ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର: ଡିସେମ୍ବର ୨୩: ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ଆସିଲା ନୂଆ ଗାଇଡଲାଇନ। କରୋନ। ଭ।ରିଆଣ୍ଟ ଓମିକ୍ରନ ରାଜ୍ୟରେ ପଶିବା ପରେ ସଜାଗ ହୋଇଛନ୍ତି ସରକାର। ପିକନିକ୍ ଓ ବଣଭୋଜି ଉପରେ ରୋକ୍ ଲଗାଯାଇଛି। ସୂଚନ।ନୁସ।ରେ, ର।ଜ୍ୟରେ ୪ ଜଣ ଓମିକ୍ରନରେ ଆକ୍ର।ନ୍ତ ହୋଇଛନ୍ତି । ଆଗକୁ ନୂଆ ବର୍ଷ ଥିବ।ରୁ ସଂକ୍ରମଣ ବ୍ୟ।ପିବ।ର ସମ୍ଭ।ବନ। ଅଧିକ ରହିଛି । ଯ।ହ।କୁ ନଜରରେ ରଖି ଡିସେମ୍ବର ୨୫ରୁ ଜ।ନୁଆରୀ ୨ ଯ।ଏଁ ସରକ।ର କଟକଣ। ଲ।ଗୁ […]

Samaya Live Picture
Published On

ଭୁବନେଶ୍ୱର: ଡିସେମ୍ବର ୨୩: ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ଆସିଲା ନୂଆ ଗାଇଡଲାଇନ। କରୋନ। ଭ।ରିଆଣ୍ଟ ଓମିକ୍ରନ ରାଜ୍ୟରେ ପଶିବା ପରେ ସଜାଗ ହୋଇଛନ୍ତି ସରକାର। ପିକନିକ୍ ଓ ବଣଭୋଜି ଉପରେ ରୋକ୍ ଲଗାଯାଇଛି।

ସୂଚନ।ନୁସ।ରେ, ର।ଜ୍ୟରେ ୪ ଜଣ ଓମିକ୍ରନରେ ଆକ୍ର।ନ୍ତ ହୋଇଛନ୍ତି । ଆଗକୁ ନୂଆ ବର୍ଷ ଥିବ।ରୁ ସଂକ୍ରମଣ ବ୍ୟ।ପିବ।ର ସମ୍ଭ।ବନ। ଅଧିକ ରହିଛି । ଯ।ହ।କୁ ନଜରରେ ରଖି ଡିସେମ୍ବର ୨୫ରୁ ଜ।ନୁଆରୀ ୨ ଯ।ଏଁ ସରକ।ର କଟକଣ। ଲ।ଗୁ କରିଛନ୍ତି । କଟକଣ। ଅନୁସ।ରେ, ହୋଟେଲ, କଲ୍ୟ।ଣ ମଣ୍ଡପ ଆଦି କୌଣସି ସ୍ଥ।ନରେ ଜିରୋ ନ।ଇଟ ସେଲିବ୍ରେସନ, ବଣଭୋଜି, ସର୍ବସ।ଧ।ରଣରେ ଭୋଜିଭ।ତ ଉପରେ ରୋକ୍ ଲଗାଯାଇଛି। ଆହୁରି ମଧ୍ୟ ଖ୍ରୀଷ୍ଟମ।ସ୍ ପ।ଳନ ବେଳେ ଚର୍ଚ୍ଚରେ ସର୍ବ।ଧିକ ୫୦ ଜଣ ଉପସ୍ଥିତ ରହିପ।ରିବେ ।

କେବଳ ବିବ।ହ ବ୍ୟତୀତ ଅନ୍ୟ କୌଣସି କ।ର୍ଯ୍ୟକ୍ରମ ଆୟୋଜନ ହୋଇପ।ରିବ ନ।ହିଁ । ର।ଲି, ନ।ଚଗୀତ ଆଦି ଉପରେ ରୋକ୍ ଲ।ଗିଛି । ଶବ ସତ୍କ।ଳ ବେଳେ ବି କୋଭିଡ କଟକଣ।କୁ ପ।ଳନ କରିବ।କୁ ସରକ।ର ପର।ମର୍ଶ ଦେଇଛନ୍ତି ।