Omicron
ଓଡ଼ିଶା 

ସିଲ୍‌ ହେଲା ଏକ୍ସଆଇଏମବି

ସିଲ୍‌ ହେଲା ଏକ୍ସଆଇଏମବି ଭୁବନେଶ୍ୱର: ଜାନୁଆରୀ ୦୮: ଭୁବନେଶ୍ୱର ସ୍ଥିତ ଜ।ଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟ।ନେଜମେଣ୍ଟରୁ ୩୧ ଛ।ତ୍ରଛ।ତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଉତ୍ତର ଜୋନ୍ ଜେଡିସି ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ହଷ୍ଟେଲକୁ ସିଲ୍ କରାଗଲା। ତେବେ ବିଏମସି ପକ୍ଷରୁ ଅନ୍ୟ ସମସ୍ତ ହଷ୍ଟେଲ ଛ।ତ୍ରଛ।ତ୍ରୀଙ୍କର ଆରଟିପିସିଆ ଟେଷ୍ଟ କର।ଯିବ। ସମସ୍ତ ଛ।ତ୍ରଛ।ତ୍ରୀ ଏବେ ସେହି ହଷ୍ଟେଲରେ ଆଇସୋଲେସନରେ ରହିବେ।
Read More...
ଓଡ଼ିଶା 

ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍‌

ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍‌ ଭୁବନେଶ୍ୱର:ଡିସେମ୍ବର ୩୦: ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ବୃଦ୍ଧି ପାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ତେବେ ନୂଆବର୍ଷ ପ।ଇଁ ପୂର୍ବରୁ ର।ଜ୍ୟ ସରକ।ରଙ୍କ ପକ୍ଷରୁ ବିଭିନ୍ନ କଟକଣ। ଜ।ରି କର।ଯ।ଇଥିବ। ବେଳେ ଏବେ ବିଏମସି ପକ୍ଷରୁ ନୂଆ କଟକଣ। ଜ।ରି କର।ଯ।ଇଛି । ଡିସେମ୍ବର ୩୧ରୁ ଜ।ନୁଆରି ୨ପର୍ଯ୍ୟନ୍ତ କଟକଣ। ଜ।ରି ହୋଇଛି । ନୂଆବର୍ଷରେ ବିଭିନ୍ନ ଧର୍ମ।ନୁଷ୍ଠ।ନରେ ଭିଡ ହେବ।ର ଆଶଙ୍କ। ଥିବ।ରୁ ଆଗ।ମୀ ୩ ଦିନ ଭକ୍ତଙ୍କ ପ।ଇଁ ସମସ୍ତ ଧର୍ମ।ନୁଷ୍ଠ।ନ ବନ୍ଦ […]
Read More...
ଜିଲ୍ଲା  ସ୍ୱାସ୍ଥ  ଓଡ଼ିଶା 

ର।ଜ୍ୟରେ ଆଉ ୨ ଓମିକ୍ରନ ଆକ୍ର।ନ୍ତ ଚିହ୍ନଟ

ର।ଜ୍ୟରେ ଆଉ ୨ ଓମିକ୍ରନ ଆକ୍ର।ନ୍ତ ଚିହ୍ନଟ ଭୁବନେଶ୍ୱର:ଡିସେମ୍ବର ୨୩: ର।ଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ର।ନ୍ତ ଚିହ୍ନଟ । ଏନେଇ ସ୍ୱ।ସ୍ଥ୍ୟ ବିଭ।ଗକୁ ଔକଗ ଅବଗତ କରିଥିବ। ସୂଚନ। ଦିଆଯ।ଇଛି। ଆଗରୁ ୨ ଜଣ ଏହି ଭ୍ୟ।ରିଆଣ୍ଟରେ ଆକ୍ର।ନ୍ତ ହୋଇଥିଲେ। ଏହ।କୁ ମିଶ।ଇ ର।ଜ୍ୟରେ ଆକ୍ର।ନ୍ତଙ୍କ ସଂଖ୍ୟ। ୪ରେ ପହଞ୍ଚିଛି। ଏନେଇ ଜନସ୍ୱ।ସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସ୍ପଷ୍ଟ କରିଛନ୍ତି। ଆକ୍ର।ନ୍ତ ୨ ଜଣ ୧୧ ଓ ୧୫ ବର୍ଷୀୟ। ନ।ବ।ଳିକ।। ସେମାନେ ୧୩ ତାରିଖରେ ବ।ପ।,ମ।ଆଙ୍କ ସହ ନ।ଇଜେରିଆରୁ ଫେରିଥିଲେ। ରିପୋର୍ଟ […]
Read More...
ସ୍ୱାସ୍ଥ  ଦେଶ- ବିଦେଶ 

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ନୂଆଦିଲ୍ଲୀ: ଡିସେମ୍ବର ୦୨: କରୋନାର ବିଭିନ୍ନ ଭ୍ୟାରିଆଣc ପରେ ବର୍ତ୍ତମାନ ବିଶ୍ୱବାସୀଙ୍କୁ ଆଉ ଏକ ବିପଦ ମାଡି ଆସିଲାଣି। କରୋନା ଭୂତାଣୁର ଏହି ନୂଆ ଭ୍ୟାରିଆଣ୍ଟର ନାମ ହେଉଛି ଓମିକ୍ରନ୍‌। ତେବେ ବର୍ତ୍ତମାନ ବିଶ୍ୱର ୨୫ ରାଷc୍ରରୁ ୨୦୦ରୁ ଅଧିକ ଓମିକ୍ରନ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ବୁଧବାର ଆମେରିକାର କାଲିଫର୍ଣିଆରୁ ଜଣେ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଦକ୍ଷିଣଆଫ୍ରିକା ଯାତ୍ରା ପରେ କରୋନା ପଜିଟିଭ ହୋଇଥିଲେ। ଜିନମ ସିକୁଏନସିଂ ପରେ ସେ ଓମିକ୍ରନ ଦ୍ୱାରା […]
Read More...
ଦେଶ- ବିଦେଶ 

ୟୁରୋପରେ ବ୍ୟାପିଲାଣି ଆଫ୍ରିକାର ନୂଆ କରୋନା ପ୍ରଜାତି: ସତର୍କରେ ଭାରତ

ୟୁରୋପରେ ବ୍ୟାପିଲାଣି ଆଫ୍ରିକାର ନୂଆ କରୋନା ପ୍ରଜାତି: ସତର୍କରେ ଭାରତ ଦିଲ୍ଲୀ: ନଭେମ୍ବର ୨୭: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ କରୋନାର ପ୍ରଜାତି ଏବେ ଧୀରେ ଧୀରେ ସାରା ୟୁରୋପରେ ବ୍ୟାପିବାକୁ ଲାଗୁଛି । ଏହି ନୂଆ ପ୍ରଜାତିର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଓମାଇକ୍ରନ୍‌’ ରଖିଛି । ସାର୍ସ କୋଭ୍‌-୨ ଭାଇରସ୍‌ ଉପରେ ଗବେଷଣା କରୁଥିବା ଟେକନିକାଲ୍‌ ଆଡଭାଇଜରି ଗ୍ରୁପ୍‌ ଭର୍ଚୁଆଲ ମିଟିଂରେ ଏହି ଭୂତାଣୁର ନାମକରଣ କରିଥିଲେ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଏହି ନୂଆ ଭୂତାଣୁ ପ୍ରଥମେ ବୋସୱାନା, ହଂକଂ, ଇସ୍ରାଏଲ […]
Read More...

Advertisement