ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗୋଟିଏ ଦିନରେ ୫୭୭ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଜୁଲାଇ ୯: ୨୪ ଘଂଟାରେ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I ଗଂଜାମ ରେ ସର୍ବାଧିକ ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ସୁନ୍ଦରଗଡ ରେ ୮୩ ଜଣ, ଖୋର୍ଦ୍ଧା ରେ ୫୬ ଜଣ, କେନ୍ଦୁଝର ରେ ୪୮ ଜଣ, ବାଲେଶ୍ୱର ରେ ୩୦ ଜଣ, ଗଜପତି ରେ ୧୭ ଜଣ, ମୟୁରଭଞ୍ଜ ଓ କଟକ ରେ ୧୪ ଜଣ ଲେଖାଏଁ , ଯାଜପୁର ରେ ୯ ଜଣ, […]
ଭୁବନେଶ୍ୱର: ଜୁଲାଇ ୯: ୨୪ ଘଂଟାରେ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I ଗଂଜାମ ରେ ସର୍ବାଧିକ ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ସୁନ୍ଦରଗଡ ରେ ୮୩ ଜଣ, ଖୋର୍ଦ୍ଧା ରେ ୫୬ ଜଣ, କେନ୍ଦୁଝର ରେ ୪୮ ଜଣ, ବାଲେଶ୍ୱର ରେ ୩୦ ଜଣ, ଗଜପତି ରେ ୧୭ ଜଣ, ମୟୁରଭଞ୍ଜ ଓ କଟକ ରେ ୧୪ ଜଣ ଲେଖାଏଁ , ଯାଜପୁର ରେ ୯ ଜଣ, ଜଗତସିଂହପୁର ଓ ଅନୁଗୁଳ ରେ ୭ ଜଣ ଲେଖାଏଁ, କୋରାପୁଟ ରେ ୬ ଜଣ, ପୁରୀ ଓ ବୌଦ ରେ ୫ ଜଣ ଲେଖାଏଁ, ଢେଙ୍କାନାଳ ରେ ୪ ଜଣ, ସମ୍ବଲପୁର ଓ କେନ୍ଦ୍ରାପଡ଼ା ରେ ରେ ୩ ଜଣ ଲେଖାଏଁ , ଭଦ୍ରକ ରେ ୨ ଜଣ ଏବଂ ନୟାଗଡ, ମାଲକାନଗିରି, କନ୍ଧମାଳ ଓ ଝାରସୁଗୁଡା ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୫୭୭ ଜଣ ଙ୍କ ମଧ୍ୟରୁ, ୪୧୬ Quarantine ରେ ଥିଲେ ଏବଂ ୧୬୧ ଜଣ local contact case I
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧ ରେ ପହଁଚିଲା I ସେଥିରୁ, ସୁସ୍ଥ ହେଇସାରିଲେଣି ୭୦୦୬ ଜଣ I ଏବେ ଚିକିତ୍ସାଧୀନ ଅଛନ୍ତି ୪୧୨୮ ଜଣ I
ଏ ପର୍ଯ୍ୟନ୍ତ ୫୨ ଜଣ କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତି I
ତା ସହିତ , ୧୫ ଜଣ କରୋନା ରୋଗୀ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି I




