Bhubaneswar
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଖାଦ୍ୟରେ ଅପମିଶ୍ରଣ ପାଇଁ ପ୍ରସିଦ୍ଧ ‘କିଶୋର ଭାଇନା ମଟନ’ ହୋଟେଲ ସିଲ
Published On
By Samaya Live
ଭୁବନେଶ୍ୱର : ପ୍ରସିଦ୍ଧ କିଶୋର ଭାଇନା ହୋଟେଲ ସିଲ I ଖାଦ୍ୟରେ ଅପମିଶ୍ରଣ ଯୋଗୁଁ ଭୂବନେଶ୍ୱରେ କିଶୋର ଭାଇନା ହୋଟେଲକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ଏହି ନିଷ୍ପତ୍ତି ନେଇଛି ବିଭାଗ । ଗତକାଲି ହୋଟେଲ୍ ଉପରେ ଚଢ଼ାଉ କରି ଯାଞ୍ଚ କରିଥିଲା ବିଏମସି ଟିମ୍ । ଖାଦ୍ୟରେ ରଙ୍ଗ, ଏକ୍ସପାୟରୀ ସସ୍ ସହ ସ୍ୱଚ୍ଛତା ଅତି ନିମ୍ନ ମାନର ଥିବା ଦେଖିବାକୁ ମିଳିଥିଲା । […]
ଭୁବନେଶ୍ୱର : ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା
Published On
By Samaya Live
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଆତ୍ମହତ୍ୟା ଜନିତ ଘଟଣା I ଭୁବନେଶ୍ୱର ରେ ପୁଣି ଜଣେ ନର୍ସିଂ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା I ମୃତI ଛାତ୍ରୀ ଜଣକ ହେଲେ କୁନି କୁ୍ଅଁର। ତାଙ୍କ ଘର ବଲାଙ୍ଗୀରରେ ବୋଲି ସୂଚନା ମିଳିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ,ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି I ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ କୁନି ଦୁଇଦିନ ଧରି ମାନସିକ ଚାପରେ ଥିଲେ। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ […]
ପଶ୍ଚିମରେ ଅସହ୍ୟ ତାତି, ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ
Published On
By Samaya Live
ବଲାଙ୍ଗିର : ଏପ୍ରିଲ ୦୬: ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଜାରି ରହିଛି । ସୋମବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିଥିଲା ବେଳେ ଗତକାଲି ଓ ଆଜି ୪୦ ଡିଗ୍ରୀ ଉପରକୁ ପାରେଦ ରହିଛି । ବଲାଙ୍ଗିରରେ ସର୍ବାଧିକ ୪୨.୬ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଝାରସୁଗୁଡ଼ା ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ୪୦.୫, ଭବାନୀପାଟଣା ୪୦.୬ ଓ ସୁବର୍ଣ୍ଣପୁରରେ ୪୦.୬ ଡିଗ୍ରୀ ପାରଦ ରହିଥିଲା […]
ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ଯାତ୍ରା
Published On
By Samaya Live
ଭୁବନେଶ୍ୱର: ଅପ୍ରେଲ ୦୬: ଏପ୍ରିଲ ୯ ତାରିଖ ଅପରାହ୍ନ ୩.୩୦ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ । ପ୍ରତ୍ୟେକ ବିଭାଗ ସେମାନଙ୍କର କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା ପାଇଁ ବୈଠକରେ ଆଲୋଚନା କରାଯାଉଛି । ସମର୍ଥା,ପୂଜାପଣ୍ଡା, ବ୍ରାହ୍ମଣ ଆଦି ନିଯୋଗ ବୈଠକରେ ଯୋଗ ଦେଇନାହାଁନ୍ତି। ସେବାପୂଜା ପାଇଁ ବନ୍ଦୋବସ୍ତ ଜମି ଲିଙ୍ଗରାଜଙ୍କ ଟ୍ରଷ୍ଟବୋର୍ଡ ନାଁକୁ ଚାଲିଯିବା ନେଇ ସେବାୟତଙ୍କ […]
ରାଜଧାନୀରେ ୭ ଲକ୍ଷ ଜାଲ୍ ନୋଟ୍ ଠାବ: ଦୁଇ ଗିରଫ
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୦୨: ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ। ଖାରବେଳ ନଗର ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ଏହାକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସତ୍ୟନାରାୟଣ ଓ ଭୁନା ନାମକ ଦୁଇ ବ୍ୟକ୍ତି କିଛି ବର୍ଷ ହେଲା ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିଲେ। ଉଭୟ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ପଡ଼ି ଜାଲ୍ ନୋଟ୍ ଛାପିବାକୁ ଯୋଜନା କରିଥିଲେ। ଭୁନା ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନ ବୁଲି […]
ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ: ପିଲାଙ୍କ ମନୋରଞ୍ଜନ ପାଇଁ ହେବ ବିଭିନ୍ନ କାର୍ଯ୍ୟକ୍ରମ
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୨୪: ଆସନ୍ତା ୨୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏହା ପୂର୍ବରୁ ୨୬ରେ ହେବ ପ୍ୟାରେଣ୍ଟସ ମିଟିଂ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯିବ ।ତେବେ ଚଳିତ ଥରର ପିଲାମାନଙ୍କ ମଧ୍ୟରୁ ଆଦୌ ଶିକ୍ଷାନୁଷ୍ଠାନ ଦେଖି ନଥିବା ଛାତ୍ରଛାତ୍ରୀ ସିଧାସଳଖ ଦ୍ୱିତୀୟ ଶ୍ରେଣୀକୁ ଯିବେ । ପ୍ରଥମ ସପ୍ତାହରେ ପିଲାଙ୍କର ପାଠ ପଢା ପରିବର୍ତ୍ତେ ସାମାଜିକ ଶିକ୍ଷା […]
ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୧୭: ହକି, ଫୁଟବଲ ଏବଂ ଆଥଲେଟିକ୍ସ ପରେ ଦେଶର ବଡ଼ ବଡ଼ ସୁଇମର ଏବଂ ପୋଲୋ ପ୍ଲେୟାର ଏବେ ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଡେରା ପକାଇଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଭାରତୀୟ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଓ୍ୱାଟର ପୋଲୋର ନୂଆ ନୂଆ ଟେକନିକ୍ ଶିଖାଯାଉଛି । ଏଥିରେ ସେମାନଙ୍କୁ ବନି ସଟ୍, କର୍ଣ୍ଣର ସଟ୍, କାଉଁଣ୍ଟର ସଟ୍, ଡ୍ରିବିଲିଂ, […]
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଧାର୍ଯ୍ୟ : ଆସନ୍ତା ମାସ ୧୬ରେ ନିର୍ବାଚନ
Published On
By Samaya Live
ଭୁବନେଶ୍ୱର: ଜାନୁଆରୀ ୧୧: କରୋନା ସମୟ ମଧ୍ୟରେ ଆଜି ରାଜ୍ୟ ନିର୍ବାଚନ କମିଶନର୍ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଗୀତଗୋବିନ୍ଦ ସଦନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିର୍ବାଚନର ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ମାସ ଫ୍ରେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ତାରିଖରେ ଭୋଟ୍ ହେବ । ଫ୍ରେବୃଆରୀ ୨୬, ୨୭ ଏବଂ ୨୮ରେ ଭୋଟ୍ ଗଣତି ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର […]
ସିଲ୍ ହେଲା ଏକ୍ସଆଇଏମବି
Published On
By Samaya Live
ଭୁବନେଶ୍ୱର: ଜାନୁଆରୀ ୦୮: ଭୁବନେଶ୍ୱର ସ୍ଥିତ ଜ।ଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟ।ନେଜମେଣ୍ଟରୁ ୩୧ ଛ।ତ୍ରଛ।ତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଉତ୍ତର ଜୋନ୍ ଜେଡିସି ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ହଷ୍ଟେଲକୁ ସିଲ୍ କରାଗଲା। ତେବେ ବିଏମସି ପକ୍ଷରୁ ଅନ୍ୟ ସମସ୍ତ ହଷ୍ଟେଲ ଛ।ତ୍ରଛ।ତ୍ରୀଙ୍କର ଆରଟିପିସିଆ ଟେଷ୍ଟ କର।ଯିବ। ସମସ୍ତ ଛ।ତ୍ରଛ।ତ୍ରୀ ଏବେ ସେହି ହଷ୍ଟେଲରେ ଆଇସୋଲେସନରେ ରହିବେ।
ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍
Published On
By Samaya Live
ଭୁବନେଶ୍ୱର:ଡିସେମ୍ବର ୩୦: ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ବୃଦ୍ଧି ପାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ତେବେ ନୂଆବର୍ଷ ପ।ଇଁ ପୂର୍ବରୁ ର।ଜ୍ୟ ସରକ।ରଙ୍କ ପକ୍ଷରୁ ବିଭିନ୍ନ କଟକଣ। ଜ।ରି କର।ଯ।ଇଥିବ। ବେଳେ ଏବେ ବିଏମସି ପକ୍ଷରୁ ନୂଆ କଟକଣ। ଜ।ରି କର।ଯ।ଇଛି । ଡିସେମ୍ବର ୩୧ରୁ ଜ।ନୁଆରି ୨ପର୍ଯ୍ୟନ୍ତ କଟକଣ। ଜ।ରି ହୋଇଛି । ନୂଆବର୍ଷରେ ବିଭିନ୍ନ ଧର୍ମ।ନୁଷ୍ଠ।ନରେ ଭିଡ ହେବ।ର ଆଶଙ୍କ। ଥିବ।ରୁ ଆଗ।ମୀ ୩ ଦିନ ଭକ୍ତଙ୍କ ପ।ଇଁ ସମସ୍ତ ଧର୍ମ।ନୁଷ୍ଠ।ନ ବନ୍ଦ […]
ନନ୍ଦନକ।ନନ ପ୍ରାଣୀଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୨୯: ଆଜି ନନ୍ଦନକ।ନନ ପ୍ରାଣୀ ଉଦ୍ୟାନ ୬୨ ତମ ପ୍ରତିଷ୍ଠା ଦିବସ।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଅଛି ବୋଲି କହିଛନ୍ତି ନନ୍ଦନକାନନର କତ୍ତୃପକ୍ଷ। ତେବେ ଚଳିତ ବର୍ଷ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନ୍ମିତ ୩ ବାଘ ଛୁଆ ଓ ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକଙ୍କ ନାମକରଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ନାମକରଣ ପାଇଁ ଅନଲାଇନରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ କମେଣ୍ଟ ବକ୍ସରେ ଆସିଥିବା ନାମର […]
ଏକ।ମ୍ର ପାଇଁ ୧୦୩ କୋଟି ଟଙ୍କ।ର ପ୍ରକଳ୍ପ ଲୋକ।ର୍ପିତ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୨୮: ଭୁବନେଶ୍ୱରର ଏକ।ମ୍ର ନିର୍ବ।ଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କ।ର ପ୍ରକଳ୍ପକୁ ଲୋକ।ର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ପୁରୁଣ। ଭୁବନେଶ୍ୱର ଲିଙ୍ଗର।ଜ ମ।ର୍କେଟ କଂପ୍ଲେକ୍ସ ଲୋକାର୍ପଣ ଉତ୍ସବରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଏକ।ମ୍ର ଅଞ୍ଚଳର ବିକ।ଶ ପ।ଇଁ ପୁରୁଣ। ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣ।ତ୍ମକ ପ।ନୀୟ ଜଳ ଯୋଗ।ଣ, ଧଉଳି ଶ।ନ୍ତିସ୍ତୂପର ପୁନରୁଦ୍ଧ।ର ଓ ସୌନ୍ଦର୍ଯ୍ୟକରଣ, କେଦ।ରଗୌରୀ ପ।ଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପୂର୍ଣ ପ୍ରକଳ୍ପ […]

