Omicron variant
ଓଡ଼ିଶା 

କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ

କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଜାନୁଆରୀ ୧୮: ଆଜି ଅପରାହ୍ନ ୫ ଟାରେ ର।ଜ୍ୟରେ କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । କରୋନ। ସଂକ୍ରମଣ ଗ୍ର।ଫ୍କୁ କମ୍ କରିବ।କୁ ର।ଜ୍ୟ ସରକ।ର ଅନେକ ପଦକ୍ଷେପ ନେଉଛନ୍ତି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ର।ଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷ। କରିଥିଲେ । ଆଜି ପୁଣି ଥରେ ବରିଷ୍ଠ ଅଧିକ।ରୀଙ୍କ ସହ ର।ଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ।
Read More...
ମନୋରଞ୍ଜନ  ବିଶ୍ବ 

ଚଳିତ ବର୍ଷ ହେବନି ଗ୍ରାମୀ ଆୱାର୍ଡ୍ସ

ଚଳିତ ବର୍ଷ ହେବନି ଗ୍ରାମୀ ଆୱାର୍ଡ୍ସ ନୂଆଦିଲ୍ଲୀ: ଜାନୁଆରୀ ୦୬: ଗତ କିଛି ବର୍ଷ ହେବ କରୋନାର କାୟା ସମଗ୍ର ବିଶ୍ୱକୁ କରାୟତ କରି ରଖିଥିଲା। ଏଥିପାଇଁ ସାଧାରଣ ଜୀବନ ଚର୍ଜ୍ୟାରେ ବିଶେଷ ପ୍ରଭାବ ପଡିଛି। କରୋନା ପାଇଁ ମନୋରଞ୍ଜନ ବା ସିନେ ଜଗତ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିବା ଅନୁଭବ୍ୟ । ତେବେ କିଛି ଦିନର ବିରାମ ପରେ କରୋନା ପୁଣି ନିଜ କାୟା ବିସ୍ତାର କରିଛି ଓମିକ୍ରନ ଭାରିଆଣ୍ଟ ରୂପରେ । ଏଥିପାଇଁ ସତର୍କ ହୋଇଛନ୍ତି ବିଭିନ୍ନ ରାଜ୍ୟର ସରକାର । […]
Read More...
ଦେଶ- ବିଦେଶ 

ଦେଶରେ ବଢ଼ିଛୁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୩, ୭୫୦ ସଂକ୍ରମିତ, ଓମିକ୍ରମନ୍‌ଙ୍କ ସଂଖ୍ୟା ୧,୭୦୦କୁ ଟପିଲା

ଦେଶରେ ବଢ଼ିଛୁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୩, ୭୫୦ ସଂକ୍ରମିତ, ଓମିକ୍ରମନ୍‌ଙ୍କ ସଂଖ୍ୟା ୧,୭୦୦କୁ ଟପିଲା ଦିଲ୍ଲୀ: ଜାନୁଆରୀ ୦୩ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩, ୭୫୦ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୦, ୮୪୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୨୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୨ ଲକ୍ଷ ୯୫ ହଜାର ୪୦୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୪୫ […]
Read More...
ସ୍ୱାସ୍ଥ  ଦେଶ- ବିଦେଶ 

ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ।

ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ନୂଆଦିଲ୍ଲୀ: ଡିସେମ୍ବର ୨୯: ଦେଶରେ ୭ ଶହ ପ।ର କଲ।ଣି ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। । ବର୍ତ୍ତମାନ ଭ।ରତରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟ। ୭୮୨ରେ ପହଞ୍ଚିବା ସହିତ ଦିଲ୍ଲୀରେ ସର୍ବ।ଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ର।ଜଧ।ନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟ। ୨୩୮, ମହ।ର।ଷ୍ଟ୍ରରେ ୧୬୭,ଗୁଜର।ଟରେ ୭୩, କେରଳରେ ୬୫, ତେଲେଙ୍ଗ।ନ।ରେ ୬୨, ର।ଜସ୍ଥ।ନରେ ୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢୁଥିବ।ରୁ କୋଭିଡ କଟକଣ। କଡ।କଡି କରିଦିଆଯ।ଇଛି […]
Read More...
ଜିଲ୍ଲା  ଓଡ଼ିଶା 

ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ନୂଆ ଗାଇଡଲାଇନ

ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ନୂଆ ଗାଇଡଲାଇନ ଭୁବନେଶ୍ୱର: ଡିସେମ୍ବର ୨୩: ନୂଆ ବର୍ଷ ପ।ଇଁ ର।ଜ୍ୟ ସରକ।ରଙ୍କ ଆସିଲା ନୂଆ ଗାଇଡଲାଇନ। କରୋନ। ଭ।ରିଆଣ୍ଟ ଓମିକ୍ରନ ରାଜ୍ୟରେ ପଶିବା ପରେ ସଜାଗ ହୋଇଛନ୍ତି ସରକାର। ପିକନିକ୍ ଓ ବଣଭୋଜି ଉପରେ ରୋକ୍ ଲଗାଯାଇଛି। ସୂଚନ।ନୁସ।ରେ, ର।ଜ୍ୟରେ ୪ ଜଣ ଓମିକ୍ରନରେ ଆକ୍ର।ନ୍ତ ହୋଇଛନ୍ତି । ଆଗକୁ ନୂଆ ବର୍ଷ ଥିବ।ରୁ ସଂକ୍ରମଣ ବ୍ୟ।ପିବ।ର ସମ୍ଭ।ବନ। ଅଧିକ ରହିଛି । ଯ।ହ।କୁ ନଜରରେ ରଖି ଡିସେମ୍ବର ୨୫ରୁ ଜ।ନୁଆରୀ ୨ ଯ।ଏଁ ସରକ।ର କଟକଣ। ଲ।ଗୁ […]
Read More...
ଜିଲ୍ଲା  ମନୋରଞ୍ଜନ  ଓଡ଼ିଶା 

ସ୍ତଗିତ ହୋଇପାରେ ଧନୁଯାତ୍ରା

ସ୍ତଗିତ ହୋଇପାରେ ଧନୁଯାତ୍ରା ବରଗଡ: ଡିସେମ୍ବର ୧୧: ବିଭିନ୍ନ ର।ଜ୍ୟରେ ଓମିକ୍ରନ୍ ଆକ୍ର।ନ୍ତ ବୃଦ୍ଧି ପାଉଥିବାରୁ ଓଡିଶାରେ ମଧ୍ୟ ସଂକ୍ରମଣର ଭୟ ଦେଖିବାରୁ ମିଳିଛି। ଏଭଳି ସ୍ଥିତିରେ ନୂଆବର୍ଷ ଓ ବଡ଼ଦିନ ଆଦିକୁ ବନ୍ଦ କର।ଯ।ଇଥିବ। ବେଳେ ଏବେ ବିଶ୍ୱ ପ୍ରସିଦ୍ଧ ଧନୁଯ।ତ୍ର। ଉପରେ ମଧ୍ୟ ଲ।ଗିଛି କଟକଣ। । ତେବେ ଜ।ନୁଆରୀ ଗ।ଇଡଲ।ଇନ୍ ଆସିବ। ପରେ ମହୋତ୍ସବ ହେବକି ନ।ହିଁ ତ। ଉପରେ ନିଷ୍ପତି ନିଆଯିବ ବୋଲି ବରଗଡ଼ ଜିଲ୍ଲ।ପ।ଳ ସୂଚନ। ଦେଇଛନ୍ତି । ଜିଲ୍ଲ।ପ।ଳ ତଥ। ଧନୁଯ।ତ୍ର। କମିଟି […]
Read More...
ଖେଳ 

ଓମିକ୍ରନ ସଙ୍କଟ ମଧ୍ୟରେ ଭାରତୀୟ କ୍ରିକେଟ୍‌ ଖେଳାଳୀ ଯିବେ ଆଫ୍ରିକା

ଓମିକ୍ରନ ସଙ୍କଟ ମଧ୍ୟରେ ଭାରତୀୟ କ୍ରିକେଟ୍‌ ଖେଳାଳୀ ଯିବେ ଆଫ୍ରିକା ଦିଲ୍ଲୀ: ଡିସେମ୍ବର ୦୪: ଆଫ୍ରିକାର ନୂଆ ଭାରିଆଣ୍ଟ ଓମିକ୍ରନ ସଙ୍କଟ ଏବେ ସମଗ୍ର ଦେଶକୁ ଘାରିଛି । ଏହିପରିକି ଅନେକ ଦେଶ ଏବେ ବିମାନ ଯାତ୍ରାକୁ ବ୍ୟାନ୍‌ କଲେଣି । ଏହାରି ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ କ୍ରିକେଟ ଖେଳାଳୀ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରିବେ । ଏନେଇ ବିସିସିଆଇର ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ଏହି ଗ୍ରସ୍ତ ମଧ୍ୟରେ ଭାରତୀୟ ଟିମ୍‌ ୩ଟି ଟେଷ୍ଟ ସିରିଜ୍‌ ଏବଂ ୩ଟି ୱାନ୍‌ଡେ […]
Read More...

Advertisement