିର୍ବାଚନ ପାଇଁ ଉପଜିଲ୍ଲାପାଳ ତରଫରୁ ବିଧିବଦ୍ଧ ଜାରି ହେଲା ବିଜ୍ଞପ୍ତି ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ସକାଶେ ଆଜି ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ପୂର୍ବତନ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଏସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ପୂର୍ବରୁ ବିଜ୍ଞପ୍ତି ଜାରି କରିଥିଲେ । ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ରଙ୍କ ବିଜ୍ଞପ୍ତି ଅନୁସାରେ, * ୧୦ […]
Read More...
ଜିଲ୍ଲା 

ବ୍ରଜରାଜନଗର ଉପ ନିର୍ବାଚନରେ ଜମୁଛି ପ୍ରଚାର : ପୌରାଞ୍ଚଳ ପ୍ରଚାରରେ ମନ୍ତ୍ରୀ ଓ ବିଧାୟକ

ବ୍ରଜରାଜନଗର ଉପ ନିର୍ବାଚନରେ ଜମୁଛି ପ୍ରଚାର : ପୌରାଞ୍ଚଳ ପ୍ରଚାରରେ ମନ୍ତ୍ରୀ ଓ ବିଧାୟକ ଝାରସୁଗୁଡ଼ା : ବ୍ରଜରାଜନଗର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ତିନି ପ୍ରମୁଖ ଦଳର ପ୍ରଚାର ସେତେେ ବଢ଼ିଚାଲିଛି । ଏବେ ସେହି ଆସନରେ କିଏ ବିଜେତା ହେବ ବୋଲି ରାଜ୍ୟବାସୀଙ୍କ ନଜର ରହିଛି । ଏହି ପରିପ୍ରେକ୍ଷୀରେ, ବିଜେଡି ଦଳ ବ୍ରଜରାଜନଗର ପୌରାଞ୍ଚଳ ଗୋଲ୍‌ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଇଏସ୍‌ଆଇ ଛକରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରଛି । ଏହା ସହିତ ବ୍ରଜରାଜନଗର ମ୍ୟୁନିସିପାଲିଟିରେ ବିଜୁ […]
Read More...
ଜିଲ୍ଲା 

ଜେଲରେ ଥାଇ ନିର୍ବାଚନ ଜିତିଲେ ୱାର୍ଡ ସଭ୍ୟ

ଜେଲରେ ଥାଇ ନିର୍ବାଚନ ଜିତିଲେ ୱାର୍ଡ ସଭ୍ୟ କଣ୍ଟାମାଳ : ନିର୍ବାଚନ ସମୟରେ ପ୍ରତିପକ୍ଷ ପ୍ରାର୍ଥୀମାନଙ୍କ ରଣନୀତିକୁ ମାତଦେଇ ଭୋଟର୍‌ଙ୍କୁ ନିଜର କରିବା ପାଇଁ ପ୍ରାର୍ଥୀମାନେ ଦିନରାତି କଠିନ ପରିଶ୍ରମ କରି ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥାନ୍ତି । ଏହି ସମୟରେ ପ୍ରାର୍ଥୀମାନଙ୍କ ନିଦ ହଜିଯାଉଥିବା ବେଳେ ଜେଲ ଭିତରେ ଥାଇ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଥିବା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ଗ୍ରାମର ୧୨ନମ୍ବର୍‌ ୱାର୍ଡରେ । ସୂଚନା ନୁସାରେ, ସଦ୍ୟସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ […]
Read More...
ଜିଲ୍ଲା  ଓଡ଼ିଶା 

ବିଜେଡିର ପଶ୍ଚିମାଞ୍ଚଳ ଦଖଲ

ବିଜେଡିର ପଶ୍ଚିମାଞ୍ଚଳ ଦଖଲ ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଗତ ଦୁଇ ଦିନର ଗଣତିରେ ବିଜେଡ଼ି ଆଶ୍ଚର୍ଯ୍ୟ ଜନକ ଭାବେ ଜିଲ୍ଲା ପରିଷଦ ଫଳାଫଳ କରୁଛି । ଗଣତିର ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ବି ବିଜେଡିର ବିଜୟ ଧାରା ଜାରି ରହିଛି । ରବିବାର ଦ୍ୱିତୀୟ ଦିନ ବ୍ଲକ୍‌ ଗୁଡ଼ିକର ଜୋନ୍‌-୨ ଆସନରେ ଗଣତି ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆସନରେ ଗଣତି ଚାଲିଥିବାବେଳେ ୧୫ଟିରେ ବିଜେଡି, ଗୋଟିଏରେ ବିଜେପି ଓ ଗୋଟିଏରେ କଂଗ୍ରେସ ଆଗୁଆ ରହିଛି […]
Read More...
ରାଜନୀତି 

ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ

ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ ଭୁବନେଶ୍ୱର: ଜାନୁଆରୀ ୨୧: ପଞ୍ଚ।ୟତ ନିର୍ବ।ଚନ ପ।ଇଁ ଆଜି ନ।ମ।ଙ୍କନର ଶେଷ ଦିନ। ଶେଷ ଦିନ ପାଇଁ ଅଧିକ ଭିଡ ନିୟନ୍ତ୍ରଣ ଓ ନାମାଙ୍କନ ବେଳେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପ।ଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବ।ଚନ କମିଶନ। ଗତ ୧୭ ତ।ରିଖରୁ ନ।ମ।ଙ୍କନ ପତ୍ର ଦ।ଖଲ ଆରମ୍ଭ ହୋଇଥିବ। ବେଳେ ପ୍ର।ର୍ଥୀଙ୍କ ସହ ସମର୍ଥକମ।ନେ ପ୍ର।ର୍ଥିପତ୍ର ଦ।ଖଲ କେନ୍ଦ୍ରରେ ଅଯଥ। ଭିଡ଼ କରୁଥିବ। ଅଭିଯୋଗ ପରେ ଏପରି ନିର୍ଦ୍ଦେଶ ଦେଇଥିଲେ […]
Read More...

Advertisement