ରାଜ୍ୟରେ ରେକର୍ଡ ସଂଖ୍ୟକ ୧,୬୯୯ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଲା

ଭୁବନେଶ୍ୱର: ଅଗଷ୍ଟ ୬: ଓଡ଼ିଶାରେ ୨୪ ଘଂଟାରେ ୧,୬୯୯ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରୁ, ୧୦୭୩ ଟି Quarantine Case ଥିବା ବେଳେ, ୬୨୬ ଟି Local Case ଅଛି I ଏବେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୪ ହଜାର ୭୧୭ କୁ ବୃଦ୍ଧି ପାଇଛି I ଗଂଜାମ ରୁ ସର୍ବାଧିକ ୨୬୮ ଟି କେଶ ଚିହ୍ନଟ ହେଇଛି I ସେହିପରି ଖୋର୍ଦ୍ଧା ରୁ ୨୨୦ ଟି କେଶ, […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୬: ଓଡ଼ିଶାରେ ୨୪ ଘଂଟାରେ ୧,୬୯୯ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରୁ, ୧୦୭୩ ଟି Quarantine Case ଥିବା ବେଳେ, ୬୨୬ ଟି Local Case ଅଛି I
ଏବେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୪ ହଜାର ୭୧୭ କୁ ବୃଦ୍ଧି ପାଇଛି I
ଗଂଜାମ ରୁ ସର୍ବାଧିକ ୨୬୮ ଟି କେଶ ଚିହ୍ନଟ ହେଇଛି I ସେହିପରି ଖୋର୍ଦ୍ଧା ରୁ ୨୨୦ ଟି କେଶ, ସୁନ୍ଦରଗଡ ରୁ ୧୭୮ ଟି କେଶ, କଟକ ରୁ ୧୦୫ ଟି କେଶ, ସମ୍ବଲପୁର ରୁ ୧୦୧ ଟି କେଶ, ବରଗଡ ରୁ ୮୧ ଟି କେଶ, କନ୍ଧମାଳ ରୁ ୭୪ ଟି କେଶ, ମାଲକାନଗିରି ରୁ ୭୨ ଟି କେଶ, ପୁରୀ ରୁ ୬୭ ଟି କେଶ, ଭଦ୍ରକ ରୁ ୬୬ ଟି କେଶ, ଗଜପତି ରୁ ୫୯ କେଶ, କେନ୍ଦୁଝର ରୁ ୫୬ କେଶ, ଯାଜପୁର ଓ କୋରାପୁଟ ରୁ ୪୧ ଟି ଲେଖାଏଁ କେଶ, କଳାହାଣ୍ଡି ରୁ ୩୦ ଟି କେଶ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ରୁ ୨୭ ଟି ଲେଖାଏଁ କେଶ, ନୟାଗଡ ରୁ ୨୫ ଟି କେଶ, ମୟୁରଭଞ୍ଜ ରୁ ୨୪ ଟି କେଶ, ବଲାଙ୍ଗୀର ରୁ ୨୧ ଟି କେଶ, ରାୟଗଡା ରୁ ୧୯ ଟି କେଶ, ଅନୁଗୁଳ ଓ ବାଲେଶ୍ୱର ରୁ ୧୭ ଟି ଲେଖାଏଁ କେଶ, ଜଗତସିଂହପୁର ଓ ନବରଙ୍ଗପୁର ରୁ ୧୬ ଟି ଲେଖାଏଁ କେଶ, ସୋନପୁର ଓ ଝାରସୁଗୁଡା ରୁ ୧୦ ଟି ଲେଖାଏଁ କେଶ, ବୌଦ ରୁ ୮ ଟି କେଶ ଏବଂ ନୂଆପଡା ରୁ ୩ ଟି କେଶ ଚିହ୍ନଟ ହେଇଛି I
ଆଜି ପର୍ଯ୍ୟନ୍ତ ଚିହ୍ନଟ ହେଇଥିବା ମୋଟ ୪ ହଜାର ୭୧୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ହଜାର ୭୩୮ ଜଣ ସୁସ୍ଥ ହେଇସାରିଛନ୍ତି I ୧୪ ହଜାର ୬୯୯ ଜଣ ଚିକିତ୍ସାଧୀନ ଅଛନ୍ତି I