Corona in Odisha
ସ୍ୱାସ୍ଥ  ଓଡ଼ିଶା 

ଓଡ଼ିଶାରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୦୮ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୦୮ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା I ଦେଶରେ କରୋନା ସଂକ୍ରମଣ ୧୧ହଜାର ଟପିଥିବା ବେଳେ ଓଡ଼ିଶାରେ ବି ସଂକ୍ରମଣ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ, ଘଟ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୦୮ ଜଣ ସକ୍ରିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଯାହାଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୯୩କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ପୁଣି ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ମୃତକ […]
Read More...
ଓଡ଼ିଶା 

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ, ୨୪ ଘଣ୍ଟାରେ ୬୦୯ ସଂକ୍ରମିତ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ, ୨୪ ଘଣ୍ଟାରେ ୬୦୯ ସଂକ୍ରମିତ ଭୁବନେଶ୍ୱର: ଅଗଷ୍ଟ ୩୦ : ଆଜି ରାଜ୍ୟରେ ୬୪, ୯୯୧ ସ୍ୱାବ ଟେଷ୍ଟ ମଧ୍ୟରୁ ୬୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୭ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୫୫ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୭ ହଜାର ୧୧୨ ଜଣ ଆକ୍ରାନ୍ତ ହୋଇସାରିଲେଣି । […]
Read More...
ଓଡ଼ିଶା 

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ସଂକ୍ରମିତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ସଂକ୍ରମିତ ଭୁବନେଶ୍ୱର: ଅଗଷ୍ଟ ୨୭ : ଆଜି ରାଜ୍ୟରେ ୬୯, ୫୮୫ ସ୍ୱାବ ଟେଷ୍ଟ ମଧ୍ୟରୁ ୮୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୬ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୪୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪ ହଜାର ୮୭୫ ଜଣ ଆକ୍ରାନ୍ତ ହୋଇସାରିଲେଣି । […]
Read More...
ଓଡ଼ିଶା 

ରାଜ୍ୟରେ ହ୍ରାସ ପାଉଛି କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮୪୯ ସଂକ୍ରମିତ

ରାଜ୍ୟରେ ହ୍ରାସ ପାଉଛି କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଭୁବନେଶ୍ୱର: ଅଗଷ୍ଟ ୨୬ : ଆଜି ରାଜ୍ୟରେ ୭୧,୨୩୧ ସ୍ୱାବ ଟେଷ୍ଟ ମଧ୍ୟରୁ ୮୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୩୦ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୯୨ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୭ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪ ହଜାର ୫୯ ଜଣ ଆକ୍ରାନ୍ତ ହୋଇସାରିଲେଣି । ସେହିପରି […]
Read More...
ଓଡ଼ିଶା 

ଆଜି ରାଜ୍ୟରେ ୬୨୫ କରୋନା ସଂକ୍ରମିତ ଚିହ୍ନଟ

ଆଜି ରାଜ୍ୟରେ ୬୨୫ କରୋନା ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଅଗଷ୍ଟ ୨୪ : ଆଜି ରାଜ୍ୟରେ ୫୩,୫୨୭ ଜଣଙ୍କର ସ୍ୱାବ ଟେଷ୍ଟ ମଧ୍ୟରୁ ୬୨୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୦ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲାରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୩୬୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୫୬ ଜଣ ରହିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨ ହଜାର ୩୨୩ ଜଣ ଆକ୍ରାନ୍ତ ହୋଇସାରିଲେଣି […]
Read More...
ଓଡ଼ିଶା 

ଆଜି ରାଜ୍ୟରେ ୯୮୬ ନୂଆ ସଂକ୍ରମିତ ଚିହ୍ନଟଙ୍କ ମଧ୍ୟରୁ ୧୨୮ ଜଣ ୧୮ ବର୍ଷରୁ କମ୍‌ ବର୍ଗର୍ର

ଆଜି ରାଜ୍ୟରେ ୯୮୬ ନୂଆ ସଂକ୍ରମିତ ଚିହ୍ନଟଙ୍କ ମଧ୍ୟରୁ ୧୨୮ ଜଣ ୧୮ ବର୍ଷରୁ କମ୍‌ ବର୍ଗର୍ର ଭୁବନେଶ୍ୱର: ଅଗଷ୍ଟ ୨୦ : ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରକୁ ଥିଲା ବେଳେ ଆଜି ସେଥିରେ ସାମାନ୍ୟ ହ୍ରାସ ଘଟିଛିି । ଆଜି ରାଜ୍ୟରେ ୭୦,୦୭୯ ସ୍ୱାବ ଟେଷ୍ଟ ମଧ୍ୟରୁ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୧୨ […]
Read More...
ଓଡ଼ିଶା 

ଗତ ୨୪ ଘଣ୍ଟାରେ ରାଜ୍ୟରେ ହଜାରେ ତଳକୁ ଖସିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଗତ ୨୪ ଘଣ୍ଟାରେ ରାଜ୍ୟରେ ହଜାରେ ତଳକୁ ଖସିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ଭୁବନେଶ୍ୱର: ଅଗଷ୍ଟ ୧୬: ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । କିନ୍ତୁ ଆଜିର ସଂକ୍ରମିତଙ୍କ ମଧ୍ୟରୁ ୧୦୪ ଜଣ ୦-୧୮ ବର୍ଷ ବୟସ ବର୍ଗର ପିଲା ରହିଛନ୍ତି । ଯାହା ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭର ସମ୍ଭାବନା ହୋଇପାରେ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨,୧୧୯ ନୂଆ ଟେଷ୍ଟ ମଧ୍ୟରୁ ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୪ ଜଣ […]
Read More...
ଓଡ଼ିଶା 

ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୭୫

ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୭୫ ଭୁବନେଶ୍ୱର: ଅଗଷ୍ଟ ୧୧: ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮, ୭୨୪ ସ୍ୱାବ ଟେଷ୍ଟ ମଧ୍ୟରୁ ୧,୦୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୨୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୫୨ ରହିଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୯୦ ହଜାର ୭୫ ଜଣ ଆକ୍ରାନ୍ତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟାରେ ୧,୩୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ […]
Read More...
ଓଡ଼ିଶା 

ରାଜ୍ୟରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି,୧ ହଜାର ଉପରେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି,୧ ହଜାର ଉପରେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ଭୁବନେଶ୍ୱର: ଅଗଷ୍ଟ ୧୦: ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୬, ୮୫୯ ସ୍ୱାବ ଟେଷ୍ଟ ମଧ୍ୟରୁ ୧,୦୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୩୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ ଲକ୍ଷ ୮୮ ହଜାର ୯୯୭ ଜଣ ଆକ୍ରାନ୍ତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟାରେ ୧, ୪୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ […]
Read More...
ଓଡ଼ିଶା 

ରାଜ୍ୟରେ କରୋନ ସଂକ୍ରମଣଙ୍କ ସଂଖ୍ୟା କମୁଛି, ୨୪ ଘଣ୍ଟାରେ ୧,୦୯୬ ସଂକ୍ରମିତ

ରାଜ୍ୟରେ କରୋନ ସଂକ୍ରମଣଙ୍କ ସଂଖ୍ୟା କମୁଛି, ୨୪ ଘଣ୍ଟାରେ ୧,୦୯୬ ସଂକ୍ରମିତ ଭୁବନେଶ୍ୱର: ଅଗଷ୍ଟ୭: ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬, ୭୭୦ ସ୍ୱାବ୍‌ ଟେଷ୍ଟ ହୋଇଥିଲାବେଳେ ସେଥିମଧ୍ୟରୁ ୧,୦୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୩୭ ଜଣ କରୋନ ଚିହ୍ନଟ ହୋଇଥିଲାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୫୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୯ଲକ୍ଷ ୮୫ ହଜାର ୮୨୭ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ୧,୫୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି […]
Read More...
ଓଡ଼ିଶା 

ରାଜ୍ୟରେ କରୋନାର ସ୍ଥିତି ସ୍ଥିର, ୨୪ ଘଣ୍ଟାରେ ୧,୩୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ କରୋନାର ସ୍ଥିତି ସ୍ଥିର, ୨୪ ଘଣ୍ଟାରେ ୧,୩୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ଭୁବନେଶ୍ୱର: ଅଗଷ୍ଟ ୫: କିଛି ଦିନ ହେଲା ରାଜ୍ୟରେ ୧୫ଶହ ତଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬ ହଜାର ୧୪୬ ଜଣଙ୍କର ସ୍ୱାବ୍‌ ଟେଷ୍ଟରୁ ୧ ହଜାର ୩୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୭୫ ଜଣ ଥିବା ବେଳେ ବାକି ୫୬୭ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି । ୧ ହଜରା ୬୩୦ ଜଣ କରୋନା ସଂକ୍ରମିତ […]
Read More...
ଓଡ଼ିଶା 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ଆକ୍ରାନ୍ତ ଚିହ୍ନଟ ଏବଂ ୧୭୮୫ ଜଣ ସୁସ୍ଥ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୨୯ ଆକ୍ରାନ୍ତ ଚିହ୍ନଟ ଏବଂ ୧୭୮୫ ଜଣ ସୁସ୍ଥ ଭୁବନେଶ୍ୱର: ଅଗଷ୍ଟ ୩: ରାଜ୍ୟରେ କରୋନା ସ୍ଥିତିରେ କ୍ରମେ କ୍ରମେ ସୁଧାର ଆସୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ କରୋନା ସଂକ୍ରମିତ ୧୧୨୯ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୭୮୫ ଜଣ ଏବଂ କରୋନାଜନିତ ମୃତୁ୍ୟ ହୋଇଛି ୬୯ ଜଣଙ୍କର । ଆଜିର କରୋନା ସଂକ୍ରମିତ ୧୧୨୯ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪୭୨ ରହିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି ୯୮୦୮୬୬, […]
Read More...

Advertisement