ସିଲ୍‌ ହେଲା ଏକ୍ସଆଇଏମବି

ଭୁବନେଶ୍ୱର: ଜାନୁଆରୀ ୦୮: ଭୁବନେଶ୍ୱର ସ୍ଥିତ ଜ।ଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟ।ନେଜମେଣ୍ଟରୁ ୩୧ ଛ।ତ୍ରଛ।ତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଉତ୍ତର ଜୋନ୍ ଜେଡିସି ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ହଷ୍ଟେଲକୁ ସିଲ୍ କରାଗଲା। ତେବେ ବିଏମସି ପକ୍ଷରୁ ଅନ୍ୟ ସମସ୍ତ ହଷ୍ଟେଲ ଛ।ତ୍ରଛ।ତ୍ରୀଙ୍କର ଆରଟିପିସିଆ ଟେଷ୍ଟ କର।ଯିବ। ସମସ୍ତ ଛ।ତ୍ରଛ।ତ୍ରୀ ଏବେ ସେହି ହଷ୍ଟେଲରେ ଆଇସୋଲେସନରେ ରହିବେ।

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୦୮: ଭୁବନେଶ୍ୱର ସ୍ଥିତ ଜ।ଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟ।ନେଜମେଣ୍ଟରୁ ୩୧ ଛ।ତ୍ରଛ।ତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଉତ୍ତର ଜୋନ୍ ଜେଡିସି ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ହଷ୍ଟେଲକୁ ସିଲ୍ କରାଗଲା।
ତେବେ ବିଏମସି ପକ୍ଷରୁ ଅନ୍ୟ ସମସ୍ତ ହଷ୍ଟେଲ ଛ।ତ୍ରଛ।ତ୍ରୀଙ୍କର ଆରଟିପିସିଆ ଟେଷ୍ଟ କର।ଯିବ। ସମସ୍ତ ଛ।ତ୍ରଛ।ତ୍ରୀ ଏବେ ସେହି ହଷ୍ଟେଲରେ ଆଇସୋଲେସନରେ ରହିବେ।